ଚୈତ୍ର ନବରାତ୍ରି ରେ ଘରକୁ ନେଇ ଆସନ୍ତୁ ଏହି 1 ଜିନିଷ ରୋଡପତି ରୁ ହୋଇଯିବେ କାରୋଡପତି

ବନ୍ଧୁଗଣ, ଚୈତ୍ର ମାସର ଶୁକ୍ଲ ପକ୍ଷର ପ୍ରତିପ୍ରଦା ତିଥିରୁ ହିନ୍ଧୁ ନବବର୍ଷ ର ଶୁଭାରମ୍ଭ ହେଇଯାଇଛି । ୧୩ ଏପ୍ରିଲ ୨୦୨୧ ରେ ହିନ୍ଧୁ ନବବର୍ଷ ର ଆରମ୍ଭ ହେଇଯାଇଛି । ଏହି ଦିନକୁ ଆମ୍ଭ ହିନ୍ଧୁ ଧର୍ମ ଅନୁସାରେ ବହୁତ ମହତ୍ଵ ଦିଆ ଯାଇଅଛି । ବନ୍ଧୁଗଣ ଏହି ଦିନ କିଛି ବସ୍ତୁ ରହିଅଛି ଯାହାକୁ ଗୃହକୁ ଆଣିବା ଦ୍ଵାରା ବାସଗୃହ ତଥା ପରିବାର ପାଇଁ ବହୁତ ଶୁଭ ହୋଇଥାଏ । ବନ୍ଧୁଗଣ ଆଜି ଆମ୍ଭେ ଆପଣଙ୍କୁ ହିନ୍ଦୁ ନବବର୍ଷ ର ମହତ୍ଵ ଏବଂ ଏହିଦିନ ଘରକଲୁ କେଉଁ ଜିନିଷ ଆଣିଲେ ଆପଣ ମାନଙ୍କୁ ଏଇଶ୍ଵର୍ଜ୍ୟ ପ୍ରାପ୍ତ ହେବ ଆସନ୍ତୁ ଜାଣିବା ।

ବନ୍ଧୁଗଣ ଶାସ୍ତ୍ର ଅନୁସାରେ ଏହିଦିନ ଭଗବାନ ବ୍ରହ୍ମା ସୃଷ୍ଟି ର ନିର୍ମାଣ କରିଥିଲେ । ଏହିଦିନ ବ୍ରହ୍ମାଦେବ ଏବଂ ତାଙ୍କ ଦ୍ଵାରା ନିର୍ମିତ ସୃଷ୍ଟି ର ପ୍ରମୁଖ ଦେବୀ ଦେବତା, ରାକ୍ଷାସ, ଗନ୍ଧର୍ବ, ଋଷିମୁନି, ନଦୀ, ପର୍ବତ୍ତ, ପଶୁପକ୍ଷୀ, କୀଟପତଙ୍ଗ, ତଥା ରୋଗ ଏବଂ ତାହାର ଉପଚାର କୁ ମଧ୍ୟ ପୂଜା କରାଯାଇଥାଏ । ଏହିଦିନ ଠାରୁ ନୂତ୍ତନ ସମୟ ସୀମା ର ଶୁଭାରମ୍ଭ ହୋଇଥାଏ ।

ବନ୍ଧୁଗଣ ଚୈତ୍ର ପୂର୍ଣ୍ଣିମା ଏଭଳି ଏକ ମାସ ଅଟେ ଯେଉଁଥିରେ, ବୃକ୍ଷ ତଥା ଲତା ଗୁଡିକ ପଲ୍ଲବିତ ତଥା ପୁଷ୍ପିତ ହୋଇଥାଏ । ଶୁକ୍ଲ ପ୍ରତିପଦା ର ଦିନ ଚନ୍ଦ୍ରମା ର କଳା ର ପ୍ରଥମ ଦିନ ମାନାଯାଏ । ଜୀବନର ମୁଖ୍ୟ ଆଧାର ବନସ୍ପତି ଙ୍କୁ ସୋମରସ ଚନ୍ଦ୍ରମା ହିଁ ପ୍ରଦାନ କରିଥାଏ । ଏଥିପାଇଁ ଏହି ଦିନକୁ ବର୍ଷ ଆରମ୍ଭ ବୋଲି ମାନଯାଇଥାଏ । ଆସନ୍ତୁ ଏବେ ଜାଣିବା ଏହି ଶୁଭଦିନ ରେ କଣ କଣ କରିବା ଆବଶ୍ୟକ ।

୧- ବନ୍ଧୁଗଣ ଯେଉଁଭଳି ଦୀପାବଳି ପୂର୍ବରୁ ଘରକୁ ସଫା ସୁତାର କରାଯାଏ , ସେହିଭଳି ଚୈତ୍ର ନବରାତ୍ର ପୂଜା ଆରମ୍ଭରୁ ଘରକୁ ସଫା ସୁତରା କରି ରଖନ୍ତୁ । ଏହିଦିନ ଯଦି ଆପଣ ଜଳରେ ଗଙ୍ଗାଜଳ ଅଥବା ଲୁଣ ମିଶାଇ ଘର ସଫା କରନ୍ତି ତେବେ, ଘରର ସମସ୍ତ ନକାରାତ୍ମକତା କ୍ଷୟ ହୋଇଥାଏ ।

୨- ବନ୍ଧୁଗଣ ହିନ୍ଧୁ ଧର୍ମ ରେ ସ୍ଵାସ୍ତିକ ଚିହ୍ନ ର ବହୁତ ମହତ୍ଵ ଏଅହିଅଛି । ଏଥିପାଇଁ ନବବର୍ଷ ର ଅବସରରେ ନିଜ ଦ୍ଵାର ରେ ସ୍ଵାସ୍ତିକ ର ଚିହ୍ନ ନିଶ୍ଚିତ ବନାନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କ ଘରେ ସୁଖ ଶାନ୍ତି ବନି ରହିବ ।

୩- ନବରାତ୍ରି ର ଅବସରରେ, ଗଣେଶ ଭଗବାନ ଙ୍କ ପୂଜା କରିବା ଅତ୍ୟନ୍ତ ଆବଶ୍ୟକ ଅଟେ । ନୂତନ ବର୍ଷ ଆରମ୍ଭରେ ଯଦି ଆମ୍ଭେ ଭଗବାନ ଗଣେଶଙ୍କର ପୂଜା କରିବା ତେବେ ଆମ୍ଭକୁ ବହୁତ ଶୁଭଫଳ ପ୍ରାପ୍ତି ହେବ ।

୪- ବନ୍ଧୁଗଣ ଯଦି ଆପଣ ଚାହୁଞ୍ଚନ୍ତି ଯେ, ପୁରା ବର୍ଷରେ ଆପଣଙ୍କ ବୈବାହିକ ଜୀବନରେ କୌଣସି ପ୍ରକାରର ବାଧା ବିଘ୍ନ ନ ଆସୁ ତେବେ ଆପଣ ନବବର୍ଷ ର ଅବସରରେ ଘରେ ଲକ୍ଷ୍ମୀ ନାରାୟଣଙ୍କ ମୂର୍ତ୍ତି ପ୍ରତିମା ସ୍ଥାପିତ କରନ୍ତୁ । ଏହା ସହିତ ଲକ୍ଷ୍ମୀ ନାରାୟଣଙ୍କ ପୂଜା କରନ୍ତୁ । ଏହା ସହିତ ପଦ୍ମ ଫୁଲ ଭଗବାନଙ୍କୁ ଅର୍ପଣ କରନ୍ତୁ । ଏଭଳି କରିବା ଦ୍ଵାରା ଉଭୟ ସ୍ଵାମୀ-ସ୍ତ୍ରୀ ଙ୍କ ମଧ୍ୟରେ ପ୍ରେମ ସର୍ବଦା ବନି ରହିବ । ବନ୍ଧୁଗଣ ଏହି ଉପାୟ ମାନ ଚୈତ୍ର ନବରାତ୍ରି ରେ କରନ୍ତୁ, ଆପଣଙ୍କୁ ଏହି ବିବରଣୀ ଟି ଯଦି ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *