ହୃଦୟରୁ ବାଛନ୍ତୁ କୌଣସି ଏକ ଫୋଟୋ ଓ ଜାଣନ୍ତୁ କିଏ ଥିଲେ ଆପଣଙ୍କ ପୂର୍ବ ଜନ୍ମରେ ଆପଣଙ୍କ ସାଥି- Love Quiz

ସମସ୍ତେ ଜଣାଇବାକୁ ଇଚ୍ଛା ରଖିଥାନ୍ତି କି କିଏ ପୂର୍ବଜନ୍ମରେ ତାଙ୍କ ସାଥିଥିଲେ । ତେବେ ସେହି ପ୍ରାଶନର ଉତ୍ତର ନେଇ ଆଜି ଆମେ ଆପଣଙ୍କ ପାଖରେ ଉପସ୍ଥାପନା କରୁଛୁ ଏହି ପୋଷ୍ଟଟି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ 3ଟି କାର୍ଡର ଚିତ୍ର ନେଇ ଆସିଛୁ । ଏଥିରୁ ଆପଣଙ୍କୁ ଯେ କୌଣସି ଗୋଟିଏ କାର୍ଡ ଚୟନ କରିବାକୁ ହେବ । ଏଥିରୁ ଆପଣ ଜାଣିପାରିବେ ପୂର୍ବ ଜନ୍ମରେ ଆପଣଙ୍କର ସାଥି କିଏ ରହିଥିଲେ । ତେବେ ଆସନ୍ତୁ ଆରମ୍ଭ କରିବା ।

୧- ପ୍ରଥମ କାର୍ଡ ଚୟନ କରିଥିଲେ ତେବେ ଏବେ ଆପଣ ଯାହା ସହ ସମ୍ପର୍କରେ ଅଛନ୍ତି ବା ଯାହା ସହ ଆପଣଙ୍କୁ ଖୁସି ଅନୁଭବ ହେଉଛି ବା ଯାହାକୁ ଦେଖିଲେ ତାଙ୍କୁ ଦେଖିବା ବାରମ୍ବାର ଇଚ୍ଛା ହେଉଛି ବା ସେହି ମଣିଷ ସବୁବେଳେ ଦେଖା ଯାଉଛି ତାଙ୍କର କେୟାର ନେବା, କଥା ହେବା, ସମୟ ବ୍ଯତୀତ କରିବା ବା ତାଙ୍କୁ ଦେଖିଲେ ଆପଣଙ୍କର ମୁଣ୍ଡ କାମ କରୁ ନାହି ତେବେ ହୋଇପାରେ ସେହି ମଣିଷ ପୂର୍ବ ଜନ୍ମର ସାଥି ହୋଇପାରେ ।

ସେହି ସାଥି ଆପଣଙ୍କ ବନ୍ଧୁ ବା ଜୀବନ ସାଥି ହୋଇପାରନ୍ତି । ତାଙ୍କ ପ୍ରତି ଆପଣଙ୍କର ଆକର୍ଷଣ ଦିନକୁ ଦିନ ବଢିବା ସହ ସବୁ ସମସ୍ଯା ଭୁଲି ଯାଇଥାନ୍ତି । ଏମିତି ଅନୁଭବ ଆସିଥାଏ ଯାହା ଆପଣଙ୍କୁ ତା ସହ ଯୋଡିକି ରଖିଥାଏ । ଆପଣ ଚାହାନ୍ତି ତାଙ୍କ ପାଇଁ ଆପଣ ଯାହା କରିବେ ସେଥିରେ ସେ ଆପଣଙ୍କୁ ମହତ୍ଵ ଦିଅନ୍ତୁ ।

 

୨- ଦ୍ଵିତୟ କାର୍ଡ ଚୟନ କରିଥିଲେ ଆପଣଙ୍କୁ ପ୍ରତକେ ସମୟରେ ଧୋକା ମିଳିଥାଏ । ଯେଉଁଠି ଭରସା କରୁଛନ୍ତି ସେଠାରେ ବିଶ୍ଵାସ ଭଙ୍ଗ ହେଉଛି । ଏବେ ଭୟ ଲାଗୁଛି ପ୍ରେମ ବା ବିବାହ କରିବାରେ । ଏମିତି ଲାଗୁଛି ବିବାହ କରିବେ କି ନାହି ବା ପ୍ରେମ କରିବେ କି ନାହି । ଆପଣ ଯାହା ସହ ସମ୍ପର୍କରେ ଆସୁଛନ୍ତି ସେ ଆପଣଙ୍କୁ ବୁଝିପାରୁ ନାହାନ୍ତି ବା ଭୁଲ ବୁଝାମଣା ଦେଖାଯାଉଛି ।

ଯାହା ସହ ଆପଣଙ୍କର ଏହି ସବୁ ଜିନିଷ ଘଟୁଛି ତେବେ ଆପଣଙ୍କୁ ବୁଝିବାକୁ ହେବ ପୂର୍ବ ଜନ୍ମରେ ଆପଣ ନିଜ ସାଥିଙ୍କ ସହ ଏମିତି କରିଛନ୍ତି । ଆପଣଙ୍କ ଦ୍ଵାରା ପୂର୍ବ ଜନ୍ମରେ କାହାକୁ ଏମିତି ହଇରାଣ କରିଛନ୍ତି ଯାହା ପାଇଁ ଏହି ଜନ୍ମରେ ସେ ସବୁର ସାମ୍ନା କରିବାକୁ ପଡୁଛି । ଯଦି ଆପଣଙ୍କ ସାଥି ଆପଣଙ୍କୁ ବୁଝୁ ନାହାନ୍ତି ତେବେ ତାଙ୍କୁ ସେମିତି ଛାଡି ଦିଅନ୍ତୁ । ଆପଣ ଯେତେ ତାଙ୍କୁ ଅଣଦେଖା କରିବେ ସେତେ ସେ ଆପଣଙ୍କର ନିକଟତର ହେବେ ।

୩- ତୃତୀୟ କାର୍ଡ ଚୟନ କରିଥିଲେ ଆପଣ ଏମିତି ଏକ ମଣିଷ କାହା ଉପରେ ବି ନିଜର ହୃଦୟ ଦେଇଥାନ୍ତି । ଅନେକ ଲୋକଙ୍କ ସହ ଆପଣଙ୍କର ଭଲ ପାଇବା ରହିଛି । ଆପଣଙ୍କର ବ୍ୟବହାର ପାଇଁ ଏହି ଜନ୍ମରେ ସମସ୍ଯା ହେଉଛି । ଆପଣ ଯାହାକୁ ଯେଉଁଠି ଦେଖିଥାନ୍ତି ତା ଉପରେ ଫିଦା ହୋଇଥାନ୍ତି । କିଛି ଲୋକଙ୍କୁ ଦେଖି ଆପଣ ରାଗି ଯାଇଥାନ୍ତି ଯାହାଙ୍କ ସହ ଆପଣଙ୍କର ପୂର୍ବ ଜନ୍ମରେ ସମ୍ପର୍କ ରହିଥିଲା ।

ପୂର୍ବ ଜନ୍ମରେ ଅପାନଙ୍କର ତାଙ୍କ ସହ ଝଗଡା ହେଉଥିଲା ଯାହା ପାଇଁ ତାଙ୍କୁ ଦେଖି ଆପଣ ରାଗି ଯାଉଛନ୍ତି । ଆପଣଙ୍କର ଯାହାଙ୍କ ସହ ପ୍ରେମ ସମ୍ପର୍କ ରହିଛି ତେବେ ପୂର୍ବ ଜନ୍ମରେ ତାଙ୍କ ସହ ଆପଣଙ୍କର ଗଭୀର ସମ୍ପର୍କ ରହିଥିଲା । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *