ଅଟୋ ଡ୍ରାଇଭରଙ୍କ ମହିଳାଙ୍କୁ ଠିଆ ଗୋଇଠା! Video ହେଉଛି ନିଆଁ ପରି ଭାଇରାଲ

ନମସ୍କାର ବନ୍ଧୁଗଣ । ଆମ ଦେଶରେ ନାରୀ ମାନଙ୍କ ପ୍ରତି ଅ-ତ୍ୟା-ଚା-ର ଦିନକୁ ଦିନ ବଢିବାରେ ଲାଗିଛି । ଯାହାର ଅନେକ ପ୍ର-ତି-ବା-ଦ କରାଯାଉ ଥିଲେ ମଧ୍ୟ ଏହାର କୌଣସି ପ୍ରପର ପ୍ର-ତି-କା-ର ହେଉ ନାହି । ଆମ ଭାରତ ସରକାର ମହିଳା ମାନଙ୍କ ପାଇଁ ଅନେକ ସୁବିଧା କରିଥିଲେ ମଧ୍ୟ ଆଜି ଯାଏଁ ନାରୀଙ୍କ ଶୋ-ଷ-ଣ ହେଉଛି ।

ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯେଉଁ ଜଣେ ଅଟୋ ଡ୍ରାଇଭର ଜଣେ ମହିଳା ଙ୍କ ସହ ଏପରି ଆଚରଣ କରିଛନ୍ତି ଯାହାକୁ ଦେଖିଲେ ବିଶ୍ଵାସ କରି ହେବ ନାହାଇ ଯାହା ଲ-ଜ୍ୟା ଜ-ନ-କ କଥା ଅଟେ । ତେବେ ଆସନ୍ତୁ ଜାଣିବା ପୁରା ଘଟଣା ର ସତ୍ୟତା କଣ ରହିଛି । ଏହି ଭିଡିଓ ରେ ଜଣେ ମହିଳା ଅଟୋ ଡ୍ରାଇଭର ସହ କୌଣସି କାମରେ ଯାଉଥିଲେ । କିନ୍ତୁ ରାସ୍ତା ରେ ଯିବା ସମୟରେ ଅଟୋ ଡ୍ରାଇଭର ଗାଡି ଅଟକାଇ ଥିଲେ ।

ଏହା ପରେ ମହିଳା ଓ ଅଟୋ ଡ୍ରାଇଭର ଙ୍କ ମଧ୍ୟ ରେ କୌଣସି କାରଣ ରୁ କଳହ ଲାଗିଥିଲା । ଏହି ଭିଡିଓ ରେ ଅଟୋ ଡ୍ରାଇଭର ଜଣକ ଏତେ ରାଗି ଯାଇଥିଲା ଯେ ମହିଳା ଙ୍କ ସହ ଖ-ରା-ପ ଭାଷା ରେ ବ୍ୟବହାର କରୁଥିଲା ଯାହା ଜଣା ପଡୁଛି ।

ମହିଳା ଜଣକ ମଧ୍ୟ ନିଜ ସଫେଇ ରେ ଅଟୋ ଡ୍ରାଇଭର କୁ କିଛି କହୁଥିବାର ଦୃଶ୍ୟ ଏହି ଭିଡିଓ ରୁ ଜଣା ପଡୁଛି । କିନ୍ତୁ ଅଟୋ ଡ୍ରାଇଭର ଜଣକ ନିଜର କ୍ରୋଧ ପାଇଁ ନିଜର ମାନବିତକା ହରାଇ ଏମିତି କିଛି କାମ କରିଛି ଯାହାକୁ ଦେଖିଲେ ବିଶ୍ଵାସ କରି ହେବ ନାହି ।

ଏହି ଭିଡିଓ ରେ ଅଟୋ ଡ୍ରାଇଭର ଜଣକ ଏତେ ମାତ୍ରା ରେ ରାଗି ଯାଇଥିଲା ଯେ ଗାଡି ଭିତରେ ବସି ବାହାରେ ଠିଆ ହୋଇଥିବା ମହିଳା ଙ୍କୁ ଠିଆ ଗୋଇଠା ମାରିଛି । ଯାହା ଫଳରେ ମହିଳା ଜଣକ ଏତେ ଦୂରରେ ଯାଇ ପଡିଛନ୍ତି ଯାହା ଆପଣ ମାନେ ଏହି ଭିଡିଓ ରୁ ଜାଣି ପାରିବେ । ତେବେ କ୍ରୋଧ ମଣିଷର ଅନେକ ଖ୍ଯାତି କରିଥାଏ ।

ଏହା ଛଡା ମଣିଷ ରାଗିଲେ ନିଜର ମାନବିତକା ମଧ୍ୟ ହରାଇଥାଏ ଯାହା ଫଳରେ ସେ କଣ ଓ କାହା ସହ କରୁଛି ତାହା ନିଜେ ମଧ୍ୟ ଜାଣି ପାରେ ନାହି । ତେବେ ଏହି ଘଟଣା ରୁ ଏତିକି କୁହା ଯାଇପାରେ ଯେ ଅଟୋ ଡ୍ରାଇଭର ଜଣକ ମହିଳା ଙ୍କ ସହ ଏମିତି ଅସଦାଚରଣ କରିବା ଠିକ ନୁହେଁ । ଯାହା ଆମ ସମାଜ ତଥା ଦେଶ ପାଇଁ ଅତି ନି-ନ୍ଦ-ନୀ-ୟ କଥା ଅଟେ ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *