ନବରାତ୍ରି ଆରମ୍ଭ ହୋଇଯାଇଛି ଯେଉଁ ମାନଙ୍କ ବ୍ରତ ଉପବାସ ଆରମ୍ଭ ହୋଇଛି ସେହି ଭଳି ଲୋକଙ୍କୁ ସାବଧାନ ହୋଇ କାମ କରିବା ଉଚିତ କିଛି ଭୁଲ ହେଲେ ଉଚିତ ନୁହ । ତେବେ ଏହି କଥା ସମସ୍ତେ ଜାଣିଛନ୍ତି ଯେ ମାତା ରାନିଙ୍କୁ ବହୁତ ପ୍ରକାର ଫଳ, ମେୱା ଇତ୍ୟାଦି ଦ୍ଵାରା ପୂଜା କରା ଯାଇଥାଏ କିନ୍ତୁ କଣ ଆପଣ ଜାଣିଛନ୍ତି କିଛି ଜିନିଷ ଏମିତି ମଧ୍ୟ ଅଛି ଯାହା ମାତାଙ୍କୁ ଅର୍ପଣ କରିବା ଉଚିତ ହୋଇନଥାଏ । ଆଜି ଆମେ ଆପଣଙ୍କୁ ବିଶେଷ ରୂପରେ ଏହା ବିଷୟରେ କହିବାକୁ ଯାଉଛୁ ଯେ କେଉଁ ଜିନିଷ ମାତାଙ୍କୁ ଅର୍ପଣ କରିବା ଉଚିତ ହୋଇନଥାଏ ।
୧. ନଡିଆ :
ନଡିଆ ଆପଣଙ୍କୁ ବହୁତ ପ୍ରକାର ମିଳିଯିବ କିନ୍ତୁ ଆପଣ ମନେ ରଖନ୍ତୁ ପାଣି ନଡିଆ ଆଉ ଯେଉଁଥିରେ ଜଟ ଲାଗିଥିବ ସେହି ନଡିଆ ପୂଜାରେ ବ୍ୟବହାର କରନ୍ତୁ ଚୋପା ନଡିଆ ବା ଶୁଖିଲା ନଡିଆ ବ୍ୟବହାର କରନ୍ତି ନାହିଁ । ଏହା ଛଡା ଧ୍ୟାନ ରଖିବା ଉଚିତ ଯେ ନଦୀ ଟିକେ ବି ଭାଙ୍ଗି ନଥିବ ଯେମିତି କାହିଁକିନା ଭଙ୍ଗା ନଡିଆ ମାତାଙ୍କୁ ଅର୍ପଣ କରିବା ବହୁତ ଅଶୁଭ ହୋଇଥାଏ ।
୨. ତୁଳସୀ ପତ୍ର :
ଆପଣ ମାନେ ସମସ୍ତେ ଏହି କଥା ବେସ ବିଏଚଏଲ ଭାବରେ ଜାଣିଛନ୍ତି ଯେ ତୁଳସୀ ପତ୍ର ଭଗବାନ ବିଷ୍ଣୁଙ୍କୁ ବହୁତ ପ୍ରିୟା ଅଟେ ଆଉ ଏହି ପାଇଁ ମାତା ଲକ୍ଷ୍ମୀଙ୍କ ମଧ୍ୟ ପ୍ରିୟା ହୋଇଥାଏ କିନ୍ତୁ ମାତା ଦୂର୍ଗାଙ୍କୁ ତୁଳସୀ ପତ୍ର ଏତେ ଭଲ ଲାଗି ନଥାଏ ସେଥିପାଇଁ ଭୁଲରେ ବି ନବରାତ୍ରି ପୂଜାରେ ତୁଳସୀ ପତ୍ର ମାଙ୍କୁ ଅର୍ପଣ କରନ୍ତୁ ନାହିଁ ।
୩. ଦୁଭ :
ଆପଣ ମାନେ ସମସ୍ତେ ଏହି କଥା ଜାଣିଛନ୍ତି ଯେ ଦୁଭ ବହୁତ ଶୁଭ ହୋଇଥାଏ ଏହା ସବୁ ପୂଜାରେ ବ୍ୟବହାର ହୋଇଥାଏ କିନ୍ତୁ ଶାସ୍ତ୍ର ଅନୁଯାଇ ନବରାତ୍ରିରେ ଏହାକୁ ପୂଜା କରିବା ବର୍ଜିତ ଅଟେ ମାତା ଦୂର୍ଗାଙ୍କୁ ଦୁଭ ପସନ୍ଦ ନୁହ ।
୪. ଲବଙ୍ଗ :
ଲବଙ୍ଗ ମାତା ଦୂର୍ଗାଙ୍କୁ ବହୁତ ପସନ୍ଦ ହୋଇଥାଏ ସେଥିପାଇଁ ଏହାକୁ ଅର୍ପଣ କରିବା ବେଳେ ବିଶେଷ ଧ୍ୟାନ ରଖିବା ଉଚିତ କାହିଁକିନା ଏହା ଭଙ୍ଗା ହେଲେ ବା ଲବଙ୍ଗ ଫୁଲ ନଥିଲେ ବହୁତ ଅସୁବିଧା ମଧ୍ୟ ହୋଇଥାଏ । ତେବେ ଅର୍ପଣ କରିଥିବା ବ୍ୟକ୍ତି ଜୀବନରେ ଦୁଃଖ ଆସିଥାଏ ସେଥିପାଇଁ ଧ୍ୟାନ ପୂର୍ବକ କାମ କରିବା ଉଚିତ ।