ଝିଅମାନେ ପାଦରେ କାହିଁକି ବାନ୍ଧନ୍ତି କଳା ଧାଗା, ଏହା ପଛରେ ଥିବା ରହସ୍ୟ ଜାଣି ଉଡିଯିବ ହୋସ

ବାସ୍ତୁ ଶାସ୍ତ୍ର ଆମ ଜୀବନ ପ୍ରାୟତଃ ସବୁ ସମସ୍ୟାର ସମାଧାନ କହିଥାଏ, ଏହା ଦ୍ଵାରା ମଣିଷ ନିଜ ଜୀବନରେ ବହୁତ ଘଟଣାରୁ ମୁକ୍ତି ପାଇଥାଏ ଆଉ ଜୀବନରେ ଯେତେ ଡୁହକ୍ଲ୍ହ ଆସିଲେ ମଧ୍ୟ ତାହା ଠାରୁ ବଞ୍ଚିବା ପାଇଁ ଚେଷ୍ଟା କରିଥାଏ ।

ଆଜିକା ସମୟରେ ମଣିଷ ଜୀବନରେ ବହୁତ ପ୍ରକାର ସମସ୍ଯା ଆସିଥାଏ ଆଉ ଏହି ସମସ୍ଯା ଠାରୁ ବଞ୍ଚିବା ପାଇଁ ବହୁତ ପ୍ରକାର ଉପାୟ ମଧ୍ୟ ଅଛି କିନ୍ତୁ ଆଜିକା ସମୟରେ ଲୋକ ପୁରୁଣା କଥା ମାନୁ ନାହାନ୍ତି ଯାହା ଦ୍ଵାରା ତାଙ୍କ ସମସ୍ୟା କମିବା ଜାଗାରେ ଦିନକୁ ଦିନ ସମସ୍ୟା ବଡ ହେଇ ହେଇ ଯାଉଛି । ତେବେ ଆପଣ ମାନେ ପାଦରେ କଳା ସୂତା ଧାରଣ କରୁଥିବେ ତେବେ ଯଦି ଏହାର କାରଣ ଯାଇ ନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ କିଛି ବିଶେଷ କଥା ଏହି କଳା ସୂତା ବିଷୟରେ କହିବାକୁ ଯାଉଛୁ ।

୧. ଶାସ୍ତ୍ର ଅନୁଯାଇ କଳା ରଙ୍ଗ ନକାରାତ୍ମକ ଊର୍ଜାକୁ ନଷ୍ଟ କରିଥାଏ ସେଥିପାଇଁ କୁହା ଯାଇଛି ଯେ ଶନିବାର ଦିନ କଳା ବସ୍ତ୍ର ପିନ୍ଧି ଶନି ମନ୍ଦିର ଗଲେ ଆଉ ଭଗବାନ ଶନି ଦେବଙ୍କ ଦର୍ଶନ କଲେ ଆପଣଙ୍କ ଜୀବନ ସବୁ ସମସ୍ୟା ହଳ ହୋଇଥାଏ । ତେବେ ଶନିବାର ଦିନ ଶନି ମନ୍ଦିରରେ ପୂଜା କରା ଯାଇଥିବା କଳା ସୂତା ଧାରଣ କଲେ ଆପଣଙ୍କୁ ଖରାପ ନଜର ଲାଗି ନଥାଏ ।

୨. ଶାସ୍ତ୍ରରେ ଉଲ୍ଲେଖ ଅଛି ଯେ ଆପଣଙ୍କ ଘର ପରିବାର କୌଣସି ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଯଦି ସବୁବେଳେ ଖରାପ ରହୁଛି ତେବେ ଆପଣଙ୍କୁ ଶନିବାର ଦିନ ଶନି ମନ୍ଦିର ଯାଇ ଗୋଟେ ମିଟର କଳା ସୂତାରେ “ଓଂ ଶନିଶ୍ଚରାୟ ନମଃ” ଜାପ୍ମ କରି ୧୦୮ଟି ଗଣ୍ଠି ପକାଇବାକୁ ହବ ଆଉ ନିଜ ଘର ଆଉ ମ ସମସ୍ୟା ଭଗବାନଙ୍କୁ ଖୋଲି କହିବାକୁ ହବ ତେବେ ଯାଇ ଆପଣଙ୍କ ସବୁ ସମସ୍ୟା ସମାଧାନ ହବ ।

୩. ଗର୍ଭବତୀ ମହିଳାଙ୍କୁ ନଜର ବହୁତ ଶୀଘ୍ର ଲାଗିଥାଏ ତେବେ ଏହାର ପ୍ରଭାବ ତାଙ୍କ ପେଟରେ ପାଳୁଥିବା ଛୁଆ ଉପରେ ମଧ୍ୟ ପଡିଥାଏ, କଣ ଆପଣ ଜାଣିଛନ୍ତି ଶନିବାର ଦିନ ମନ୍ଦିରରେ ପୂଜା କରା ଯାଇଥିବା କଳା ସୂତା ଆପଣ ଗର୍ଭବତୀ ମହିଳାଙ୍କ ପାଦରେ ବାନ୍ଧିଲେ ଶୁଭ ହୋଇଥାଏ । ତେବେ ଏହା ଛଡା ଗର୍ଭବତୀ ମହିଳାଙ୍କ ଉଚ୍ଚ ଅନୁଯାଇ କଳା ସୂତା ଆଣନ୍ତୁ ଆଉ ଘଣ୍ଟା ବୁଲିବା ଦିଗରେ କଳା ସୂତା ଗର୍ଭବତୀ ମହିଳାଙ୍କ ମୁଣ୍ଡ ଉପରେ ୩ଥର ବୁଲାଇ ଆଣନ୍ତୁ ଆଉ ମନେ ରଖିବେ ଏହାକୁ ଏପଟ ସେପଟ କେଉଁଠାରେ ଫିଙ୍ଗିବେ ନାହିଁ ଏହାକୁ ଓସ୍ତ ଗଛ ମୂଳରେ ପୋତି ଦିଅନ୍ତୁ ନଚେତ ପାଣିରେ ବିସରଜିତ କରି ଦିଅନ୍ତୁ ନଚେତ କେହି ଏହି ସୂତା ଦ୍ଵାରା କଳା ଜାଦୁ ମଧ୍ୟ କରି ପାରନ୍ତି ।

Leave a Reply

Your email address will not be published. Required fields are marked *