ଥାଇରଏଡକୁ ଜଡରୁ ସମାପ୍ତ କରିବାର ଅଚୁକ ଆୟୁରବେଦିକ

ଦୁନିଆରେ ବହୁତ ପ୍ରକାର ରୋଗ ଅଛି, ତେବେ ଥାଇରଦ ମଧ୍ୟ ବହୁତ ଭୟଙ୍କର ରୋଗ ଅଟେ, ଥରେ ଯାହାକୁ ଥାଇରଏଡ ହୋଇଥାଏ ସେହି ଲୋକକୁ ଜୀବନ ସାରା ଏଲୋପେଥି ଔଷଧ ଖାଇବାକୁ ପଡିଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି ଆୟୁରବେଦିକ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହା ନିଜେ ରାମ ଦେବ ବାବା କହିଛନ୍ତି ଓ ତାଙ୍କ ବିଷୟରେ ଆପଣ ମାନେ ଏହା ଜାଣିଥିବେ ଯେ ସେ ସବୁ ପ୍ରକାର ଆୟୁରବେଦିକ ଜିନିଷ ବ୍ୟବହାର କରନ୍ତି ଓ ତାଙ୍କର ସବୁଠାରୁ ବଡ ଶକ୍ତି ଯୋଗ ଅଟେ, ତାଙ୍କ ଯୋଗ ପୁରା ବିଶ୍ଵରେ ପ୍ରସିଦ୍ଧ ଅଟେ ।

ଥାଇରଏଡ ପାଇଁ କଣ କରିବା ଉଚିତ :

Image Courtesy: Google

୧. ଯାହାକୁ ଥାଇରଏଡ ଅଛି, ସେଇଟା ହାଇପୋଥାଇରଏଡ ହେଉ ବା ହାଇପରଥାଇରଏଡ ଦୁହିଙ୍କୁ ୧୦ରୁ ୩୦ ମିନିଟ ପର୍ଯ୍ୟନ୍ତ କପାଲ ଭାରତୀ ଓ ଉଜ୍ଜାଇ ପ୍ରାଣାୟାମ କରିବା ଉଚିତ ।

୨. ଯେଉଁ ଲୋକଙ୍କୁ ଥାଇରଏଡ ଅଛି ତାଙ୍କ ପାଇଁ ସ୍ବାର୍ଗସନ ଓ ହଲାସନ କରିବା ଉଚିତ, ଯାହା ବୟସ ଅଧିକ ଅଛି ବା ହୃଦୟ ରୋଗ ଅଛି ବା ହାଇ ବିପି ଅଛି ତାଙ୍କ ପାଇଁ ମଧ୍ୟ ଏହି ଆସନ ବହୁତ ଲାଭକାରୀ ଅଟେ ।

Image Courtesy: Google

୩. ତେବେ ଯଦି ଆପଣ ସ୍ଵର୍ଗାସନ କରି ପାରୁ ନାହାନ୍ତି ତେବେ ଆପଣ ସର୍ବାଇକଲ ସ୍ପୋଣ୍ଡିଲାଇଟିସ ଭଳି ଆସନ ଓ ହଲାସନ ଓ ଉଷ୍ଟ୍ରାସନ କରି ପାରିବେ ତେବେ ଆପଣ ସୂକ୍ଷ୍ମ ବ୍ୟାୟାମ କରନ୍ତୁ ଆପଣ ନିଜ ବେକକୁ ଚାରି କଡରେ ବୁଲାନ୍ତୁ ଓ ଦେଖନ୍ତୁ ଏହାର ଲାଭ ।

୪. ଯେଉଁ ଲୋକଙ୍କୁ ଥାଇରଏଡ ସମସ୍ଯା ବହୁତ ଅଧିକ ଅଛି ଓ ସେ ବ୍ୟାୟାମ କରି ପାରନ୍ତି ନାହିଁ, ତେବେ ଆପପଣଙ୍କୁ ୭ରୁ ୨୧ଥର କପାଲଭାତି ଓ ଉଜ୍ଜାଇ ପ୍ରାଣାୟାମ କରିବା ଉଚିତ ।

 

Image Courtesy: Google

୫. ଥାଇରଏଡ ପାଇଁ ପତାଞ୍ଜଲିରେ ବହୁତ ପ୍ରକାର ଔଷଧ ଅଛି ଯେମିତିକି ମେଦୋହର ବଟି ଆଉ କେତେ ପ୍ରକାର ଔଷଧ ଅଛି ତେବେ ଏହା ଦ୍ଵାରା ଓ ବ୍ୟାୟାମ ଦ୍ଵାରା ଆପଣଙ୍କ ସବୁ ଅସୁବିଧା ଦୂର ହୋଇଥାଏ । ତେବେ ବର୍ତମାନ ଯୁଗରେ ଲୋକଙ୍କ ସ୍ୱାସ୍ଥ୍ୟ ତାଙ୍କ ଖରାପ ଖାଦ୍ୟ ପ୍ରଣାଳୀ ପାଇଁ ହୋଇଥାଏ କିଛି ଲୋକଙ୍କ ଥାଇରଏଡ ଦ୍ଵାରା ଶରୀର ମୋଟା ହୋଇଥାଏ କିଛି ଲୋକଙ୍କର ପୁରା ଛଡି ଯାଇ ଥାନ୍ତି ।

Leave a Reply

Your email address will not be published. Required fields are marked *