ଏହି ଦୁନିଆରେ ଏମିତି ବହୁତ ଲୋକ ଅଛନ୍ତି ଯିଏ ନିଜର ଓଜନକୁ ନେଇ ବେସୀ ଚିନ୍ତିତ ,ତଥାପି ସେଇ ଲୋକ ନିଜର ଓଜନ କମ କରିବା ପାଇଁ ପୁରା ଚେଷ୍ଟା କରିଥାନ୍ତି, କିନ୍ତୁ ସେଥିରେ ବି ତାଙ୍କର ସବୁ ଚେଷ୍ଟା ବିଫଳ ହୋଇଥାଏ ,କିନ୍ତୁ ଆଜି ଆମେ ଆପଣଙ୍କୁ ଗୋଟେ ଏମିତି ଉପାୟ କହିବାକୁ ଯାଉଛୁ ,ଯାହା ଆପଣଙ୍କ ପାଇଁ ନିଶ୍ଚୟ କାର୍ଯ୍ୟକାରୀ ହେବ । ଆଜି ଆପଣଙ୍କୁ କହିବାକୁ ଯାଉଛୁ ଏକ ଏମିତି ଉପାୟ, ତାହା ନିଜେ ଯୋଗ ଗୁରୁ ରାମଦେବ ବାବଙ୍କ ଦ୍ଵାରା କୁହ ଯାଇଛି ।ଏଥିପାଇଁ ଆମ ବିଶ୍ଵାଶ ଅଛିକି ଏହି ଉପାୟ କରିବା ପରେ ଆପଣଙ୍କ ଓଜନ କମ ହେଇଯିବ ।

ଯଦି ଆପଣଙ୍କୁବି ବାବା ରାମ ଦେବଙ୍କ ଉପରେ ବିଶ୍ଵାସ ଅଛି ତେବେ ଗୋଟେ ଥର ଏହି ଉପାୟକୁ ବ୍ୟବହାର କରି ନିଶ୍ଚୟ ଦେଖନ୍ତୁ, ଏହା କି ବାବା ରାମଦେବଙ୍କ ଅନୁସାରେ ଲେମ୍ବୁ ଖାଇବା ଦ୍ଵାରା ଆମ ଶରୀର ପାଇଁ ବହୁତ ଲାଭ ଦାୟକ ହୋଇଥାଏ । ଆଜ୍ଞା ହଁ ସେଥିପାଇଁ ତ ଆୟୁର୍ବେଦିକ ବିଜ୍ଞାନ ରେ ବି ଲେମ୍ବୁ ଔଷଧୀୟ ଗୁଣରେ ବୋଲି ବହୁମାତ୍ରା ରେ କୁହାଯାଏ ।

ଯଦି ଆପଣ ଆପଣଙ୍କ ଓଜନ କମ କରିବାକୁ ଚାହୁଁଛନ୍ତି ତେବେ ସକାଳୁ ଶୀଘ୍ର ଉଠି ସବୁ ଦିନ ଗୋଟେ ଗ୍ଲାସ ରେ ଉଷୁମ ପାଣିରେ ଲେମ୍ବୁ ଚୁପୁଡି କରି ଖାଲି ପେଟରେ ପାଣି ପିଅନ୍ତୁ, ଆପଣଙ୍କୁ କହି ଦଉଛୁ ଯଦି ଆପଣ ଗୋଟେ ମାସ ଯାଏ ଏହି ଉପାୟ କରିବେ, ତେବେ ଆପଣଙ୍କ ଗୋଟେ ମାସ ପରେ ନିଜେ ଭାବିବେ କି ଆପଣଙ୍କ ଶରୀରରରୁ ବିଷାକ୍ତ ଜିନିଷ ବାହାରୀ ଯାଉଛି ,ମାନେ ଆପଣଙ୍କ ଓଜନ କମିବାରେ ଲାଗିଛି । ଆପଣ ନିଜେ ଅନୁଭବ କରିବେ କି ଆପଣଙ୍କ ପେଟରୁ ଧୀରେ ଧୀରେ ଚର୍ବି କମୁଛି ।

ଆପଣ ଜାଣିଲା ପରେ ଆଶ୍ଚର୍ଯ୍ୟ ହେବେ କିନ୍ତୁ ସବୁ ଦିନ ସକାଳୁ ଉଠି ଏହିପରି ଲେମ୍ବୁପାଣି ପିଇବା ପରଠୁ ଆପଣଙ୍କ ମାସକରେ 5 କିଲୋ ଯାଏ ଓଜନ କମି ଯିବ ଆଉ ଆପଣ ସୁନ୍ଦର ବି ଲାଗିବେ କାହିଁକି ନା ଚର୍ବି ପାଇଁ ଆପଣଙ୍କର ସୁନ୍ଦରତା ଲୁଚି ଯାଇଥାଏ । ତେବେ ଯଦି ଆପଣ ମଧ୍ୟ ସୁନ୍ଦର ଓ ପରଫେକ୍ଟ ଶେପର ଫିଗର ଚାହୁଁଛନ୍ତି ଏହି ସବୁ ଉପାୟ କରିକି ନିଜ ଓଜନ ହ୍ରାସ କରନ୍ତୁ । ଆମେ ବିଶ୍ଵାସ କରୁଛୁ ଆପଣଙ୍କୁ ଏହି ଉପାୟଟି ଭଲ ଲାଗିବ ଆଉ ଆପଣ ନିଶ୍ଚୟ ଏହି ଉପାୟ କୁ ଥରୁଟେ ଚେଷ୍ଟା କରିବେ ଆଉ ପତଳା ବି ହେବେ ।