କାଲି ସକାଳୁ ଏହି ରାଶିର ହଟାତ ଚମକି ଉଠିବ ଭାଗ୍ୟ, ମିଳିବ ବଡ ଖୁସି ଖବର

୧୩ ତାରିଖରୁ ଚୈତ୍ର ନବରାତ୍ରି ଆରମ୍ଭ ହୋଇ ଯାଇଛି ଏହି ଦିନ ଠାରୁ ୯ ଦିନ ପର୍ଯ୍ୟନ୍ତ ମାତା ଦୂର୍ଗାଙ୍କ ଅଲଗା ଅଲଗା ରୂପର ପୂଜା କରା ଯାଇଥାଏ, ଏହି ସମୟରେ ଯେଉଁ ଲୋକଙ୍କ ମାନସିକ ହୋଇଥାଏ ବା ଯିଏ ମାତାଙ୍କ କଳସ ବସେଇବା ପାଇଁ ଇଛା କରିଥାନ୍ତି ତାଙ୍କୁ ମାତାଙ୍କ ଆଶୀର୍ବାଦ ମିଳିଥାଏ । ତେବେ ନବରାତ୍ରିରେ ଅଖଣ୍ଡ ଦୀପ ପ୍ରଜ୍ଵଳିତ କରିବା ଆବଶ୍ୟକ ହୋଇଥାଏ ଏହି ଦୀପ ୯ ଦିନ ପର୍ଯ୍ୟନ୍ତ ଯେମିତି କେବେ ଲିଭିବ ନାହିଁ ତାହା ଉପରେ ମଧ୍ୟ ଧ୍ୟାନ ଦବା ଉଚିତ ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ରାଶିଙ୍କ ବିଷୟରେ କହିବାକୁ ଯାଉଛୁ ଯାହା ଜୀବନ ଆଜି ଠାରୁ ପରିବର୍ତନ ହୋଇଯିବ ।

ତୁଳା ରାଶି :

ଏହି ରାଶି ଲୋକଙ୍କ ଜୀବନରେ ବହୁତ ଖୁସି ଆସିବାକୁ ଯାଉଛି ଆପଣ ନିଜ ମନ ଅନୁଯାଇ କାର୍ଯ୍ୟ କରି ପାରିବେ ଆପଣଙ୍କୁ ସଫଳତା ହାସଲ ହବ । ଆପଣଙ୍କ ପରିବାରରେ ଲାଗି ରହିଥିବା ସବୁ କଷ୍ଟ ଦୂରେଇଯିବ ଆପଣ ସ୍ଵତନ୍ତ୍ର ହୋଇ କିଛି ବି ମନ ଇଛା କାର୍ଯ୍ୟ କରି ପାରିବେ । ଏହି ଜାତକ ଲୋକଙ୍କ ମାନସିକ ଭାବ ବଦଳିବାକୁ ଯାଉଛି ।

ମେଷ ରାଶି :

ଏହି ରାଶି ଲୋକଙ୍କ ସମାଜରେ ସମ୍ମାନ ବଢିବାକୁ ଯାଉଛି ଆପଣ ନିଜ ଇଛା ପ୍ରକାଶ କଲେ ଆପଣଙ୍କୁ ଲାଭ ମିଳିବ ଆପଣ ମଧ୍ୟ ନିଜ ଜୀବନରେ ବହୁତ କିଛି ହରେଇଛନ୍ତି କିନ୍ତୁ ବର୍ତମାନ ପାଇବା ସମୟ ଆସିଛି ଆପଣ ବହୁତ କିଛି ଲାଭ ପାଇବେ ।

ମିଥୁନ ରାଶି :

ଏହି ରାଶି ଲୋକ ବହୁତ ଶାନ୍ତ ସରଲ ହୋଇଥାନ୍ତି ତେବେ ଆପଣଙ୍କୁ ବ୍ୟବସାରେ ବହୁତ ଭଲ ଲାଭ ହବାକୁ ଯାଉଛି ଆପଣ ନିଜ ଜୀବନରେ ଯଦି କିଛି ନୂଆ ଆରମ୍ଭ କରିବାକୁ ଇଛା କରିଛନ୍ତି ତେବେ ତାହା ପୂର୍ଣ କରନ୍ତୁ ଏବେ ଭଲ ସମୟ ଆସିଛି ।

କନ୍ୟା ରାଶି :

ଏହି ରାଶି ଜାତକଙ୍କ ସମୟ ବହୁତ ଖରାପ ଚାଲିଥିଲା ମାତା ଦୂର୍ଗାଙ୍କ କୃପାରୁ ଏହି ଜାତକ ଲୋକେ ବହୁତ ଭଲ କାମ କରିବେ ଆଉ ନିଜ କାମ ପାଇଁ ପ୍ରମୋଶନ ମଧ୍ୟ ପାଇବେ ଏହା ଛଡା ପ୍ରୟାସ ଜାରି ରଖନ୍ତୁ ଆପଣଙ୍କୁ ଭଲ କାମ ମଧ୍ୟ ମିଳି ଯାଇ ପାରେ ।

ସିଂହ ରାଶି :

ଏହି ରାଶି ଲୋକ କାହାକୁ କିଛି କହିବେ ନାହିଁ କିନ୍ତୁ ତାଙ୍କ ମନ ଆଶା ବହୁତ ଶୀଘ୍ର ପୂର୍ଣ ହବାକୁ ଯାଉଛି ଆପଣ ଯାହା ମାତାଙ୍କୁ ମାଗିଥିଲେ ତାହା ଏବେ ପୂର୍ଣ ହବ । କିଛି ଲୋକଙ୍କ ସନ୍ତାନ ସୁଖ ମଧ୍ୟ ପ୍ରାପ୍ତ ହବ ଜୀବନରେ ଯେତେ କଷ୍ଟ କରିବାର ଥିଲା ସବୁ ସାରିଲା ଏବେ ସୁଖ ସମୟ ଆସିଛି ।

Leave a Reply

Your email address will not be published. Required fields are marked *