ବାଛନ୍ତୁ ଗୋଟିଏ ନମ୍ବର, ଜାଣନ୍ତୁ ଏହି ମାସରେ ଆପଣଙ୍କୁ କଣ ମିଳିବ ? Personality Test

ବନ୍ଧୁଗଣ, ଆମେ ଆମ ନୀତିଦିନ ଜୀବନରେ ଅଧିକ ବ୍ୟସ୍ତତତାର ସହିତ ଜୀବନ ଜାପାନ କରିଥାଉ । ନିଜ ନିଜ ବ୍ୟକ୍ତିଗତ ତଥା ସାଂସାରିକ କାର୍ଯ୍ୟରେ ଏତେ ବ୍ୟସ୍ତ ହୋଇଯାଉ ଯେ, ନିଜ ଖୁସି ପାଇଁ ସମୟ ବାହାର କରିବା ବହୁତ କଠିନ ହୋଇଯାଏ । ମାତ୍ର ବନ୍ଧୁଗଣ ଯଦି ଆମେ ସେ ସବୁ ଧ୍ୟାନ ନଦେଇ ଟିକିଏ ନିଜ ପାଇଁ ସମୟ ବାହାର କରି ନିଜର ଖୁସିରେ ନିଜେ ମଗ୍ନ ହେବା, ତେବେ ଆମ୍ଭ ମାନଙ୍କର ମସ୍ତିସ୍କ ସଠିକ ରହିବା ସାଙ୍ଗେ ଆମେ ଆକ୍ଟିଭ ହୋଇ ରହିବା ।  କାରଣ ମନୁଷ୍ୟ  ନିଜ ଜୀବନରେ ଯଦି ଅତ୍ୟଧିକ ଚାପ ନେଇ ଚାଲିବ ତେବେ ସେଥିରେ ଡିପ୍ରେସନ ରେ ଆସି ବହୁତ କ୍ଷତି ହେବ ।

ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ କିଛି ଏଭଳି ମଜାଦାର ଗେମ ନେଇ ଆସିଛୁ ଯାହା ଆପଣଙ୍କ ବହୁତ ଉତ୍କଣ୍ଠା ଲାଗିବା ସହିତ ଆପଣ ତାହା ସମ୍ବନ୍ଧରେ ଜାଣିବା ପାଇଁ ମଧ୍ୟ ଚେଷ୍ଟା କରିଥାନ୍ତି । ଆସନ୍ତୁ ଏବେ ସେହି ମଜାଦାର କ୍ୟୁଇଜ ଗେମ ସମ୍ବନ୍ଧରେ ଜାଣିବା । ବନ୍ଧୁଗଣ ଆପଣ ମାନେ ୧ ରୁ ୧୦ ମଧ୍ୟରେ ନିଜ ମନ ପସନ୍ଦ ର ଗୋଟିଏ ନାମବାରକୁ ବାଛି ନିଅନ୍ତୁ । ଆମ୍ଭେ ଆପଣଙ୍କୁ କହିବା ଯେ ସେହି ନମ୍ବର ବାଛି ଥିବାରୁ ଆପଣଙ୍କୁ ଏପ୍ରିଲ ମାସରେ କଣ ମିଳିବାକୁ ଯାଉଛି ?

୧- ଆପଣଙ୍କୁ ବହୁତ ଖୁସି ମିଳିବାକୁ ଯାଉଛି ।

୨- ଆପଣଙ୍କୁ ନୂତନ ବନ୍ଧୁ ମିଳିବାକୁ ଯାଉଛନ୍ତି ।

୩- ଆପଣ ନୂଆ ସମ୍ପର୍କରେ ଆସିବାକୁ ଯାଉଛନ୍ତି ।

୪- ଏହି ମାସରେ ଆପଣଙ୍କୁ ନୂତନ ଉପହାର ମିଳିବାକୁ ଯାଉଅଛି ।

୫- ଆପଣଙ୍କୁ ଲାଇଫ ପାର୍ଟନର ମିଳିବାକୁ ଯାଉଅଛି ।

୬- ବନ୍ଧୁଗଣ ଆପଣଙ୍କୁ ଆପଣଙ୍କ ସଚ୍ଚା ଜୀବନସାଥି ମିଳିବାକୁ ଯାଉଅଛି ।

୭- ଆପଣଙ୍କୁ ଏହି ମାସରେ ଉନ୍ନତ ମାନର ଚାକିରି ପ୍ରାପ୍ତ ହେବା ସହିତ ଅତ୍ୟଧିକ ଅର୍ଥ ମଧ୍ୟ ପ୍ରାପ୍ତ ହେବାକୁ ଯାଉଛି ।

୮- ଆପଣଙ୍କ ଜୀବନରେ ଗାର୍ଲଫ୍ରେଣ୍ଡ ଅଥବା ବୟଫ୍ରେଣ୍ଡ ର ସମାଗମ ହେବାକୁ ଯାଉଅଛି ।

୯- ବନ୍ଧୁଗଣ ଆପଣ ମାନଙ୍କୁ ନିଜର ହଜିଯାଇଥିବା ପ୍ରେମ ମିଳିବାକୁ ଯାଉଅଛି ।

୧୦- ଆପଣଙ୍କ ଜୀବନରେ ଏକ ଏଭଳି ବ୍ୟକ୍ତିଙ୍କର ସମାଗମ ହେବାକୁ ଯାଉଅଛି, ଯିଏ କି ଆପଣଙ୍କର ବହୁତ କେୟାର ନେବା ସହିତ ଆପଣଙ୍କୁ ଅତ୍ୟଧିକ ପ୍ରେମ କରୁଥିବ ।

ବନ୍ଧୁଗଣ ପ୍ରତିଟି ସମ୍ପର୍କରେ ପ୍ରେମ ନିହାତି ଆବଶ୍ୟକ ହୋଇଥାଏ, ଯଦି ସମ୍ପର୍କରେ ପ୍ରେମ ରହିଥାଏ, ତେବେ ସେହି ସମ୍ପର୍କରେ ନିଜ ଆଗାମୀ ଜୀବନ ଅତିବାହିତ କରିବାକୁ କେବେ ମଧ୍ୟ କଷ୍ଠ ହୋଇନଥାଏ । ବନ୍ଧୁଗଣ ଏପ୍ରିଲ ମାସରେ ଆପଣଙ୍କୁ ଏହିସବୁ ଆନନ୍ଦ ମିଳିବାକୁ ଯାଉଛି । ବନ୍ଧୁଗଣ ଏହି ସବୁ ମନପସନ୍ଦ ର ଗେମ ବିଷୟରେ ଜାଣିଲେ ଆପଣଙ୍କ ମନକୁ ବହୁତ ଉଲ୍ଲାସ ଲାଗିବା ସହିତ ଆପଣ ଅଧିକ ଜାଣିବାକୁ ମଧ୍ୟ ନିଜର ଇଛା ସାବ୍ୟସ୍ତ କରିଥାନ୍ତି । ବନ୍ଧୁଗଣ ଆଜି ଆପଣଙ୍କୁ ଆମ୍ଭର ଏହି ମନ ରୋମାଞ୍ଚକ କ୍ୟୁଇଜ ଗେମ ସମ୍ବନ୍ଧରେ ଜାଣି କିଭଳି ଲାଗିଲା ଗୋଟିଏ କମେଣ୍ଟ କରି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *