ଯାତ୍ରୀ ଅଭିନେତ୍ରୀ Rani Pandaଙ୍କ ଜବରଦସ୍ତ ଡ୍ୟାନ୍ସ ଦେଖି ଦର୍ଶକ ହେଲେ ପଗାଳ… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆପଣ ମାନେ ଯାତ୍ରୀ ଅଭିନେତ୍ରୀ ତଥା ବିବାଦୀୟ ଅଭିନେତ୍ରୀ ଭାବେ ପରିଚିତ ରାଣୀ ପଣ୍ଡା ଙ୍କୁ ବେଶ ଭଲ ଭାବେ ଯାଇଥିବେ । ସେ ନିଜର ଅଭିନୟ ବ୍ଯତୀତ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ସମୟରେ ଲୋକଲୋଚଙ୍କୁ ଆସିଥାନ୍ତି ଆଉ ବିବାଦ ରେ ମଧ୍ୟ ଘେରି ହୋଇ ରହିଥାନ୍ତି । ବର୍ତ୍ତମାନ ପୁଣି ଥରେ ତାଙ୍କୁ ନେଇ ଚର୍ଚା ଜୋର ଧରିଛି । ଦୀର୍ଘ ୨-୩ ବର୍ଷ ପରେ କୋରୋନା କଟକଣା ହଟିବା ପରେ ନାଟକ ମଞ୍ଚରେ ଏକ ସ୍ଵତନ୍ତ୍ର ବାତାବରଣ ଦେଖିବାକୁ ମିଳିଛି ।

ଗତ ଦୁଇ ଦିନ ହେବ ଯାତ୍ରୀ ଅଭିନେତ୍ରୀ ରାଣୀ ପଣ୍ଡା ଙ୍କୁ ଏକ ନାଟକ ଆରମ୍ଭ ହୋଇଛି ଯାହାକୁ ଦେଖିବାକୁ ହଜାର ହଜାର ଲୋକଙ୍କର ଗହମି ଯମୁଛି । ସବୁଠାରୁ ଆକର୍ଷଣ ଥିଲା ଗତ କାଲି ର ନାଟକ ଯାହାକୁ ଦେଖି ଦର୍ଶକ ମାନେ ବିମୋହିତ ହୋଇଛନ୍ତି । ସେମାନଙ୍କୁ ଆନନ୍ଦିତ ଓ ଉଶ୍ଚାହିତ କରିଥିଲେ ଅଭିନେତ୍ରୀ ରାଣୀ ପଣ୍ଡା ।

ଅନେକ ନିର୍ଯ୍ୟାତନା ପରେ ବି ଶେଷରେ ରାନୀ ପଣ୍ଡା ନୃତ୍ୟୁ ର ଏଭଳି ପ୍ରଦର୍ଶନ ଦେଖାଇଥିଲେ ତାହା କହିବା ସମ୍ଭବ ହେଉ ନାହି । ଦୀର୍ଘ ଦୁଇ ବର୍ଷ ପରେ ନାଟକ ମଞ୍ଚ ରେ ଏକ ଅଲଗା ପ୍ରକାରର ମାହୋଲ ସୃଷ୍ଟି ହୋଇଛି ଯାହାକୁ ନେଇ ପ୍ରଯୋଜକ ଓ ନିର୍ଦ୍ଦେଶକ ମାନେ ବେଶ ଖୁସି ପ୍ରକାଶ କରିଛନ୍ତି ।

ନାଟକର ରମ୍ଭ ରୁ ରାଣୀ ପଣ୍ଡାଙ୍କର ଅଦଭୂତ ଚରିତ୍ର ରେ ଅଭିନୟ ରହିଥିଲା ଯାହା ଦର୍ଶକ ମାନଙ୍କୁ ବେଶ ଆକର୍ଷଣ କରିଛି । ଯାହାକୁ ଲୋକମାନେ ହଠାତ ବୁଝିପାରି ନ ଥିଲେ । ଆଉ ଯାହାଙ୍କର ରଚନା ଆଉ ନିର୍ଦ୍ଦେଶନା ଦେଇଛନ୍ତି ସେମାନେ ପ୍ରଶଂସାର ଯୋଗ୍ୟ ଅଟନ୍ତି ।

ଏହି ନାଟକରେ ପ୍ରଥମେ ରାଣୀ ପଣ୍ଡା ଗାଁ ରୁ ଆସିବ ନିର୍ଯାତନା ପାଇବା ପରେ ଶେଷରେ ଅଦୃଶ୍ୟ ଶକ୍ତିର ବାତାବରଣ ଦେଇଛନ୍ତି ତାହା ବାସ୍ତବରେ ପ୍ରଶଂସା ଯୋଗ୍ୟ ଅଟେ । ରାଣୀ ପଣ୍ଡାଙ୍କର ପରିବାର ଏହି ନାଟକ ରେ ଜବରଦସ୍ତ ଅଭିନୟ କରିଛନ୍ତି ।

ଏହି ନାଟକ ଆଗାମୀ ଦିନରେ ଆଉ ଏଇକ ସୁନ୍ଦର ମାହୋଲ ସୃଷ୍ଟି କରିବ ବୋଲି ଆଶା କରା ଯାଉଛି । ତେବେ ଏହି ସୁନ୍ଦର ଓ ଆକର୍ଷକ ନାଟକ ର ନାଁ ହେଉଛି ଘୋଡା ହାତୀ ଗଣ୍ଡାକୁ ଗଣ୍ଡା ଏକା ଲଢିବ ରାଣୀ ପଣ୍ଡା । ତେବେ ଏ ନେଇ ଦର୍ଶକ ମାନେ ମତ ରଖିଛନ୍ତି କି ଅଭିନେତ୍ରୀ ରାଣୀ ପଣ୍ଡା ସାରା ଓଡିଶାରେ ଚହଳ ସୃଷ୍ଟି କରିଛନ୍ତି ଏହି ନାଟକ ମାଧ୍ୟମରେ । ତାଙ୍କର ଓଡିଶାରେ ବେଶ ନାଁ ଅଛି । ଆଉ ଭଲ ଅଭିନୟ ମଧ୍ୟ କରିଛନ୍ତି ।

ରାଣୀ ପଣ୍ଡା ଏହି ନାଟକରେ ଖୁବ ସୁନ୍ଦର କରିବା ସହ ଜବରଦସ୍ତ ଡ୍ୟାନ୍ସ ମଧ୍ୟ କରିବାର ନଜର ଆସିଛନ୍ତି ଯାହାକୁ ତାଙ୍କର ଫ୍ୟାନ୍ସ ମାନଙ୍କୁ ବେଶ ଆକର୍ଷିତ କରିବାରେ ସଫଳ ହୋଇଛି । ସେ ଲୋକ ମାନଙ୍କୁ ସାହାଜ୍ଯ କରିବା ପାଇଁ ମଧ୍ୟ ଅନେକ ସମୟରେ ଚର୍ଚ୍ଚା ରେ ରହିଥାନ୍ତି ବୋଲି ଦର୍ଶକେ ମତ ଦେଇଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ ରାଣୀ ପଣ୍ଡା ଙ୍କ ଏହି ନାଟକର କାହାଣୀ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ , ଧନ୍ୟବାଦ ।

Leave a Reply

Your email address will not be published. Required fields are marked *