2 ଜିନିଷ କ୍ଷୀର ସହ ମିଶାଇ ସେବନ କରନ୍ତୁ, 99% ହାଡ ଜନିତ ସମସ୍ଯା ହୋଇଯିବ ଦୂର

ମଣିଷ ନିଜ ଜୀବନରେ କଣ ପାଇଁ ଧନ ଅର୍ଜିତ କରୁଛି ତାହାର କାରଣ ବଧେ ଭୁଲି ଯାଇଛି ଯଦି ଆପଣ ମଧ୍ୟ ଜାଣିବାକୁ ଇଛା ରଖୁଛନ୍ତି ତେବେ ନିଜକୁ ପଚାରନ୍ତୁ । କେହି କହିବେ ପରିବାର ପାଇଁ କେହି କହିବେ ନିଜ ପାଇଁ କିନ୍ତୁ କଣ ଆପଣ ମାନେ ଜାଣିଛନ୍ତି ମଣିଷ ରୋଜଗାର କରେ ଖାଇବା ପାଇଁ ଯେତେବେଳେ ମଣିଷ ପାଖରେ ଖାଇବା ଥିଲା ସେତେବେଳେ ତାକୁ ଖଟିବାର କିଛି କାରଣ ନଥିଲା । ଏହା ପରେ ନିଜେ ଅନ୍ନ ଉତ୍ପାଦନ କରି ମଣିଷ ଖାଇବାକୁ ଲାଗିଲା କିନ୍ତୁ ଏବେ ଏତେ ଅସୁବିଧା ଅଛି ଯେ ଅନ୍ନ କମ ଅଛି ଆଉ ଖାଇବା ପାଇଁ ଲୋକ ଅଧିକ ଯାହା ପାଇଁ ଦିନକୁ ଦିନ ରେଟ ବଢି ଚାଲିଛି ।

ତେବେ କଣ ଆପଣ ବଞ୍ଚିବା ପାଇଁ ଖାଉଛନ୍ତି କି ଖାଇବା ପାଇଁ ବଞ୍ଚୁଛନ୍ତି । ତେବେ ବହୁତ ଲୋକ କହିବେ ଏହାର ଅର୍ଥ ଗୋଟେ କିନ୍ତୁ ଆମେ କହିବୁ ନା ଯଦି ଆପଣ ଖାଇବା ପାଇଁ ବଞ୍ଚୁଛନ୍ତି ତେବେ ଆପଣ ମନ ଇଛା ଖାଦ୍ଯ ଖାଇବେ ଆଉ ରୋଗରେ ବୁଡି ରହିବେ କିନ୍ତୁ ଯଦି ବଞ୍ଚିବା ପାଇଁ ଖାଉଛନ୍ତି ତେବେ ଆପଣ ଯାହା ସେବନ କରିବେ ନିଜ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା କରି କରିବେ । କଣ ଆପଣ ଏହା ଜାଣିଛନ୍ତି ଯେ ମଣିଷ ଆଜିକା ସମୟରେ ଯାହା ପ୍ରୋସେସଡ ଜିନିଷ ସେବନ କରୁଛି ତାହା ବି-ସ ଠାରୁ କମ ନୁହଁ କିନ୍ତୁ କେବେ ବି ଡକ୍ଟର ଆପଣଙ୍କୁ ଏହି କଥା କହିବେ ନାହିଁ ।

କାହିଁକିନା ସେ ଚାହୁଞ୍ଚନ୍ତି ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହେଉ ଆଉ ଆପଣ ତାଙ୍କ ପାଖରେ ଚିକିତ୍ସା ପାଇଁ ଯାନ୍ତୁ । ତେବେ ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହା ବହୁତ ସହଜରେ ମିଳିଥାଏ ଆଉ ଆୟୁର୍ବେଦରେ ବହୁତ ବଡ ଔଷଧ ଅଟେ । ଆପଣଙ୍କୁ ସବୁ ଦିନ ଗହମ ସାଇଜ ଅନୁଯାଇ ଗୋଟେ ଗ୍ରାମ ଚୂନ କ୍ଷୀର ନଚେତ, ଦହି ନଚେତ ଜୁଷ ଭଳି ଜିନିଷରେ ମିଶାଇ ସେବନ କରିବାକୁ ହବ ଆପଣଙ୍କୁ ୧୦୦ଗ୍ରାମ ଚୂନ ଟଙ୍କାଟାରେ ମିଳିଯିବ ଏହା ବହୁତ ଦିନ ଜୀବ କିନ୍ତୁ ମାନେ ରଖନ୍ତୁ ବଡ ଲୋକଙ୍କ ପାଇଁ ଗୋଟେ ଗ୍ରାମ ଛୋଟ ପିଲାଙ୍କ ପାଇଁ ଅଧା ଗ୍ରାମ ଚୂନ ବହୁତ ଲାଭକାରୀ ହୋଇଥାଏ ।

ତେବେ ଚୂନ ଆମ ଶରୀର ବାତକୁ କମ କରିଥାଏ ଯାହା ଦ୍ଵାରା ଆମ ଶରୀରରେ କେଉଁ ଜାଗାରେ ପବନ ରହିନଥାଏ କାହିଁକିନା ଶରୀରରେ ବାତ ଯେଉଁ ଜାଗାରେ ରହିଥାଏ ସେହି ଜାଗାରେ ଦରଜ ହବା ଆରମ୍ଭ ହୋଇଥାଏ । ଯଦି ଗର୍ଭବତୀ ମହିଳା ଏହି ଭଳି ଚୂନ ନିଅନ୍ତି ତେବେ ତାଙ୍କର ନର୍ମଲ ପ୍ରସବ ହୋଇଥାଏ କେବଳ ଡାଳିମ୍ବ ରସରେ ଏହାର ସେବନ କରନ୍ତୁ ଦେଖିବେ ଆପଣଙ୍କ ଛୁଆ ସ୍ଵସ୍ଥ ରହିବ ଆଉ ଆପଣଙ୍କୁ ସିଜରିନ ଭଳି କାମ କରିବାକୁ ପଡିବ ନାହିଁ ଏହା ସହ ଖାଇବା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *