Prakrutiଙ୍କୁ Trupti ଦେବେ ସଲିଡ ମାଡ… କିଛି ଏଭଳି କହିଛନ୍ତି ସିନେ ପ୍ରଯୋଜକ Sanjay Nayak

ନମସ୍କାର ବନ୍ଧୁଗଣ । ପ୍ରକୃତି ମିଶ୍ର ତୃପ୍ତି ଓ ତାଙ୍କ ବାପା ଲଲିତା ଶତପଥିଙ୍କ ବିରୁଦ୍ଧରେ ମାନ ହାନୀର ମୋକଦ୍ଦମା ରୁଜୁ କରିଛନ୍ତି ତାହା ପୁଣି ୫ ଲକ୍ଷ ୧୦ ହଜାର ଟଙ୍କାର । ତେବେ ଏ ନେଇ ସଞ୍ଜୟକ ନାୟକ ପ୍ରତିକ୍ରିୟାରେ କହିଛନ୍ତି ଏବେ ପ୍ରକୃତିଙ୍କୁ ସଲିଟ ମାଡ ମାରିବେ ତୃପ୍ତି ଆଉ ମାଡ ଯେବେ ବାଜିବ ତାର ଶବ୍ଦ ତ ହେବ ନାହି କିନ୍ତୁ ମାଡର କଷ୍ଟ ବେଶ ଅନୁଭୂତ କରିବେ ପ୍ରକୃତି ଏ କଥା କହିଛନ୍ତି ସଞ୍ଜୟ ନାୟକ । ସଞ୍ଜୟ ହେଉଛନ୍ତି ସେହି ମଣିଷ ଯିଏ ବାବୁସାନ-ପ୍ରକୃତି-ତୃପ୍ତି ବିବାଦରେ ବାବୁସାନ ଓ ତୃପ୍ତିଙ୍କୁ ନିକଟତର କରାଇବାରେ ସାହାଜ୍ଯ କରିଥିଲେ ।

ସ୍ଵାମୀ ସ୍ତ୍ରୀଙ୍କ ଭିତରେ ସବୁ କିଛି ଠିକ ଥିଲା ହେଲେ କାହିଁକି ଏ ସବୁ ଭିତରେ ଏଣ୍ଟ୍ରି ମାରିଲେ ପ୍ରକୃତି ମିଶ୍ର କଣ ତାଙ୍କର ଉଦ୍ଦେଶ୍ୟ ଏବେ ଏହାକୁ ନେଇ ସମସ୍ତେ ଉତ୍ତର ଅପେକ୍ଷାରେ ଅଛନ୍ତି । ସମସ୍ତେ ଚାହିଁ ବସିଛନ୍ତି କଣ ରହିଛି ତୃପ୍ତିଙ୍କର ଜବାବ ପ୍ରକୃତିଙ୍କୁ । ତେବେ ଏହାକୁ ସ୍ପଷ୍ଟ କରିଛନ୍ତି ସିନେ ପ୍ରଯୋଜକ ଓ ନିର୍ମାତା ସଞ୍ଜୟ ନାୟକ । ସଞ୍ଜୟ ନାୟକ କହିଛନ୍ତି ତୃପ୍ତି ଜଣେ ଭଲ ଓକିଲଙ୍କ ସନ୍ଧାନରେ ଅଛନ୍ତି ଆଉ ଓକିଲଙ୍କ ସହ ସାକ୍ଷାତ ମଧ୍ୟ କରୁଛନ୍ତି । ତୃପ୍ତି ନମ୍ବର ୱାନ ଓକିଲଙ୍କୁ ଧରି ଠିକ ସମୟରେ ଜବାବ ଦେବେ ବୋଲି ସଞ୍ଜୟ ନାୟକ କହିଛନ୍ତି ।

ଏହା ପରେ ପ୍ରକୃତିଙ୍କ ଅବସ୍ଥା କଣ ହେବ ତାହା ଅନୁମାନ କରିହେବ । ପ୍ରକୃତି ନିଜର ଜିଦ ଛାଡୁ ନାହାନ୍ତି ଓ କେଉଁଥି ପାଇଁ ସେ ପୁଣି ବାବୁସାନ ଓ ତୃପ୍ତିଙ୍କ ସମ୍ପର୍କ ଭିତରକୁ ପଶି ଆସୁଛନ୍ତି ତାହା ସମସ୍ତଙ୍କୁ ତାଯୁବ କରି ଦେଇଛି । ତେବେ ଏତେ ସବୁ କାଣ୍ଡ ଘଟାଇବା ପରେ ଏବେ ଯାଏଁ କଣ ପ୍ରକୃତିଙ୍କ ମନ ଶାନ୍ତି ହୋଇ ନାହି ? କଣ ପାଇଁ ସେ ସ୍ଵାମୀ ସ୍ତ୍ରୀ ଙ୍କ ସମ୍ପର୍କରେ ଫାଟ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି ?

ଯଦି ପ୍ରକୃତି ଏତେ ଭଲ ଥିଲେ ତେବେ ଆଗରୁ କଣ ପାଇଁ ଏ ସବୁର ସମାଧାନ କରିଲେ ନାହି ? ଏଭଳି ନାନା ପ୍ରଶ୍ନ ଏବ ସମସ୍ତଙ୍କ ଠାରୁ ଶୁଣିବାକୁ ମିଳିଛି । ତେବେ ଏବେ ଖାଲି ଦେଖିବା ବାକି ରହିଲା ତୃପ୍ତି କେଉଁ ଭଳି ଜବାବ ଦେଉଛନ୍ତି ପ୍ରକୃତିଙ୍କୁ । କଣ ସତରେ ସଞ୍ଜୟକ ନାୟକ କହିଥିବା କଥା ସତ ହେବ ତାହା ଆଗାମୀ ସମୟରେ ଜାଣ ପଡିବ । ସଞ୍ଜୟ ନାୟକ କହିଛନ୍ତି ଭୁଲ ବାବୁସାନ ହେଉ ବା ପ୍ରକୃତିର କିନ୍ତୁ ପ୍ରକୃତି ସବୁ କିଛି ସମାଧାନ ହେବା ପରେ କଣ ପାଇଁ ବିବାଦ ଆରମ୍ଭ କରିଲା ।

ମୁରବି ହିସାବରେ ମୁଁ କହିବି ଏଟା ଭୁଲ ଏହାର ପରିଣାମ ବହୁତ ଖରାପ ହେବ ଯୋଉଟା ଭୁଲ ସେଇଟା ଭୁଲ ତାକୁ କିଏ ଗାଇଡ କରିଛି ମୁଁ ଜାଣି ନାହି କଥା ଯେତେ ବଢାଇବ ସେତେ ବଢିବ । ତେବେ ଏହାଳି ମଟାମତ ଦେଇଛନ୍ତି ପ୍ରକୃତି ଙ୍କୁ ନେଇ ସଞ୍ଜୟ ନାୟକ । ବନ୍ଧୁଗଣ ଆପଣ ମାନଙ୍କର ସଞ୍ଜୟ ନାୟକ କହିଥିବା କଥାକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *