Babushan ଙ୍କ ପାଇଁ ମିଡିଆ ଆଗରେ ହାତ ଯୋଡିଲେ ମା’ Aparajita, କଣ କହୁଛନ୍ତି ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ପ୍ରକୃତି-ବାବୁସାନ- ତୃପ୍ତି ଙ୍କୁ ନେଇ ବିବାଦ ଲାଗି ରହିଥିଲା ଆଉ ଆଜି ମଧ୍ୟ ଲାଗି ରହିଛି । ତେବେ ଗତ କାଲି ପ୍ରକୃତି ମିଜା ଘରକୁ ଫେରିଛନ୍ତି ଯାହା ଅପରେ ପୋଲିସ ତାଙ୍କୁ ପଚରାଉଚରା ଆରମ୍ଭ କରିଛି । ତେବେ ଆଜି ବାବୁସାନ ନିଜ ଘରକୁ ଫେରିଛନ୍ତି । ନିଜ ପୁଅ କୁ ଘରକୁ ଫେରିବାର ଦେଖି ମା ଅପରାଜିତା ଙ୍କ ଆଖି ରେ ଝଋ ଯାଇଛି ଖୁସି ର ଲୁହ । ନିଜ ପୁଅକୁ ବନ୍ଦାପନା କରି ଘରକୁ ନେଇଛନ୍ତି ଅପରାଜିତା । ବାପା ଉତ୍ତମ ମହାନ୍ତି ମଧ୍ୟ ପୁଅ ଘରକୁ ଫେରିବାର ଦେଖି ବହୁତ ଖୁସି ଅଛନ୍ତି ।

ତେବେ ବାବୁସାନ ସିଧା ଭୁବନେଶ୍ଵର ଏୟାରପୋର୍ଟ ରୁ ବାହାରି ନିଜ ଘରକୁ ଯାଇଛନ୍ତି । ତେବେ ବାବୁସାନ ଙ୍କୁ ଗଣ ମାଧ୍ୟମ ଠାରୁ ଆରମ୍ଭ କରି ସାଧାରଣ ଜନତା ମାନେ ଘେରି ରହିଥିଲେ ଆଉ ପ୍ରଶ୍ନ ମଧ୍ୟ କରିଥିଲେ । କିନ୍ତୁ ଏ କିଛି ବି ଉତ୍ତର ଦେଇ ନ ଥିଲେ କେବଳ ଏତିକି କହିଥିଲେ ମୋତେ ବାପା ମା ଙ୍କ ପାଖକୁ ଯିବାର ଅଛି । ବାସ ଏତିକି ବାବୁସାନ ଘରକୁ ଚାଲି ଯାଇଥିଲେ । ତେବେ ବର୍ତ୍ତମାନ ଅଭିନେତ୍ରୀ ଅପରାଜିତା ମହାନ୍ତି ନିଜ ପୁଅ ବାବୁସାନ ଙ୍କ ସପକ୍ଷରେ କିଛି ମତ ରଖିଛନ୍ତି । ସେ କହିଛନ୍ତି କି ମୋ ପୁଅ ଭଲ ଭଲରେ ଘରକୁ ଫେରି ଆସିଛି ସେଥିପାଇଁ ପୁରା ଓଡିଶା ବାସି ଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି ।

ଦୟା କରି ମୋ ଘର ଆଗରେ ଠିଆ ହୁଅନ୍ତୁ ନାହି ମୋତେ ଭାରି ଖରାପ ଲାଗୁଛି ବୋଲି ଅପରାଜିତା କହିଛନ୍ତି । କାରଣ ବାବୁସାନ ଘରକୁ ଫେରିଛନ୍ତି ଖବର ପାଇବା ପରେ ତାଙ୍କ ଘରେ ଆଗରେ ଗହଳି ଦେଖିବାକୁ ମିଳିଥିଲା । ଆଗକୁ ଅପରାଜିତା କହିଛନ୍ତି ଦୁଇ ଦିନ ପରେ ବାବୁସାନ ଆପଣଙ୍କୁ ସବୁ କଥା କହିବ । ବାବୁସାନଙ୍କ ତରଫରୁ ଓ ପରିବାର ତରଫରୁ ଅପରାଜିତା ଧନ୍ୟବାଦ ଯାଇଆଛନ୍ତି କାରଣ ସମଗ୍ର ଓଡିଶା ବାସୀ ଙ୍କ ସହଯୋଗ ବିନା ମୋ ପୁଅ ଜାଣିନୀ ଆସିପାରି ଥାନ୍ତା କି ନାହି । ପୁଅ ବାବୁସାନ ଚେନ୍ନାଇ ରୁ ଆସି ଥକି ଯାଇ ଥିବାରୁ ଶୋଇଛନ୍ତି ।

ଆଉ ମା ଙ୍କୁ କହିଛନ୍ତି ମାମା ସମସ୍ତେ ଖରା ରେ ଠିଆ ହୋଇଛନ୍ତି ମୋତେ ଭଲ ଲାଗୁ ନାହି ଆଉ ମୁଁ ଆଜି ଦିନ ଟା ରେଷ୍ଟ ନେବି ଆଉ କାଲି ଦିନ ଟା ରେଷ୍ଟ ନେବି ମୁଁ ମୋ ମନ କଥା ସମସ୍ତଙ୍କୁ କହିବ ପାଇଁ ଦୁଇ ଦିନ ସମୟ ଦିଅନ୍ତୁ । ତେବେ ଦୁଇ ଦିନ ପରେ ବାବୁସାନ ଙ୍କ ପାଇଁ ଯେଉଁ ସବୁ ପ୍ରଶ୍ନ ରହିଛି ଥର ଜବାବ ସେ କଣ ଦେବେ ତାହା ଦେଖିବା ବାକି ରହିଲା । ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇଣିବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *