ବିବାହ ପରେ ଆଜି ବହୁତ ବଦଳି ଯାଇଛନ୍ତି ଅଭିନେତ୍ରୀ ileana d’cruz, ଦେଖନ୍ତୁ କ’ଣ ରୁ ଆଜି କ’ଣ ହେଇଯାଇଛନ୍ତି ଇଲିଆନା

ବନ୍ଧୁଗଣ, ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ଅଭିନେତା ଅଭିନେତ୍ରୀ ରହିଛନ୍ତି । ସେଥି ମଧ୍ୟରୁ ଅନେକ ଅଛନ୍ତି ଯାହାଙ୍କୁ ଦର୍ଶକେ ବହୁତ ପସନ୍ଦ କରିଥାନ୍ତି । ବନ୍ଧୁଗଣ ସାଧାରଣତ ଆମ୍ଭ ମାନଙ୍କୁ କେତେକ ଅଭିନୟ ପସନ୍ଦ ଆସିଥିବାରୁ ଆମ୍ଭେମାନେ ସେହି ଅଭିନେତାଙ୍କୁ ପୁଣିଥରେ ପରଦାରେ ଦେଖିବାକୁ ବହୁତ ଭଲ ପାଇଥାଉ । ଆପଣ ସମସ୍ତେ “ଇଲିଆନା ଡୀକୃଜ” ଙ୍କୁ ପରଦାରେ ଦେଖିଛନ୍ତି । ବନ୍ଧୁଗଣ ସାଉଥର ଅଭିନେତ୍ରୀ “ଇଲିଆନା ଡୀକୃଜ” ଆଜିକାଲି ବଲିଉଡରେ ଚାରିଆଡେ ନଜର ଆସୁଛନ୍ତି ।

ସେ ନିଜର ସୁନ୍ଦରତା ଏବଂ ଫିଟ ଫିଗର ପାଇଁ ମଧ୍ୟ ପ୍ରସିଦ୍ଧ ଅଟନ୍ତି । ସେ ୨୦୧୮ ରେ ହିନ୍ଦୀ ଫିଲ୍ମ ‘ରେଡ’ ରେ ଅଭିନୟ କରିଥିଲେ । ଏଥିରେ ତାଙ୍କ ସହିତ “ଅଜୟ ଦେବଗନ” ମୁଖ୍ୟ ଭୂମିକାରେ ନଜର ଆସିଥିଲେ । “ଇଲିଆନା ଡୀକୃଜ” ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଗୁଡିଏ ବଲିଉଡ ଫିଲ୍ମ ରେ ଅଭିନୟ କରିସାରିଲେଣି ।

ତାଙ୍କର ପ୍ରଥମ ଡେବ୍ୟୁ ଫିଲ୍ମ ବର୍ଫି ଥିଲା । ବର୍ଫି ରେ ତାଙ୍କ ଅଭିନୟ କୁ ଦର୍ଶକ ମାନେ ବହୁତ ପସନ୍ଦ କରିଥିଲେ । ଏହାପରେ ତାଙ୍କର କୌଣସି ଚଳଚ୍ଚିତ୍ର ଏତେ କମାଲ କରି ପାରିନଥିଲା । ଫିଗର ମାମଲାରେ ବହୁତ ଫିଟ ଥିଲେ, ସେ ଅନେକ ସମୟ ଧରି ଚଳଚ୍ଚିତ୍ର ଜଗତରେ ଅଭିନୟ କରିଥିଲେ ମାତ୍ର ନିଜର କମାଲ ଅଧିକ ସମୟ ଧରି ଦେଖାଇପାରି ନଥିଲେ ।

ଦର୍ଶକବନ୍ଧୁ ସେ ତାଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟ ରେ ପ୍ରାଏ ଅନେକ ଗୁଡିଏ ଫୋଟୋଚିତ୍ର ଅପଲୋଡ କରିଥାନ୍ତି । ସେ ଖୁବ କମ ବ୍ୟାୟାମ କରି ନିଜର ଫିଗର କୁ ମେଣ୍ଟେନ କରିଥାନ୍ତି । ବର୍ତ୍ତମାନ ସେ ଫିଲ୍ମି ଜଗତରୁ ବହୁତ ଦୂରରେ ରହୁଛନ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ ତାଙ୍କର କିଛି ଫୋଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ତାଙ୍କର ଶରୀର ବହୁତ ଅଲଗା ପ୍ରକାରର ଦେଖାଯାଉଛି ।

ବନ୍ଧୁଗଣ ଆପଣ ତାଙ୍କୁ ସେହି ଫୋଟୋଚିତ୍ର ରେ ଦେଖିଲେ ଜାଣିପାରିବେନି । କିନ୍ତୁ ସତରେ ସେ ଦେଖିବାରେ ବହୁତ ମୋଟା ହୋଇଗଲେଣି । “ଅଜୟ ଦେବଗନ”  ସାଙ୍ଗରେ ସେ ଯେଉଁ ଫିଲ୍ମ କରିଥିଲେ , ଯାହାର ନାମ “ରେଡ” ଥିଲା । ସେଥିରେ ସେ ସ୍ଲିମ ଏବଂ ଫିଟ ଦେଖାଯାଉଥିଲେ । ମାତ୍ର ବର୍ତ୍ତମାନ ସେ ବହୁତ ମୋଟା ନଜର ଆସୁଛନ୍ତି । ବନ୍ଧୁଗଣ “ଇଲିଆନା” ଙ୍କର ଶରୀରର ତଳ ଭାଗ ବହୁତ ଭାରି ଅର୍ଥାତ ମୋଟା ଦେଖାଯାଉଅଛି । ଯେଉଁମାନେ ଏହି ଫୋଟୋଚିତ୍ର କୁ ଦେଖିଛନ୍ତି ସେମାନେ ଆଶ୍ଚର୍ଯ୍ୟ ରହିଯାଇଛନ୍ତି ।

ବନ୍ଧୁଗଣ ଖବର ସୂତ୍ର ରୁ ନଜରକୁ ଆସିଅଛି ଯେ ସେ କୌଣସି ଗମ୍ଭୀର ବିମାରୀରେ ଜଡିତ ଅଛନ୍ତି । ଏହି ବିମାରୀରେ ଶରୀରର ତଳଭାଗ ବହୁତ ଓଜନଦାର ହୋଇଯାଇଥାଏ । ସେ ଏକ ଇଣ୍ଟରଭିଉ ରେ କହିଥିଲେ ଯେ, ଏହି ବିମାରୀ ତାଙ୍କୁ ପିଲାଦିନୁ ହୋଇଅଛି । ସେ ଏହି ସମସ୍ୟାକୁ ନେଇ ବହୁତ ଡିପ୍ରେସନ ରେ ମଧ୍ୟ ରହୁଥିଲେ । ସେ କହିଲେ ଦିନେ ମୁଁ ଏହା ବିଷୟରେ ଚିନ୍ତା କଲି ଏବଂ ମୁଁ ନିଜେ ବର୍ତ୍ତମାନ ଦେଖିବାକୁ ଯେଉଁଭଳି ଅଛି ସେହିଭଳି ସ୍ଵୀକାର କରିନେଲି ।

ବନ୍ଧୁଗଣ ଫିଲ୍ମ ରେଡ ପରେ ସେ ଅନ୍ୟ କୌଣସି ଚଳଚ୍ଚିତ୍ର ଦେଖିବାକୁ ମିଳିନଥିଲେ । ସେ ନିଜର ବିଦେଶୀ ବୟପ୍ରେଣ୍ଡ ସହିତ ବିବାହ କରିନେଇଛନ୍ତି । ଯାହା ଫଳରେ ସେ ବର୍ତ୍ତମାନ ଫିଲ୍ମ ଦୁନିଆରେ ନଜର ଆସୁନାହାନ୍ତି । ବିବାହ ପରେ ତାଙ୍କ ଶରୀରର ଓଜନ ପ୍ରାଏ ବଢିବାକୁ ଲାଗିଲା । ଦର୍ଶକବନ୍ଧୁ ତାଙ୍କର ଫେରିବା ବାଟକୁ ଚାହିଁବସିଛନ୍ତି । ବନ୍ଧୁଗଣ ଆପଣଙ୍କୁ ଯଦି ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *