ବାଛନ୍ତୁ ନିଜ ଜନ୍ମ ମାସର ପ୍ରଜାପତି ଓ ଜାଣନ୍ତୁ ନିଜ ବିଷୟରେ ଗୋଟେ ରାଜ୍ ର କଥା

ପ୍ରଜାପତି ଦେଖିବା ପାଇଁ ବହୁତ ସୁନ୍ଦର ହୋଇଥାନ୍ତି ତେବେ କଣ ଆପଣ ଜାଣିଛନ୍ତି ପୁରା ଦୁନିଆରେ ୫୦୦୦ଠାରୁ ବି ଅଧିକ ପ୍ରଜାପତି ଜାତି ଅଛନ୍ତି । ପ୍ରଜାପତି ସ୍ଵତନ୍ତ୍ର ଓ ଶାନ୍ତିର ଚିହ୍ନ ହୋଇଥାନ୍ତି । ପ୍ରଜାପତି ଦେଖିବାକୁ ସମସ୍ତଙ୍କୁ ପସନ୍ଦ ହୋଇଥାଏ ତାଙ୍କ ରଙ୍ଗ ବିରଙ୍ଗ ପଙ୍ଖ ସମସ୍ତଙ୍କୁ ସୁନ୍ଦର ଦେଖା ଦେଇଥାଏ ।

ତେବେ ଆଜି ଆମେ ଆପଣଙ୍କ ପାଇଁ ରଙ୍ଗ ବିରଙ୍ଗ ପ୍ରଜାପତି ଆଣିଛୁ ଯାହା ରଙ୍ଗ ଆପଣଙ୍କୁ ବହୁତ ସୁନ୍ଦର ଲାଗିବ କିନ୍ତୁ ଆପଣଙ୍କୁ ନିଜ ଜନ୍ମ ପ୍ରଜାପତି ବାଛିବାକୁ ହବ ଓ ଆମେ ଆପଣଙ୍କୁ କିଛି ବିଶେଷ କଥା କହିବୁ ।

ଜାନୁଆରୀ :

ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ବହୁତ ସ୍ଵତନ୍ତ୍ର ସ୍ଵଭାବର ହୋଇଥାନ୍ତି, ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ବ୍ୟବହାର ବହୁତ ଭଲ ହୋଇଥାଏ ଯେଉଁ କାରଣରୁ ଅନ୍ୟ ମାନେ ତାଙ୍କ ଆଡକୁ ଆକର୍ଷିତ ହୋଇଥାନ୍ତି ।

ଫେବୃଆରୀ :

ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ବହୁତ ରୋମାଣ୍ଟିକ ହୋଇଥାନ୍ତି, ଏହି ଭଳି ବ୍ୟକ୍ତି କାହା ମନକୁ କଷ୍ଟ ହେଲା ଭଳି କଥା କୁହନ୍ତି ନାହିଁ ସମସ୍ତଙ୍କୁ ଖୁସିରେ ରଖିବାକୁ ଚେଷ୍ଟା କରନ୍ତି ।

ମାର୍ଚ୍ଚ:

ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି କିଛି ଗମ୍ଭୀର ସ୍ଵଭାବର ହୋଇଥାନ୍ତି ଓ ନିଜ ଆତ୍ମସମ୍ମାନ ବିରୁଦ୍ଧରେ କିଛି ସହି ପାରନ୍ତି ନାହିଁ । ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ନିଜ କାମ ପାଇଁ ବହୁତ ଗମ୍ଭୀର ହୋଇଥାନ୍ତି ।

ଏପ୍ରିଲ :

ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି କିଛି ରାଗି ସ୍ଵଭାବର ହୋଇଥାନ୍ତି କିନ୍ତୁ ମନରୁ ବହୁତ ସଫା ହୋଇଥାନ୍ତି କାହା ପାଇଁ ନିଜ ମନରେ ଖରାପ ଚିନ୍ତା ଧାରା ରଖନ୍ତି ନାହିଁ ।

ମେ :

ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ଦେଖିବା ପାଇଁ ବହୁତ ଗମ୍ଭୀର ହୋଇଥାନ୍ତି କିନ୍ତୁ ମନରୁ ବହୁତ ଭଲ ହୋଇଥାନ୍ତି ଯେଉଁ ବ୍ୟକ୍ତି ଆପଣଙ୍କୁ ଜାଣିଛନ୍ତି ସେ ଆପଣଙ୍କୁ ବହୁତ ଭଲ ପାଇଥାନ୍ତି ।

ଜୁନ :

ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ଜୀବନରେ କୌଣସି ଅସୁବିଧା ଆସିଲେ ସେ ସାହସୀ ହୋଇ ତା ସାମ୍ନା କରିଥାନ୍ତି ନିଜ ଜୀବନରେ କାହାକୁ ଡରନ୍ତି ନାହିଁ ।

ଜୁଲାଇ :

ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ଆତ୍ମବିଶ୍ଵାସ ବହୁତ ଅଧିକ ହୋଇଥାଏ ଯେଉଁ କାରଣରୁ ସେ ନିଜ କ୍ଷୟମତା ଠାରୁ ଅଧିକ କାମ କରନ୍ତି ଓ ଅନ୍ୟ ମାନଙ୍କୁ ନିଜର ନୂଆ ରୂପ ଦେଖେଇଥାନ୍ତି ।

ଅଗଷ୍ଟ :

ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ନିଜ ଜୀବନରେ ବହୁତ ଭାବି ଚିନ୍ତି କାମ କରନ୍ତି ଓ କୌଣସି ପ୍ରକାର ଭୁଲ କରିବାକୁ ଚାହାନ୍ତି ନାହିଁ, ଏହି ଭଳି ଲୋକଙ୍କ ପାଇଁ ସମୟ ବହୁତ ମୂଲ୍ୟବାନ ହୋଇଥାଏ ।

ସେପ୍ଟେମ୍ବର :

ଏହି ମାସରେ ଜନ୍ମ ହୋଇଥିବା ଲୋକଙ୍କ ପାଖରେ କ୍ଷମତା ବହୁତ ଭଲ ହୋଇଥାଏ କିନ୍ତୁ ଯଦି ଅହଂକାର କରିବେ ତେବେ ବହୁତ କିଛି ଖରାପ ହୋଇଯିବ ।

ଅକ୍ଟୋବର :

ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ବହୁତ ସରଲ ସ୍ଵଭାବ ର ହୋଇଥାନ୍ତି ଓ ନିଜ ଭୁଲ ପାଇଁ ଭୁଲ ମାଗିବା ପାଇଁ ମଧ୍ୟ ଖରାପ ଭାବନ୍ତି ନାହିଁ ।

ନଭେମ୍ବର :

ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ବହୁତ ଦୟାଲୁ ସ୍ଵଭାବର ହୋଇଥାନ୍ତି ଓ କାହା ଉପରେ ବି ବହୁତ ଶୀଘ୍ର ବିଶ୍ଵାସ କରନ୍ତି ଯାହା ତାଙ୍କ ପାଇଁ ବହୁତ ଖରାପ ଅଟେ ।

ଡିସେମ୍ବର :

ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ସବୁବେଳେ ସ୍ଵତନ୍ତ୍ର ଓ ଖୁସିରେ ରହିବାକୁ ଚେଷ୍ଟା କରିଥାନ୍ତି ଯେତେ ଅସୁବିଧା ହେଲେ ମଧ୍ୟ ଖୁସିରେ ରୁହନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *