Bollywoodର ଏହି 4 ଫ୍ଲପ Heroin ଯିଏ South Industryରେ କରୁଛନ୍ତି ରାଜ !

ବଲୀଉଡ ଜଗତ ଏମିତି ଗୋଟେ ଜଗତ ଯେଉଁଠାରେ ସମସ୍ତେ ନିଜ ଭାଗ୍ୟ ଚମକେଇବା ପାଇଁ ଯାଇଥାନ୍ତି କିନ୍ତୁ ବହୁତ କମ ଲୋକ ସଫଳତା ପାଇଥାନ୍ତି । ତେବେ ସାଉଥ ଚଳଚିତ୍ର ଜଗତ ମଧ୍ୟ ବହୁତ ବଡ ପ୍ଲାଟଫର୍ମ କିନ୍ତୁ ସମସ୍ତଙ୍କୁ ବଲୀଉଡରେ ଟ୍ରାଇ କରିବାର ଇଛା ହୋଇଥାଏ ।

ତେବେ ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ରାଜ କରନ୍ତି କିନ୍ତୁ ବଲୀଉଡରେ ସେ ଫ୍ଲପ ହୋଇଛନ୍ତି ।

Image Courtesy: Google

୧. ତମ୍ମନା :

ବାହୁବଳି ଫିଲ୍ମରେ ତମ୍ମନାଏନକେ ଅଭିନୟ ଦେଖି ଦର୍ଶକ ମାନେ ଆଶ୍ଚର୍ଯ୍ୟ ହୋଇଥିଲେ କିନ୍ତୁ କଣ ଆପାନ ଜାଣିଛନ୍ତି ତାଙ୍କ ଅଭିନୟ ଆରମ୍ଭରୁ ଭଲ କିନ୍ତୁ ସେ ଭଲ ସ୍କୋପ ପାଇଲେ ନାହିଁ । ତମ୍ମନା ହିମତୱାଲା ଫିଲ୍ମ ଦ୍ଵାରା ବଲୀଉଡରେ ଆସିଥିଲେ କିନ୍ତୁ ତାଙ୍କୁ ବହୁତ ଭଲ ରେସ୍ପୋଂସ ମିଳିଲା ନାହିଁ ଯାହା ପରେ ସେ ଟ୍ରାଇ ମଧ୍ୟ କଲେ ନାହିଁ ଓ ସାଉଥ ଫିଲ୍ମରେ ତାଙ୍କର କାମ କରିବାକୁ ଲାଗିଲେ ଓ ସେ ଶେଠୀ ବହୁତ ଫେମସ ମଧ୍ୟ ଅଛନ୍ତି ।

Image Courtesy: Google

୨. ଜେନିଲିଆ ଡିସୁଜା :

ଜେନିଲିଆଙ୍କୁ କିଏ ଅବା ଜାଣି ନାହିଁ ସେ ରିତେଶ ଦେଶମୁଖଙ୍କ ସ୍ତ୍ରୀ ଅଟନ୍ତି, ଜେନିଲିଆ ସାଉଥ ଫିଲ୍ମରେ ବହୁତ ନା ପାଇଛନ୍ତି କିନ୍ତୁ ବଲୀଉଡରେ ସେ ବହୁତ ପ୍ରସିଦ୍ଧ ହୋଇ ପାରିଲେ ନାହିଁ । ଜେନିଳିଆ ବଲୀଉଡରେ ପ୍ରଥମ ଫିଲ୍ମ ଆମିର ଖାନ ଭଣଜା ସହ କରିଥିଲେ ଜାନେ ତୁ ୟା ଜାନେନା ଯାହା ଭଲ ସୁପର ହିଟ ହୋଇଥିଲା କିନ୍ତୁ ଏହା ଦ୍ଵାରା ଜେନିଲିଆକୁ ନା ମିଳିଲା ନାହିଁ ଓ କିଛି ବର୍ଷ ଟ୍ରାଇ କରିବା ପରେ ସେ ମଧ୍ୟ ବଲୀଉଡରୁ ସାଇଡ ହୋଇଥିଲେ ।

Image Courtesy: Google

୩. ହଂସିକା ମୋଟବାନି :

ହଂସିକା ସାଉଥ ଚଳଚିତ୍ର ଜଗତ ବହୁତ ସୁନ୍ଦର ଓ ଭଲ ଅଭିନେତ୍ରୀ ଅଟନ୍ତି, ଶେଠୀ ସେ ବହୁତ ଟଙ୍କା ମଧ୍ୟ ପାଇଥାନ୍ତି କିନ୍ତୁ ବଲୀଉଡ ଜଗତରେ ତାଙ୍କୁ ବହୁତ କମ ଲୋକ ଜାଣିଛନ୍ତି । ହଂସିକା ଆପକା ସୁରୁର ଚଳଚିତ୍ର ଦ୍ଵାରା ବଲୀଉଡରେ ଆସିଥିଲେ କିନ୍ତୁ ଏହି ଫିଲ୍ମ ବହୁତ ଖରାପ ଭାବରେ ଫ୍ଲପ ହୋଇଥିଲା ଯାହା ପରେ ସେ ସାଉଥକୁ ଫେରି ଗଲେ ।

Image Courtesy: Google

୪. ଶ୍ରେୟା ସରନ :

ଶ୍ରେୟା ସରନ ସାଉଥ ଜଗତ ବହୁତ ବଡ ନା ଅଟେ ସେ ରଜନୀକାନ୍ତଙ୍କ ସହ ଶିବାଜି ରାଓ ଭଳି ଫିଲ୍ମ କରିଛନ୍ତି ଓ ତାଙ୍କ ଗୋଟେ ଚଳଚିତ୍ର ପାଇଁ ସାଉଥରେ ବହୁତ ଟଙ୍କା ଅଟେ କିନ୍ତୁ ସେ ଯେତେବେଳେ ବଲୀଉଡରେ ଅକ୍ଷୟ କୁମାର ସହ ଦୃଶ୍ୟମ ଚଳଚିତ୍ର କଲେ ସେତେବେଳେ ସେ ବହୁତ ଫେମସ ହେଲେ ନାହିଁ ଓ କିଛି ବର୍ଷ ପରେ ସେ ସାଉଥ ଚଳଚିତ୍ର ଜଗତକୁ ଫେରି ଗଲେ ।

ବଲୀଉଡର ତାଜା ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *