ପବିତ୍ର Ganesh Chaturthi ଦିନ ଏହି ଖଣ୍ଡିଏ ଚେର ନେଇ ଆସନ୍ତୁ ଘରକୁ, ତା ପରେ ଦେଖନ୍ତୁ ଚମତ୍କାର!

ବନ୍ଧୁଗଣ ଏମିତି ଅନେକ ବ୍ୟକ୍ତି ଅଛନ୍ତି ଯେଉଁ ମାନେ ମେହନତ କରିଥାନ୍ତି କିନ୍ତୁ ସେମାନେ ଟଙ୍କା ସଞ୍ଚୟ କରିପାରନ୍ତି ନାହି । ଏହା ସହ ସେମାନେ ଯେ କୌଣସି ବ୍ୟାପାର ବାଣିଜ୍ୟ କରୁଥିଲେ ବି ତାହା ସଫଳ ହୁଏ ନାହି । ଏହା ସହ ସେମାନଙ୍କ ପଛରେ ଅନେକ ଶତ୍ରୁ ମଧ୍ୟ ରହିଥାନ୍ତି ଓ ସେହି ଶତ୍ରୁ ମାନେ ଅନେକ କ୍ଷୟ କ୍ଷତି କରିଥାନ୍ତି । ଅନେକଙ୍କ କ୍ଷେତ୍ର ରେ ଯେତେ କମ ଅକାର୍ଯ୍ୟ କରିଲେ ସଫଳ ହୋଇପାରେ ନାହି ବରଂ ଅଧାରୁ ଅଟକି ଯାଇଥାଏ । ଆଜି ଆମେ ଆପଣଙ୍କୁ ଗଣେଶ ପୂଜା ଦିନ ଏମିତି ଏକ ଉପାୟ କରିବା ଦ୍ଵାରା ଆପଣଙ୍କ ଜୀବନରେ ଯାହା ବି ସମସ୍ଯା ରହିଛି ତାହା ଦୂର ହୋଇଯିବ ।

ଅଗଷ୍ଟ ୩୧ ବୁଧବାର ଦିନ ପବିତ୍ର ଗଣେଶ ପୂଜା ପଡିବାକୁ ଯାଉଛି । ପ୍ରଭୁ ଗଣେଶ ହେଉଛନ୍ତି ସବୁ ବାଧା ବିଘ୍ନ ଦୂର କରିବାର କର୍ତ୍ତା । ତାଙ୍କର କୃପା ଲାଭ କରିବାକୁ ବ୍ୟକ୍ତି ଅନେକ ପୂଜା ପାଠ କରିଥାଏ । ତେବେ ପବିତ୍ର ଗଣେଶ ପୂଜାରେ ଅନେକ କିଛି ନୀତି ନିୟମ ରେ ଭଗବାନ ଗଣେଶ ଙ୍କୁ ପୂଜା କରା ଯାଇଥାଏ । ତେବେ ଆମେ ଆପଣଙ୍କୁ ଯେଉଁ ଉପାୟ ବିଷୟରେ କହିବାକୁ ଯାଉଛୁ ତାହାର ପ୍ରୟୋଗ କରିଲେ ଆପଣଙ୍କ ଭାଗ୍ୟ ନିଶ୍ଚୟ ବଦଳି ଯିବ । ଗଣେଶ ପୂଜା ର ଠିକ ପୂର୍ବ ଦିନ ୩୦ ତାରିଖ ମଙ୍ଗଳବାର ଦିନ ନୀଳ ଅପରାଜିତା ଗଛକୁ ପୂଜା କରିବାକୁ ପଡିବ ।

ଏହି ଗଛ ଟି ପ୍ରାୟତ ଆପଣଙ୍କ ମାନଙ୍କ ଘରେ ନିଶ୍ଚୟ ଥିବ । ଅପରାଜିତା ଫୁଲ ଭଗବାନ ଶିବ ଙ୍କ ଉପରେ ଅର୍ପଣ କରା ଯାଇଥାଏ । ଏହା ସହ ସବୁ ଦେବାଦେବୀ ମାନଙ୍କ ଉପରେ ମଧ୍ୟ ଏହି ଗଛର ଫୁଲ ପୂଜା କରାଯାଏ । ଅପରାଜିତା ଫୁଲର ଗଛକୁ ଗଣେଶ ପୂଜା ଦିନ ବ୍ରହ୍ମ ମୂହୁର୍ତ୍ତ ରୁ ଓପାଡି ଆଣିବେ । କିନ୍ତୁ ତ ପୂର୍ବ ଦିନ ବିଧି ବିଧାନ ଅନୁଯାୟୀ ଗଛକୁ ନିମନ୍ତ୍ରଣ ଅରିବେ । ତା ପରେ ସେହି ଗଛର ଚେର କୁ ଘରକୁ ଆଣି ତାବିଜ ରେ ପିନ୍ଧିବେ । ତାବିଜ ପିନ୍ଧିବା ଆଗରୁ ଚେର କୁ ଧୂପ ଦୀପ ଦେଇ ପୂଜା କରି ପାରିବେ ବା କୌଣସି ଗଣେଶ ମନ୍ଦିର ଯାଇ ସେଠାରେ ପୂଜା କରି ପିନ୍ଧି ପାରିବେ ।

ତେବେ ଏହି ଛୋଟ ଉପାୟ ଟି କରିବା ଦ୍ଵାରା ଆପଣ କ ଜୀବନରେ ଯାହା ବି ସମସ୍ଯା ଲାଗି ରହିଥିବା ତାହା ନିଶ୍ଚୟ ଦୂରୀଭୂତ ହେବାରେ ଲାଗିବ । ଏହି ପ୍ରୟୋଗ ଟି ଆପଣଙ୍କୁ କେବଳ ଗଣେଶ ପୂଜା ଦିନ କରିବାକୁ ପଡିବ । ଅନ୍ୟ କୌଣସି ଦିନ ଏହି ଉପାୟ କରିଲେ କିଛି ସୁଫଳ ମିଳିବ ନାହି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *