ଆଙ୍ଗୁଠିର ଲମ୍ବରୁ ଜଣା ପଡିଥାଏ ବ୍ଯକ୍ତିର ସ୍ଵଭାବ କେମିତି ହୋଇଥାଏ- Samudrik Shastra  

ସାମୁଦ୍ରିକ ଶାସ୍ତ୍ର ଅନୁସାରେ ବ୍ଯକ୍ତିର ବିଭିନ୍ନ ଅଙ୍ଗର ଆକୃତିରୁ ଦ୍ଵାରା ବହୁତ କିଛି ଜାଣିଥାଉ । ମନୁଷ୍ୟ ହାତର କନିଷ୍ଠ ଆଙ୍ଗୁଳିର ଲମ୍ବା ଦ୍ଵାରା ତାର ବ୍ୟକ୍ତିତ୍ବ ଭବିଷ୍ୟତ ବିଷୟରେ ଜଣାଇବୁ । ଯଦି ଆପଣଙ୍କ କନିଷ୍ଠ ଆଙ୍ଗୁଠି ମଧ୍ୟମ ଲମ୍ବା ଅଛି ଆଉ ଅନାମିକା ଅଙ୍ଗୁଳିର ଲାଇନ ବରାବର ହୋଇଥାଏ ତେବେ ଆପଣ ଜେଣେ ଇମାନଦାର ଓ ଭାବୁକ ବ୍ୟକ୍ତି ହୋଇଥାନ୍ତି । ଆପଣ ଯାହାକୁ ପ୍ରେମ କରିଥାନ୍ତି ଆପଣ ତାକୁ ଆପଣ ନିଜର ଦୁନିଆ ଭାବିନେଇଥାନ୍ତି । ତାକୁ ଛାଡିକି ରହିବା ଆପଣ ପସନ୍ଦ କରିନଥାନ୍ତି ।


ସବୁବେଳେ ତାଙ୍କ ଭାବନରେ ହଜିଥାନ୍ତି । ଏହା ସହିତ ଆପଣ ବହୁତ ବିଶ୍ଵସ୍ତ ଓ ସମର୍ପିତ ସ୍ଵଭାବର ହୋଇଥାନ୍ତି । ଆପଣ କାହା ସହିତ ମିତ୍ରତା କି ପ୍ରେମ କରିଥାନ୍ତି ତେବେ ତାର ଭଲ ଭାବରେ ଯତ୍ନ ନେଇଥାନ୍ତି । ଲୋକ ଆପଣଙ୍କ ଭାବନାକୁ ଠିକସେ ବୁଝି ପାରିନଥାନ୍ତି । ଲୋକ ଭାବିଥାନ୍ତିକି ଆପଣଙ୍କର କୌଣସି ଆବଶ୍ୟକତା ନଥାଏ କିନ୍ତୁ ଲୋକଙ୍କ ଆବଶ୍ୟକ ହୋଇଥାଏ ଆପଣଙ୍କ ପାଖରେ । ଆପଣ ଲୋକଙ୍କ ଠାରୁ ଦୂରରେ ରହିପାରନ୍ତି ନହିଁ କିନ୍ତୁ ଦେଖାଇ ଥାନ୍ତିକି ଆପଣ ରହିପାରିବେ ।


ଆପଣ ଜଣେ ପ୍ରତିବନ୍ଧ ଓ ପରିଶ୍ରମୀ ବ୍ୟକ୍ତି ଅଟନ୍ତି । ଯଦି ଗୋଟେ ଥର କିଛି କରିବାକୁ ମନରେ ଭାବିଥାନ୍ତି ତେବେ ତାକୁ ପୁରା କରିବାର ଭରପୁର ଚେଷ୍ଟା କରିଥାନ୍ତି । ଆପଣ ଦୁର୍ଘଟଣାରୁ ଡର ଲାଗିଥାଏ ଆପଣ କୌଣସି କାମ କାଲେ ସାବଧାନ ରୁହନ୍ତି । ଯଦି ଆପଣଙ୍କୁ କୌଣସି ବ୍ୟକ୍ତି ପସନ୍ଦ ହୋଇନଥାଏ, ଆପଣଙ୍କ ତାଙ୍କ ସହିତ ଅସହଜ ଅନୁଭବ କରିଥାନ୍ତି । ଆପଣ ସେହି ବ୍ୟକ୍ତିକୁ ସେହି କଥା କହିବା ପସନ୍ଦ କରିନଥାନ୍ତି । ଆପଣ କାହାର ମନ ଦୁଃଖ କରିପାରନ୍ତି ନହିଁ ଶେଥିଲାଗି କାହା ସାମନାରେ କହିବାକୁ ପସନ୍ଦ କରନ୍ତି ନାହିଁ ।

ଯଦି କିଏ ଆପଣଙ୍କ ହୃଦୟକୁ କଷ୍ଟ ଦେଇଥାଏ ଆପଣ ଶାନ୍ତ ରହିଥାନ୍ତି । ଆଉ ବେସୀ ଯୁକ୍ତି କରିବା ପସନ୍ଦ କରିନଥାନ୍ତି । ଆପଣ ସ୍ଵପ୍ନ ଦେଖିବାକୁ ପସନ୍ଦ କରିଥାଅ ଆଉ ବସିବସି ବହୁତ କଥା ଭାବି ଥାନ୍ତି । ଯଦି କୌଣସି ବ୍ଯକ୍ତିର କନିଷ୍ଠ ଅଙ୍ଗୁଳି ଲମ୍ବା କମ ହୋଇଥାଏ ଅର୍ଥାତ ହାତର ଅନାମିକା ଆଙ୍ଗୁଳିର ଶେଷ ରେଖା ତଳକୁ ରହିଛି । ସେହି ବ୍ୟକ୍ତି ଖୋଲା ହୃଦୟ ହୋଇଥାଏ । ଯଦି ଆପଣଙ୍କର କନିଷ୍ଠ ଅଙ୍ଗୁଳି ଏମିତି ଅଛି ଆପଣ ସବୁବେଳେ ମଜଭୁତ ଓ ସ୍ଵତନ୍ତ୍ର ରୂପରେ ନିଜକୁ ଉପସ୍ଥାପନ କରିଥାନ୍ତି । ଆପଣ ଜଣେ ଭାବନାତ୍ମକ ଲୋକ ହୋଇଥାନ୍ତି ।

ଆପଣ ସେହି ବ୍ୟକ୍ତି ସହିତ ଯୋଡି ହୋଇଥାନ୍ତି ଯାହା ଉପରେ ହୃଦୟ ଆସିଯାଇଥାଏ । ଆପଣ କେବେ ତାକୁ ଛାଡିବାକୁ ପସନ୍ଦ କରିନଥାନ୍ତି । ଯଦି କେହି ଆପଣଙ୍କ ସାଥ ଛାଡି ଦେଇଥାଏ ତେବେ ଦୁଃଖ ଆପଣ ସହି ପାରି ନଥାନ୍ତି । ଆପଣ ମିଛୁଆ, ଓ ଧୋକାବାଜ, ଠକ ଲୋକଙ୍କୁ ଘୃଣା କରିଥାନ୍ତି । ଆପଣ ଏହି ବ୍ୟକ୍ତିକୁ ନିଜ ସହିତ ରଖିବାକୁ ପସନ୍ଦ କରିନଥାନ୍ତି । ଆପଣ ସହନଶୀଳ ବ୍ୟକ୍ତି ନୁହନ୍ତି, ଆପଣଙ୍କୁ ରାଗ ବହୁତ ଜଲ୍ଦି ଆସିଥାଏ । ଅଭିମାନୀ ହେବ ସହିତ ଆପଣ ମିଛ ସହିପାରିନଥାନ୍ତି ।

Leave a Reply

Your email address will not be published. Required fields are marked *