ବାଛନ୍ତୁ ଗୋଟେ ମୁଦି ଆଉ ଜାଣନ୍ତୁ ନିଜ ଜୀବନର କିଛି ସତ୍ୟ

ପ୍ରତ୍ୟେକ ବ୍ୟକ୍ତି ନିଜ ଭବିଷ୍ୟତ ବିଷୟରେ ଜାଣିବାକୁ ଚାହିଁଥାଏ । ନିଜ ଜୀବନରେ ଆମେ କିପରି ରହୁଛେ ଓ କିପରି ଲୋକଙ୍କ ସହ ଆମେ ରହିବାକୁ ପସନ୍ଦ କରୁଛେ ଏହି ସବୁ କଥା ଆମ ଚିନ୍ତାଧାରା ଉପରେ ନିର୍ଭର କରୁଥାଏ । ଆଜି ଆମେ ଆପଣଙ୍କୁ ଏହି ୩ଟି ରିଙ୍ଗ(ମୁଦି) ଆଧାର ରେ କହିବୁ କି ଆପଣଙ୍କ ଜୀବନ ସହ ଜଡିତ କେଉଁ ଖାସ କଥା ରହିଛି ଆପଣଙ୍କ ଭାଗ୍ୟରେ । ଏହି ୩ଟି ରିଙ୍ଗ(ମୁଦି) ଭିତରୁ ଗୋଟେ କୁ ବାଛନ୍ତୁ ଯାହା ଦ୍ଵାରା ଆମେ ଆପଣଙ୍କୁ ଆପଣଙ୍କ ସ୍ଵଭାବ ଓ ଆପଣଙ୍କ ବିଷୟରେ କିଛି ଖାସ କଥା କହିବୁ ।

୧) ଯଦି ଆପଣ ପ୍ରଥମ ରିଙ୍ଗ(ମୁଦି) ଟିକୁ ପସନ୍ଦ କରିଛନ୍ତି ତେବେ ଆପଣ ଏକ ସ୍ଵତନ୍ତ୍ର ପ୍ରିୟ ମନ୍ୟୁଷ ଅଟନ୍ତି । ଆପଣଙ୍କୁ କାହା ତଳେ(ଅଣ୍ଡର) କାମ କରିବାକୁ ପସନ୍ଦ ନଥାଏ । ଆପଣ ବହୁତ ମନମଉଜି ହୋଇଥାନ୍ତି । ଆପଣ ଆପଣଙ୍କ ଜୀବନର ସବୁ ନିଷ୍ପତି ବହୁତ ଭାବି ଚିନ୍ତି ନେଇଥାନ୍ତି । କିନ୍ତୁ କେତେ ଥର ଆପଣ ବହୁତ ତରତର ରେ କୌଣସି ନିଷ୍ପତି ରେ ପହଞ୍ଚିବା ପାଇଁ ବହୁତ ସମୟ ନେଇଯାଇଥାନ୍ତି । ଆପଣଙ୍କ କଥା ହେବ ଶୈଳୀ ଲୋକଙ୍କୁ ଆକର୍ଷିତ କରିଥାଏ । ଏବଂ ଆପଣ ଆପଣଙ୍କ କଥା ଦ୍ଵାରା କାହାକୁ ବି ନିଜ ପ୍ରଥମ ଦେଖା ରେ ନିଜର କରି ଦେଇଥାନ୍ତି ।

୨) ଯଦି ଆପଣ ଦ୍ଵିତୀୟ ରିଙ୍ଗ ଟିକୁ ବାଛିଛନ୍ତି ତେବେ ଆପଣ ଅନେକ ବ୍ୟକ୍ତି ଙ୍କ ମଧ୍ୟରୁ ଏକ ହୋଇଥାନ୍ତି ଯିଏ ଅଲଗା ରହିବାକୁ ପସନ୍ଦ କରିଥାନ୍ତି । ଆପଣ ସର୍ବଦା ନିଜ ଭିତରେ ହିଁ ରହିଥାନ୍ତି । ଆଉ କାହା ଲାଇଫ ରେ ବିନା କାରଣରେ ପଡି ନଥାନ୍ତି । ଆପଣ ସବୁବେଳେ ନିଜ କାମ ରେ ରହିବାକୁ ପସନ୍ଦ କରିଥାନ୍ତି । ଚୁଗୁଲି କରିବା ଆପଣଙ୍କୁ ଜମା ବି ପସନ୍ଦ ହୋଇନଥାଏ । ଆପଣଙ୍କ ହୃଦୟ ବହୁତ ବଡ ହୋଇଥାଏ ଓ ଅନ୍ୟ ର ସାହାଯ୍ୟ ପାଇଁ ଆପଣ ସର୍ବଦା ଆଗରେ ଥାଆନ୍ତି । ଆପଣଙ୍କ ସ୍ଵଭାବ କାରଣରୁ ଆପଣଙ୍କୁ ସମସ୍ତେ ଗର୍ବୀ ବୋଲି ଭାବିଥାନ୍ତି । ଆପଣ ବହୁତ ଉଦାର ହୃଦୟ ର ହୋଇଥାନ୍ତି ।

୩) ଯଦି ଆପଣ ତୃତୀୟ ଋଂ ଟିକୁ ବାଛିଛନ୍ତି ତେବେ ଆପଣଙ୍କୁ ଦୋଗଲା ମଣିଷ ଆଦୌ ପସନ୍ଦ ନୁହନ୍ତି । ଯାହାର ମୁହଁରେ ଗୋଟେ କଥା ଓ ମନ ରେ ଗୋଟେ କଥା ଥାଏ । ଯାହା ଆପଣଙ୍କ ହୃଦୟରେ ଥାଏ ତାହା ଆପଣଙ୍କ ମୁହଁ ରେ ମଧ୍ୟ ଥାଏ । ଆପଣ ସର୍ବଦା ସତ କହିବାକୁ ପସନ୍ଦ କରିଥାନ୍ତି । କେବେ କେବେ ଏହି ସ୍ଵଭାବ ଆପଣଙ୍କ ସାଙ୍ଗ ଓ ପରିବାର ଲୋକଙ୍କୁ ପସନ୍ଦ ଆସିନଥାଏ । ଏହି କଥା ତାଙ୍କୁ କେମିତି ଲାଗିବା ଏହା ଭାବିବା ପୂର୍ବରୁ ଆପଣ କହିଦେଇଥାନ୍ତି । କିନ୍ତୁ ଆପଣଙ୍କୁ ପସନ୍ଦ କରୁଥିବା ଲୋକଙ୍କ ସଂଖ୍ୟା ଅଧିକ ରହିଥାଏ । ଅନ୍ୟଠୁ ସାହାଯ୍ୟ ମାଗିବା ଆପଣଙ୍କୁ ପସନ୍ଦ ନଥାଏ ।

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *