ଘରକୁ ଫେରିବା ପରେ ନିଜ ସ୍ତ୍ରୀ Truptiଙ୍କୁ ଫୋନ କରି କ୍ଷମା ମାଗଲେ Babushan, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ହିରୋ ବବୁସାନ ମହାନ୍ତି ନିଜ ସ୍ତ୍ରୀ ତୃପ୍ତି ଙ୍କୁ କଲ କରି କ୍ଷମା ମାଗିଲେ । ସ୍ତ୍ରୀ ତୃପ୍ତି କୁ ଏବେ ଫୋନ କରି କୁଆଡେ ବାବୁସାନ କ୍ଷମା ମାଗିଛନ୍ତି । ଯେଉଁ ଭଳି ଭୁଲ କରିଥିଲେ ଆଉ ନିଜ ସ୍ତ୍ରୀ ଠାରୁ ମୁହଁ ବୁଲାଇ ଯେଉଁ ଭଳି ଅବାଟକୁ ଚାଲି ଯାଇଥିଲେ ସେହି ସବୁ କଥା କହି କ୍ଷମା ମାଗିଛନ୍ତି ବାବୁସାନ । ଏଭଳି ଘଟଣା ସାମନାକୁ ଆସିଛି ଏବେ । ବାବୁସାନ ଏୟାରପୋର୍ଟରୁ ସିଧା ନିଜ ଘରକୁ ଯାଇଥିଲେ । ଆଉ ସେଠାରେ ମା ଅପରାଜିତା ପୁଅକୁ ଫେରିବାର ଦେଖି ବହୁତ ଖୁସି ହେବ ସହ ବୁଝାଇଥିଲେ ବାବୁରେ ତୁ ଏମିତି ଭୁଲ କାହିଁକି କଲୁ ।

ଆଉ ଭୁବନେଶ୍ଵର ଆସିବାକୁ ଏତେ ବିଳମ୍ବ କାହିଁକି କରିଲୁ ଯାହା ବସେ ଆଉ ଥଣ୍ଡା ମୁଣ୍ଡରେ ଭାବେ ଆଗକୁ ତୁ କଣ କରିବୁ ଏଭଳି କହି ବୁଝାଇଥିଲେ ମା ବାବୁସାନଙ୍କୁ । ଏମିତିକି ତୃପ୍ତିଙ୍କୁ ଫୋନ କରି ତାର ଭଲ ମନ୍ଦ ବୁଝିବାକୁ ବାବୁସାନଙ୍କୁ କହିଥିଲେ । ଆଉ ତା ମାନସିକ ଅବସ୍ଥା ଠିକ ତାକୁ ତୁ କ୍ଷମା ମାଗି ନେ ତୁ ଯେଉଁ ଭଳି ଭୁଲ କରିଛୁ ସେ ଆଉ ସହିପରି ନାହି ଆଉ ତୋତେ ଠିକ ବାଟକୁ ଆଣିବା ସେ ସବୁ କିଛି କରିଛି ବୋଲି ଅପରାଜିତା ପୁଅକୁ କହିଥିଲେ । ଏ ସବୁ କିଛି ସାମନାକୁ ଆସିଛି କି ବାବୁସାନ ତୃପ୍ତିଙ୍କୁ ଫୋନ କରି କ୍ଷମା ମାଗିଛନ୍ତି ।

ଆଉ ହୁଏ ତ ଦେଖିବାକୁ ମିଳିପାରେ ଦୁହେଁ ଆଗକୁ ସୁଖର ସଂସାର ଗଢିବେ । ଆଉ ଯଦି ସେପଟେ ପ୍ରକୃତି ମିଶ୍ରଙ୍କ କଥା କୁହାଯାଏ ଏବେ ପୋଲିସ ତାଙ୍କୁ ପଚରାଉଚରା କରିଥିଲା । କିନ୍ତୁ ପ୍ରକୃତି ମିଶ୍ର ଘରୁ ବାହାରି ନାହାନ୍ତି । ଅନ୍ୟ ପକ୍ଷରେ ପ୍ରକୃତି ମିଶ୍ରଙ୍କ ବାପା ମନ୍ମଥ ମିଶ୍ର ପ୍ରତିକ୍ରିୟା ଦେଇ କହିଥିଲେ ବାବୁ ତୁମେ ଜଲ୍ଦି ଚେନ୍ନାଇରୁ ଫେରି ଆସ ଘରକୁ ଆଉ ପରିବାର ସହ ହସ ଖୁସିରେ ରୁହ । ଯାହା ପରେ ବାବୁସାନ ଘରକୁ ଫେରି ଆସିଛନ୍ତି ଆଉ ବାତାବରଣ ମଧ୍ୟ ଠିକ ଅଛି ଯାହା କି ବାବୁସନ ନିଜେ ପ୍ରତିକ୍ରିୟା ରଖି ନ ଥିଲେ ।

ଏଭଳି ପ୍ରତିକ୍ରିୟା ରଖି ନ ଥିଲେ ବାବୁସାନ ବରଂ ପୁଅ ଥକି ଯାଇ ସୋଇପଡି ଥିବାରୁ ମା ଅପରାଜିତା ସାମନାକୁ ଆସି କହିଥିଲେ ପୁଅର ସ୍ୱାସ୍ଥ୍ୟ ଠିକ ନାହି ତେଣୁ ସେ ରେଷ୍ଟ ନେଉଛି । ଦୁଇ ଦିନ ପରେ ବାବୁସାନ ନିଜେ ଆସି ଗଣ ମାଧ୍ୟମ ଓ ଫ୍ୟାନ୍ସ ମାନନକୁ ନିଜର ମନ କଥା କହିବ । କେମିତି ବା ତୃପ୍ତିଙ୍କୁ କ୍ଷମା ମାଗି ନ ଥାନ୍ତେ ଗତ ୨ ବର୍ଷ ହେବ ତୃପ୍ତି ପ୍ରକୃତି ଓ ବାବୁସାନଙ୍କ ସମ୍ପର୍କକୁ ସହୁଛନ୍ତି ଆଉ ବାବୁଙ୍କୁ ବୁଝାଇଲେ ମଧ୍ୟ ସେ ବାରମ୍ବାର ପ୍ରକୃତିଙ୍କ ସହ ମିସୁଛନ୍ତି ।

ଅନେକ ହୋଟେଲ ଓ ଜାଗାକୁ ଯାଇ ମିଶୁଥିଲେ । ଆଉ ଶେଷରେ ସ୍ଵାମୀକୁ ବାଟକୁ ଆଣିବାକୁ ସ୍ତ୍ରୀ ଏମିତି କରିଥିଲା । ତୃପ୍ତିଙ୍କୁ ଭୁଲ ମାଗିବା ପରେ ହୁଏତ ଦୁହିଙ୍କ ମଧ୍ୟରେ ସବୁ କିଛି ଠିକ ହେବ ବୋଲି ଅନୁମାନ କରାଯାଉଛି । ବନ୍ଧୁଗଣ ଆପଣ ମାନଙ୍କର ବାବୁସାନଙ୍କର ଏଭଳି ପଦକ୍ଷେପ ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *