ବଡ ଖବର: ଘଟଣା ଦିନ ହୋଇଥିଲା କିଛି ଏମିତି କି ଚାଲି ପାରୁ ନଥିଲେ Babushan, ଆଉ Prakruti ତାଙ୍କୁ…. ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ କେବଳ ଗୋଟିଏ ଚର୍ଚ୍ଚା ଲାଗି ରହିଛି ତାହା ହେଉଛି ବାବୁସାନ ଓ ପ୍ରକୃତି ଙ୍କ ସମ୍ପର୍କ କୁ ନେଇ । ତେବେ ଗତ କାଲି ରେଡ ହ୍ୟାଣ୍ଡେଡ ବାବୁସାନ ଓ ପ୍ରକୃତି ଙ୍କୁ ଗାଡି ଭିତରେ ଧରିଥିଲେ ବାବୁସାନ ଙ୍କ ସ୍ତ୍ରୀ ତୃପ୍ତି ଶତପଥି । ଯାହା ପରେ ସୋସିଆଲ ମିଡିଆରେ ଏହି ଖବର ଟି ବର୍ତ୍ତମାନ ସମୟରେ ପ୍ରଘଟ ହେବାରେ ଲାଗିଛି । ତେବେ ବର୍ତ୍ତମାନର ସୂଚନା ଅନୁଯାୟୀ ଓଲିଉଡ ଅଭିନେତା ବାବୁସାନ ମହାନ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ର ନିଜର ଆଗାମୀ ଫିଲ୍ମ “ଦମନ” ର ପ୍ରମୋସନ ପାଇଁ ଚେନ୍ନାଇ ଯାଇଥିଲେ ।

ଚେନ୍ନାଇ ରେ ଥିବା ଉତ୍କଳ ଆସୋସିଏନସନ ଅଫ ମାଡ୍ରାସ ଆସନ୍ତା କାଲି ୮୬ତମ ଉତ୍କଳ ଦିବସ ପାଳନ କରୁଛି । କାଲି ଭୁବନେଶ୍ବର ରେ ଘଟିଥିବା ଅଭାବନୀୟ ଘଟଣା ପରେ ବାବୁସାନ ଙ୍କୁ ଚେନ୍ନାଇ ରେ ଦେଖିବାକୁ ମିଳିଥିଲା ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ତେବେ ପ୍ରକୃତି ମିଶ୍ର ଏୟାର ପୋର୍ଟ ରେ ଓଲହାଇ ସିଧା ହୋଟେଲ ଚାଲି ଯାଇଥିଲେ ।

ଜଣେ ପ୍ରତ୍ଯକ୍ଷଦର୍ଶୀ ନିଜର ପରିଚୟ ଗୋପନ ରଖି ବର୍ତ୍ତମାନ ବଡ ଖୁଲାସା କରିଛନ୍ତି । ତେବେ ଯେଉଁଦିନ ଏହି ଘଟଣା ଘଟିଲା ସେଦିନ ସେହି ସ୍ଥାନରୁ ଯାଇ ସିଧା ଚେନ୍ନାଇ ଯାଇଛନ୍ତି ବାବୁଶାନ ଓ ପ୍ରକୃତି । ତେବେ ବ୍ୟକ୍ତି ଜଣଙ୍କ କହିଛନ୍ତି କି 8.55ରେ ଭୁବନେଶ୍ବରରୁ ଛାଡି ଥିବା ଫ୍ଲାଇଟ 10.55ରେ ଚେନ୍ନାଇରେ ପହଞ୍ଚିଥିଲା । ସମସ୍ତଙ୍କ ଠାରୁ ଶେଷରେ ବାବୁଶାନ ଓ ପ୍ରକୃତି ମିଶ୍ର ଆସି ପହଞ୍ଚି ଥିଲେ ।

ତେବେ ସବୁଠୁ ବଡ କଥା ହେଉଛି ବାବୁଶାନ କୌଣସି କାରଣରୁ ଠିକ ସେ ଚାଲି ପାରୁ ନଥିଲେ । ଟନକୁ ପ୍ରକୃତି ଧରି ଧରି ନେଉଥିଲେ । ଏମାନଙ୍କ ସହ ଆଉ ଜଣେ ବି ଥିଲେ । ଫ୍ଲାଇଟର ଶେଷ ସିଟରେ ବସିଥିଲେ ବାବୁଶାନ ଓ ପ୍ରକୃତି । ଚେନ୍ନାଇରେ ପହଞ୍ଚିବା ପରେ କିଛି ଓଡିଆ ସେମାନଙ୍କ ସହ ସେଲଫି ନେବାକୁ ଚାହିଁ ଥିଲେ କିନ୍ତୁ ରାଜି ହୋଇ ନଥିଲେ ବାବୁଶାନ ଓ ପ୍ରକୃତି ।

ଏହି ସବୁ ଭିତରେ କେହି ଜଣେ ତାଙ୍କର ଭିଡିଓ କରିବାକୁ ଲାଗିଥିଲେ ଓ ବାବୁଶାନ ତାଙ୍କୁ ବଡ ବଡ ଆଖିରେ ଚାହିଁଥିଲେ । ଏସବୁ ଘଟଣା ଜଣେ ପ୍ରତ୍ଯକ୍ଷଦର୍ଶୀ କହିଛନ୍ତି । ତେବେ ସେହିଦିନ ଘଟଣା ଘଟିବା ସଙ୍ଗେ ସଙ୍ଗେ ହିଁ ସେମାନେ ଏୟାରପୋର୍ଟ ଯାଇଛନ୍ତି କାହିଁକି ନା ଘଟଣା ଉପରେ ବାବୁଶାନ ଯେଉଁ ଡ୍ରେସ ପିନ୍ଧିଥିଲେ ସେ ସେହି ଡ୍ରେସ ପିନ୍ଧି ଚେନ୍ନାଇ ଯାଇଥିଲେ ।

Leave a Reply

Your email address will not be published. Required fields are marked *