Babushaan ଓ Prakrutiଙ୍କ ରପିଡ୍ ରାଉଣ୍ଡ, ଦେଖନ୍ତୁ Video କିଏ କାହାକୁ କେତେ ଜାଣିଛି ?

ଏବେ ବାବୁଶାନ ଓ ପ୍ରକୃତିଙ୍କୁ ନେଇ ଚାଲିଥିବା ଚର୍ଚ୍ଚା ସମୟରେ ସାମ୍ନାକୁ ଆସିଲା ଆଉ ଏକ ଭିଡିଓ, ଯେଉଁଥିରେ ଆପଣ ଦେଖିବାକୁ ପାଇବେ କି ଏକ ସୋ’ ରେ ବାବୁଶାନ ଓ ପ୍ରକୃତିଙ୍କୁ ଗେଷ୍ଟ ହିସାବରେ ଡକା ଯାଇଛି । ଏବଂ ସେଟାକୁ ସେମନେ ନିଜ ଫିଲ୍ମ ପ୍ରେମମର ପ୍ରୋମୋସନ ପାଇଁ ଯାଇଛନ୍ତି ବୋଧେ । କାହିଁକି ନା ଉପସ୍ଥାପିକା ଜଣଙ୍କ ତାଙ୍କୁ ପ୍ରେମମ ଫିଲ୍ମ ବିଷୟରେ ପଚାରୁଛନ୍ତି ଓ ପ୍ରକୃତି ଏହାର ଜବାବ ଦେଉଛନ୍ତି । ତା ପରେ ସେ ଏକ ରାପିଡ ଫାୟାର ଗେମ ରାଉଣ୍ଡ କରୁଛନ୍ତି ଯେଉଁ ତିରେ ସେ ଉଭୟଙ୍କୁ ନିଜ ବିଷୟରେ କିଛି ପ୍ରଶ୍ନ ପଚାରି ଛନ୍ତି ଓ ଉଭୟ ନିଜ ନିଜ ବିଷୟରେ କହୁଛନ୍ତି ।

ତେବେ ପ୍ରଥମେ ପ୍ରକୃତିଙ୍କୁ ପଚରା ଯାଇଛି କି ବାବୁଶାନଙ୍କୁ କଣ ଖାଇବାକୁ ଭଲ ଲାଗେ ? ଉତ୍ତରରେ ପ୍ରକୃତି କହିଛନ୍ତି କି ଫଟ୍ସ । ତା ପରେ ତାଙ୍କୁ ପଚରା ଯାଇଛି କି ବାବୁଶାନଙ୍କର ଏମିତି କିଛି ଖରାପ ଅଭ୍ଯାସ ଅଛି କି ଯାହାକୁ ପ୍ରକୃତି ବଦଳିଆବାକୁ ଚାହାନ୍ତି ? ସେଥିରେ ସେ ଉତ୍ତର ଦେଇଛନ୍ତି କି ନା ସେମିତି କିଛି ଖରାପ ଅଦାତ ନାହିଁ କିନ୍ତୁ ବେଳେ ବେଳେ ସେ ଟିକେ ଅଧିକ ଡ୍ରାମା କରନ୍ତି ।

ତା ପରେ ତାଙ୍କୁ ପଚରା ଗଲା କି ବାବୁଶାନଙ୍କୁ କେଉଁ ରଙ୍ଗର ପୋଷାକ ପୋନ୍ଧିବାକୁ ପସନ୍ଦ ? ଏହାର ଉତ୍ତରରେ ସେ କହିଥିଲେ କି ସେ ସବୁ ରଙ୍ଗର ହିଁ ପିନ୍ଧନ୍ତି ତ ମୁଁ ଜାଣି ନାହିଁ ସେମିତି କିଛି ତାଙ୍କର ପସନ୍ଦିତା ରଙ୍ଗ ବିଷୟରେ । ଏହା ପରେ ବାବୁଶାନଙ୍କୁ ପ୍ରକୃତିଙ୍କ ବିଷୟରେ ପ୍ରଶ୍ନ କରାଯାଇଛି । ପ୍ରଥମ ପ୍ରଶ୍ନ ହେଲା ଯଦି ପ୍ରକୃତିଙ୍କୁ ଆପଣ ଡେଟରେ ନେଇକି ଯିବେ ତେବେ କେଉଁ ସ୍ଥାନକୁ ନେବେ ?

ତାର ଉତ୍ତରରେ ବାବୁଶାନ କହିଛନ୍ତି ସେ ଯିବନି । ତା ପରେ ତାଙ୍କୁ ପଚରା ଗଲା କି ପ୍ରକୃତିଙ୍କୁ ଖାଇବାକାଉ କଣ ପସନ୍ଦ ? ବାବୁଶାନ କହିଲେ କି ମାଛ ଓ ପଖାଳ । ତା ପରବର୍ତ୍ତୀ ପ୍ରଶ୍ନ ଥିଲା ପ୍ରକୃତିଙ୍କ ବେସ୍ଟଫ୍ରେଣ୍ଡ କିଏ ? ବାବୁ କହିଥିଲେ କି ଲଭିନା ନାୟକ । ତେବେ ଏହି ଭିଡିଓରେ ଆପଣ ଦେଖି ପାରୁଥିବେ ସେମାନେ ନିଜ ନିଜ ବିଷୟରେ କେତେ ଅବଗତ ।

ଏଥିରୁ ଜଣା ପଡୁଛି କି ବାବୁଶାନ ଓ ପ୍ରକୃତି ଦୁହେଁ ଦୁହିଙ୍କୁ ଭଉତ ଭଲ ଭାରେ ଜାଣି ଛନ୍ତି । ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ସେମାନଙ୍କ ସମ୍ପର୍କକୁ ନେଇ ଉଠୁଥିବା ଚର୍ଚ୍ଚା ଠିକ ନୁହେଁ ତ ? ତୃପ୍ତି ଯାହା କହୁଛନ୍ତି ସତ ନା ବାବୁଶାନ ଓ ପ୍ରକୃତି ନିଜ ନିଜ ଭିଡିଓ ମାଧ୍ୟମରେ ଯାହା କହୁଛନ୍ତି ସେ ସତ ? ଏ ବିଷୟରେ ଆପଣଙ୍କ ମାତା ମତ ନିଶ୍ଚୟ ଦେବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *