ମୁଁ ସିନା ତୋତେ କ୍ଷମା କରିଦେବି କିନ୍ତୁ Trupti ତୋ ସ୍ତ୍ରୀ, ସେ କଣ ତତେ… କିଛି ଏମିତି କହିଲେ Aparajita, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ବର୍ତ୍ତମାନ ସମାୟରେ ଓଲିଉଡ ହିରୋ ବାବୁସାନ ମହାନ୍ତି ନିଜ ଘରକୁ ଫେରି ଆସିଛନ୍ତି । ତେବେ ନିଜ ପୁଅକୁ ଘରେ ଦେଖିବା ପରେ ମା ଅପରାଜିତା ଙ୍କ ଆଖି ରୁ ଖୁସି ର ଲୁହ ଝରି ଆସିଛି । ତେବେ ମା ଅପରାଜିତା ବାବୁସାନ ଙ୍କୁ କହିଛନ୍ତି କି ମୋତେ ନୁହେଁ ବରଂ ନିଜ ସ୍ତ୍ରୀ କୁ କ୍ଷମା ମାଗ କାରଣ ମୁଁ ତୋ ମା ତୁ ଯାହା ଭୁଲ କରିଲେ ବି ମୁଁ କ୍ଷମା କରି ଦେବି କି କାରଣ ତୁ ମୋ ପୁଅ କିନ୍ତୁ ତୃପ୍ତି ହେଉଛି ତୋ ସ୍ତ୍ରୀ ପର ଝିଅ ଟା ପରା ମୋ ନାତି କୁ ତୁ ଅନେକ କଷ୍ଟ ଦେଇଛୁ ତୁ ଯା ଯୁଆଡେ ଯାଉଛୁ କିନ୍ତୁ ନିଜ ସ୍ତ୍ରୀ ତୃପ୍ତି କୁ ଭୁଲ ମାଗ ।

ଏଭଳି କିଛି କହିଛନ୍ତି ମା ଅପରାଜିତା ପୁଅ ବାବୁସାନ ଙ୍କୁ । ଆଉ ତା ପରେ କୋଳେଇ ନେଇଛନ୍ତି ନିଜ ପୁକୁ ଅପରାଜିତା ମହାନ୍ତି । ବାପା ଉତ୍ତମ ମହାନ୍ତି ମଧ୍ୟ ବର୍ତ୍ତମାନ ସମୟରେ ପୁଅକୁ ଦେଖି ସାକାରାତ୍ମକ ଅଛନ୍ତି । ସେ ଆଶା କରୁଛନ୍ତି ତାଙ୍କ ପୁଅ ଠିକ ନିସ୍ପତି ନେବ । ଆଉ ଏବେ ବାବୁସାନଙ୍କ ପାଖରେ ଅନେକ ବିକଳ୍ପ ରହିଛି । ବାବୁସାନଙ୍କ ହାତରେ ରହିଛି ସବୁ ନିସ୍ପତି ନେବାର ଅଧିକାର । ସେ ଏବେ କଣ କରିବେ ତାହା ତାଙ୍କ ଉପରେ ନିର୍ଭର କରେ । ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ତୃପ୍ତି ଅଭିମାନ କରିଛନ୍ତି ନିଜ ସ୍ଵାମୀ ବାବୁସାନଙ୍କ ଉପରେ ।

ଏବେ ପୋଲିସ କୁ ଉତ୍ତର ଦେବା ପରେ ସବୁ ଉତ୍ତର ଦେବାକୁ ପଡିବ ବାବୁସାନଙ୍କୁ ତୃପ୍ତିକୁ । ଆଉ ତା ସହ ତୃପ୍ତିଙ୍କ ମନ କେମିତି ଜିଣିବେ ତାହା ରହିବା ସବୁଠାରୁ ବଡ ପ୍ରଶ୍ନ । ତେବେ ତୃପ୍ତି ମଧ୍ୟ ଅନେକ ଦିନ ହେବ ପେକ୍ଷା କରି ରହିଛନ୍ତି କେବେ ସ୍ଵାମୀ ଘରକୁ ଫେରିବେ । ବାବୁସାନ ଫେରିଛନ୍ତି ସତ ତା ସହ ସବୁ ପ୍ରଶ୍ନର ଉତ୍ତର ମଧ୍ୟ ଦେବାକୁ ପଡିବ । ଆଉ ଏକ ନିର୍ଣ୍ଣାୟକ ଭୂମିକା ନିଭାଇବାକୁ ପଡିବ ତାଙ୍କୁ । ଆଉ ସେହି ଭୂମିକା ରହିବ ତାଙ୍କ ସ୍ତ୍ରୀ ଓ ପୁଅ ପାଇଁ ।

ଯଦି ଏହି ମୁହୁର୍ତ୍ତ ରୁ ଆଗକୁ ଗୋଟେ ସୁନେଲି ଭବିଷ୍ୟତ ଗଢିବାକୁ ଚାହୁଁଛନ୍ତି ତେବେ ସେଥିପାଇଁ ଠିକ ନିସ୍ପତି ବାଟ କାଢିବାକୁ ହେବ । ନ ହେଲେ ଆପଣା ସୁନା ଭେଣ୍ଡି ପରି ପୁଣି ଥରେ ଏ ସୁଯୋଗ ହାତ ଛଡା ହୋଇଯିବ । ସାତ୍ରେ କହିବାକୁ ଗଲେ ଅପରାଜିତା ନିଜ ପୁଅ ସପକ୍ଷରେ ନ ରହି ବୋହୁ ତୃପ୍ତି ଙ୍କ ସମର୍ଥନ କରୁଛନ୍ତି ଯାହା ପ୍ରଶଂସା ଯୋଗ୍ୟ ଅଟେ । ବନ୍ଧୁଗଣ ଆପଣ ମାନଙ୍କର ଅପରାଜିତାଙ୍କ ଏଭଳି ଧାରଣା ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *