ବାଛନ୍ତୁ ମହାତ୍ମା ବୁଦ୍ଧଙ୍କ ଗୋଟେ ଚିତ୍ର ଓ ଜାଣନ୍ତୁ ଆପଣଙ୍କ ଜୀବନରେ କଣ ହବାକୁ ଯାଉଛି

ମହାତ୍ମା ବୁଦ୍ଧଙ୍କ ବିଷୟରେ କିଏ ଅବା ଜାଣି ନାହିଁ । ତେବେ ସେ ଏମିତି ଗୋଟେ ରାଜ କୁମାର ଥିଲେ ଯିଏ ରାଜ୍ୟ ଓ ଧନ ଲୋଭ ଛାଡି ମୋକ୍ଷ ପ୍ରାପ୍ତ କରିବା ପାଇଁ ଜଙ୍ଗଲ ଯାଇଥିଲେ । କେବଳ ଏତିକି ନୁହ ସେ ନିଜ ବିଦ୍ୟା କେବଳ ନିଜ ପାଖରେ ରଖିବା ପାଇଁ ଇଛା କଲେ ନାହିଁ ଓ ନିଜ ବିଦ୍ୟା ଲୋକଙ୍କୁ ବାଣ୍ଟିଲେ ସେ ଦେଶ ବିଦେଶ ସବୁ ଆଡେ ଗଲେ ଓ ନିଜ ଜ୍ଞାନ ସମସ୍ତଙ୍କୁ ଦେଲେ ।

ତେବେ କୁହା ଯାଏ ଯିଏ ସବୁ କିଛି ଭୁଲି ବୁଦ୍ଧଙ୍କ ରାସ୍ତାରେ ଯାଇଥାଏ ସେହି ବ୍ୟକ୍ତିଙ୍କୁ ମୋକ୍ଷ ପ୍ରାପ୍ତ ହୋଇଥାଏ କିନ୍ତୁ ଏହା କରିବା ବହୁତ କଷ୍ଟକର । ଆଜି ଆମେ ଆପଣଙ୍କୁ ବୁଦ୍ଧଙ୍କ ଏମିତି କିଛି ଚିତ୍ର ଦେଖେଇବାକୁ ଯାଉଛୁ ଯେଉଁଥିରୁ ଆପଣଙ୍କୁ ଗୋଟେ ବାଛିବାକୁ ହବ ଓ ଏହା ଦ୍ଵାରା ଆମେ ଆପଣଙ୍କ ଭବିଷତରେ କଣ ହବାକୁ ଯାଉଛି ତାହା ବିଷୟରେ କହିବାକୁ ଯାଉଛୁ ।

Image Courtesy: Google

୧. ଯଦି ଆପଣଙ୍କୁ ବୁଦ୍ଧଙ୍କ ପ୍ରଥମ ଚିତ୍ର ଆକର୍ଷିତ କରିଛି ତେବେ ଆପଣ ଜମି ସହ ଯୋଡା ବ୍ୟକ୍ତି ଅଟନ୍ତି ଏହାର ଅର୍ଥ ଆପଣ ନିଜ ପରିବାର ଓ ଆଖ ପାଖ ଲୋକଙ୍କୁ ବହୁତ ଭଲ ପାଇଥାନ୍ତି ଓ ଆପଣ ତାଙ୍କୁ କଷ୍ଟ ଦବା ବିଷୟରେ ଭାବିବି ପାରନ୍ତି ନାହିଁ । ଏହା ଛଡା ଆପଣ ନିଜ କାର୍ଯ୍ୟ କେମିତି କରିବା ଉଚିତ ଜାଣିଛନ୍ତି ଓ ଅନ୍ୟ ମାନଙ୍କୁ ସାହାଜ୍ଯ ମଧ୍ୟ କରି ଥାନ୍ତି । ତେବେ ଯଦି ଆପନାଙ୍କୁ ନିଜ ଜୀବନରେ କୌଣସି ବିଶେଷ ବ୍ୟକ୍ତିଙ୍କ ଅପେକ୍ଷା ଅଛି ତେବେ ବହୁତ ଶୀଘ୍ର ଆପଣଙ୍କ ଜୀବନସାଥୀ ଆପଣଙ୍କୁ ମିଳିବାକୁ ଯାଉଛନ୍ତି ।

Image Courtesy: Google

୨. ଯଦି ଆପଣ ଦ୍ଵିତୀୟ ଚିତ୍ର ପସନ୍ଦ କରିଛନ୍ତି ତେବେ ଏହାର ଅର୍ଥ ଆପଣ ବହୁତ ମଜବୁତ ବ୍ୟକ୍ତି ଅଟନ୍ତି ଆପଣଙ୍କୁ କୌଣସି କଥା ପାଇଁ ଡର ନାହିଁ । ଆପଣ ନିଜ ସବୁ କାର୍ଯ୍ୟରେ ସଫଳ ହୋଇଥାନ୍ତି କାହିଁକିନା ଆପଣ ନିଜ ଉପରେ ଭରସା କରିଥାନ୍ତି । ଆପଣଙ୍କୁ ସ୍ଵତନ୍ତ୍ରତା ବହୁତ ପ୍ରିୟ ଅଟେ ।

Image Courtesy: Google

୩. ଯଦି ଆପଣ ତୃତୀୟ ଚିତ୍ର ପସନ୍ଦ କରିଛନ୍ତି ତେବେ ଆପଣ ବହୁତ ସରଳ ସ୍ଵଭାବ ବ୍ୟକ୍ତି ଅଟନ୍ତି, ଆପଣଙ୍କ ଉପରେ ଭରସା କରା ଯାଇ ପ୍ପାରିବ । ଏହି ଭଳି ବ୍ୟକ୍ତି ଅନ୍ୟ ମାନଙ୍କ ପାଇଁ କିଛି ବି କରି ପାରନ୍ତି ଓ ଏହି ଭଳି ଲୋକଙ୍କ ଭିତରେ ବହୁତ ଅଲଗା ପ୍ରକାର ଧର୍ଯ୍ୟ ହୋଇଥାଏ ।

Image Courtesy: Google

୪. ଯଦି ଆପଣ ଚତୁର୍ଥ ଚିତ୍ର ପ୍ପାସନ୍ଦ କରିଛନ୍ତି ତେବେ ଏହାର ଅର୍ଥ ଆପଣ ବହୁତ ନମ୍ର ଓ ସ୍ଵତନ୍ତ୍ରତା ପ୍ରିୟ ବ୍ୟକ୍ତି ଅଟନ୍ତି । ଆପଣ ଲୋକଙ୍କୁ ବହୁତ ସାହାଜ୍ଯ କରିଥାନ୍ତି ଓ ଲୋକଙ୍କୁ ଆବଶ୍ୟକ ହେଲେ ସେ ଆପଣଙ୍କୁ ଡାକନ୍ତି ଓ ଆପଣ ସାହାଜ୍ଯ ମଧ୍ୟ କରିଥାନ୍ତି ।

୫. ଯଦି ଆପଣ ପଞ୍ଚମ ବୁଦ୍ଧ ପସନ୍ଦ କରିଛନ୍ତି ତେବେ ଏହାର ଅର୍ଥ ଆପଣ ବହୁତ ରଚନାତ୍ମକ ବ୍ୟକ୍ତି ଅଟନ୍ତି ଯାହାର ଇଛାର କୌଣସି ସୀମା ନାହିଁ ତେବେ ଏହି ଭଳି ବ୍ୟକ୍ତି ନିଜ ଜୀବନରେ ସଫଳତା ପାଇଥାନ୍ତି କିନ୍ତୁ ଶାନ୍ତି ନୁହ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *