Babushan କଲେ ପୁଅ Guhan ଙ୍କୁ ଭିଡିଓ କଲ, ବାପାକୁ କଣ କହିଲେ ପୁଅ ଗୁହାନ ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ସ୍ଵାମୀ-ସ୍ତ୍ରୀ-ପ୍ରକୃତି ବିବାଦ ପରେ ଅଭିନେତା ବାବୁସାନ ଙ୍କ ସ୍ତ୍ରୀ ତୃପ୍ତି ଶତପଥି ଓ ପୁଅ ଗୁହାନ କୁ ନେଇ ବାପା ଲଳିତ ଶତପଥି ଙ୍କ ପାଖରେ ରହୁଛନ୍ତି । ଅନ୍ୟ ପକ୍ଷରେ ଅଭିନେତା ବାବୁସାନ ଓ ପ୍ରକୃତି ମିଶ୍ର ଙ୍କୁ ନେଇ ଯେଉଁ ବିବାଦ ଗତ କିଛି ଦିନ ତଳେ ସୃଷ୍ଟି ହୋଇଥିଲା ତାହା ଧୋରେ ଧୀରେ ଥମି ଆସୁଥିବା ବେଳେ ବର୍ତ୍ତମାନ ପ୍ରକୃତି ମିଶ୍ର ହାଇକୋର୍ଟ ଓ ପରେ ଭୁବନେଶ୍ଵର କୋର୍ଟ ରେ ମାନ ହାନି ମୋକଦ୍ଦମା କରିଛନ୍ତି । କୁହା ଯାଉଛି ବାବୁସାନ ପୂର୍ବ ଭିଡିଓ ରେ ନିଜ ସ୍ତ୍ରୀ ତୃପ୍ତି ଓ ଶ୍ଵଶୁର ଙ୍କୁ ଭୁଲ ମାଗିଥିଲେ ସେଥିପାଇଁ କୁଆଡେ ପ୍ରକୃତି ଅଧିକ କଷ୍ଟ ପାଇଛନ୍ତି ।

ସ୍ତ୍ରୀ ଓ ଶ୍ବଶୁରଙ୍କ ନାଁ ନେବା ସମୟରେ ପ୍ରକୃତି ଙ୍କ ନାଁ ନେବାର ଥିଲା ବୋଲି କହିଛନ୍ତି ପ୍ରକୃତି ଙ୍କ ଓକିଲ । ଆଉ ଗୋଟେ ପରେ ବାବୁସାନ ନିଜ ସ୍ତ୍ରୀ ଓ ପୁଅ ଗୁହାନ ଠାରୁ ଦୀର୍ଘ ଦିନ ହେବ ଦୂରେଇ ରହିଛନ୍ତି । ଏମିତିକି ତାଙ୍କ ପୁଅ କୁ ଖୋଜୁଛନ୍ତି ବାବୁସାନ । ବାବୁସାନ ଙ୍କ ପାଖକୁ ସ୍ତ୍ରୀ ତୃପ୍ତି ଓ ପୁଅ ଗୁହାନ କେବେ ଫେରିବେ ଆଉ ନାତି ଓ ବୋହୂ କୁ ଦେଖି କେବେ ମାନସିକ ଶାନ୍ତିରେ ରହିବେ ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଓ ଅଭିନେତ୍ରୀ ଅପରାଜିତା ମହାନ୍ତି ଥା ଏବେ ସବୁଠାରୁ ବଡ ପ୍ରଶ୍ନ ଉଠୁଛି ।

ଏହି ସବୁ ପ୍ରଶ୍ନ ଉଠୁଥିବା ବେଳେ ବର୍ତ୍ତମାନ ଏକ ଭିଡିଓ କଲ ର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯାହାକୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି । ଆପଣ ମାନେ ବି ଥରେ ନଜର ପକାନ୍ତୁ ଏହି ଭିଜୁଆଲ ଉପରେ । କିପରି ବାପା ବାବୁସାନ ନିଜ ପୁହା ଗୁହାନ କୁ ଭିଡିଓ କଲ କରି ତା ସହ କଥା ହେଉଛନ୍ତି ଆଉ ତାକୁ ଗେଲ ବି କରୁଛନ୍ତି । ଏମିତିକି ବାବୁସାନ ପୁଅ ଗୁହାନ କୁ ଭିଡିଓ କଲ ରେ ମନ ଭାରି ଗୋଟିଏ କି ଦୁଇ ଟି ବରଂ ଅସଂଖ୍ଯ ଫ୍ଲାଇଙ୍ଗ କିସ ଦେଉଛନ୍ତି ଆଉ ତାକୁ ଖୁସି କରିବାକୁ ଚେଷ୍ଟା କରୁଛନ୍ତି ଗୋଟେ ଭଲ ବାପା ହିସାବ ରେ ବାବୁସାନ ମହାନ୍ତି ।

ଆଉ ଏହି ଭଲ ପାଇବା ଦେଖି କାଲେ ସ୍ତ୍ରୀ ତୃପ୍ତି ଙ୍କ ମନ ତରଳିଯିବ ଆଉ ସେ ତାଙ୍କ ପୁଅକୁ ନେଇ ଫେରି ଆସିବେ ବୋଲି ବାବୁସାନ ଏମିତି ଆଶା ରଖିଛନ୍ତି । ତେବେ ସେ ଯାହା ବି ହେଉ ନା କାହିଁକି କେତେ ସେକେଣ୍ଡର ଏହି ଭିଡିଓ କଲ ସମସ୍ତଙ୍କ ହୃଦୟକୁ ତରଳାଇ ଦେଇଛି । ବାବୁସାନ ଙ୍କୁ ଭଲ ପାଇବା ଦେଉଥିବା ତାଙ୍କର ଫ୍ୟାନ୍ସ ମାନେ ଏହି ଭିଡିଓ ଦେଖିବା ପରେ ବେଶ ଭାବ ବିହ୍ଵଳ ହୋଇ ପଡିଛନ୍ତି ।

ଏମିତିକି କମେଣ୍ଟ ବକ୍ସ ରେ ସମସ୍ତେ ଲେଖିଛନ୍ତି ଭାଉଜ ତୁମେ ପୁଅ ଗୁହାଙ୍କୁ ନେଇ ଫେରି ଆସ ଭାଇଙ୍କ ପାଖକୁ । ତେବେ ଦେଖିବାକୁ ବାକି ରହିଲା କଣ ସତରେ ତୃପ୍ତି ଓ ପୁଅ ଗୁହାନ ବାବୁସାନଙ୍କ ପାଖକୁ ଫେରି ଆସିବେ । ବନ୍ଧୁଗଣ ଆପଣ ମାନଙ୍କର ବାବୁସାନଙ୍କର ତାଙ୍କ ପୁଅ ପ୍ରତି ଏଭଳି ଭଲ ପାଇବାକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *