ପୁଣି ଚମକିଲେ Ranu Mandal, ସୋସିଆଲ ମିଡିଆରେ ଭାଇରାଲ ହେଉଛି Ranu ଗାଇଥିବା ଏହି ନୂଆ ଗୀତ… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆପଣ ମାନେ ରାନୁ ମଣ୍ଡଳ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ଦିନେ ଯିଏ ଷ୍ଟେସନରେ ବସି ଭିକ ମାଗି ଚାଲୁଥିଲେ ସେ ଷ୍ଟାର କେମିତି ହେଲେ ତାହା ଆପଣ ମାନେ ଖୁବ ଭଲ ଭାବେ ଜାଣିଥିବେ । ରାନୁ ମଣ୍ଡଳ ଙ୍କୁ ପ୍ରଥମ ଥର ପାଇଁ ଗୀତ ଗାଇବାକୁ ସୁଯୋଗ ଦେଇଥିଲେ ବଲିଉଶ ଶିଂଗର ହିମେଶ ରେଶମୀୟା । ଏହା ପରେ ରାନୁ ମଣ୍ଡଳ ଏମିତି ଚର୍ଚ୍ଚା କୁ ଆସିଲେ ତାଙ୍କର ଲାଇଫ ଷ୍ଟାଇଲ ଠାରୁ ଆରମ୍ଭ କରି ତାଙ୍କ ଦୁନିଆ ହିଁ ବଦଳି ଯାଇଥିଲା । କିନ୍ତୁ ପରେ ସେ ପୁଣି ତାଙ୍କର ପୂର୍ବ ଅବସ୍ଥାକୁ ଫେରି ଯାଇଥିଲେ । ଆଉ ସୋସିଆଲ ମିଡିଆରେ ବିଭିନ୍ନ ଢଙ୍ଗରେ ଭିଡିଓ କରି ପୋଷ୍ଟ କରି ଚର୍ଚ୍ଚା କୁ ଆସିବା ପାଇଁ ।

ଆପଣ ମାନେ ମଧ୍ୟ ରାନୁ ମଣ୍ଡଳ ଙ୍କ ଅନେକ ଭିଡିଓ ସୋସିଆଲ ମିଡିଆରେ ନିଶ୍ଚିନ୍ତ ଭେବ ଦେଖିଥିବେ । ତେବେ ବର୍ତ୍ତମାନର ବଡ ଖବର ହେଉଛି ବାଙ୍ଗାଲଦେଶ ସୁପରଷ୍ଟାର ଙ୍କ ସହ ଗୀତ ଗାଇଲେ ରାନୁ ମଣ୍ଡଳ । ରାନୁ ମଣ୍ଡଳ ହିରୋ ଆଲାମଙ୍କ ଭିଡିଓ ଏବେ ହେଉଛି ଭାଇରାଳ । ଉଭୟ ମିଶି ଗାଇଲେ ରୋମାଣ୍ଟିକ ଗୀତ । ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଲେ ଶିଂଗର ରାନୁ ମଣ୍ଡଳ ।

ଏଥର ତାଙ୍କର ନୂଆ ଗୀତ ପାଇଁ ଚର୍ଚ୍ଚା କୁ ଆସିଛନ୍ତି ରାନୁ । ସୂଚନା ଅନୁଯାୟୀ ବାଙ୍ଗାଲଦେଶ ସୁପର ସ୍ତର ହିରୋ ଆଲାମ ଙ୍କ ସହ ଏକ ଗୀତ ଗାଇଛନ୍ତି ରାନୁ ମଣ୍ଡଳ ଯାହା ସମସ୍ତଙ୍କୁ ଚକିତ କରି ଦେଇଛି । ଏହି ଗୀତ ର ରେକର୍ଡିଙ୍ଗ ବେଳର କିଛି ମିନିଟ ର ଭିଡିଓ ହିରୋ ଆଲାମ ନିଜର ସୋସିଆଲ ଆକାଉଣ୍ଟ ରେ ସେୟାର କରିଛନ୍ତି । ଗୀତ ଟି ହେଉଛି ତୁମୀ ଚଡଡା ଆମି ଏବ ଖୁବ ଭାଇରାଲ ହେଉଛି ।

ଏହି ଗୀତ କୁ ଏବେ ୩ ଲକ୍ଷ ରୁ ଅଧିକ ଲୋକ ମାନେ ଦେଖି ସାରିଲେଣି । ଏହା ସହ ହିରୋ ଆଲାମ ଙ୍କ ସହ ୨ଟି ଚଳଚିତ୍ର ରେ ରାନୁ ମଣ୍ଡଳ କଣ୍ଠ ଦାନ କରିବେ ବୋଲି ଜଣା ପଡିଛି । ସୂଚନା ଅନୁଯାୟୀ ରାନୁ ମଣ୍ଡଳ ୨୦୧୯ ମସିହାରେ ପ୍ୟାରା କି ନଗମା ଗୀତ ଗାଇ ପ୍ରଥମ ଥର ପାଇଁ ଚର୍ଚ୍ଚା କୁ ଆସିଥିଲେ ।

ପରେ ସଂଗୀତା ନିର୍ଦେଶକ ହିମେଶ ରେଶମୀୟା ଙ୍କ ସହ ଏକ ଗୀତ ଗାଇଥିଲେ ମଧ୍ୟ ରାନୁ ମଣ୍ଡଳ ଯାହା ଖୁବ ଚର୍ଚ୍ଚା ରେ ରହିଥିଲା । ଅନ୍ୟ ପକ୍ଷରେ ବାଙ୍ଗଲାଦେଶ ସୁପର ଷ୍ଟାର ହେଉଛନ୍ତି ହିରୋ ଆଲାମ ଯାହାଙ୍କର ବେଶ ଭଲ ଫ୍ୟାନ୍ସ ମାନେ ରହିଛନ୍ତି ।

ସୂଚନା ଅନୁଆଯାୟୀ ହିରୋ ଆଲାମଙ୍କର ଆଗାମୀ ଫିଲ୍ମ ନଭେମ୍ବର ୨୦ ରେ ରିଲିଜ ହେବାକୁ ଯାଉଛି । କଥା ରେ ଅଛି ସମୟ ବଦଳିଥାଏ । ଠିକ ସେହିପରି ରାନୁ ମଣ୍ଡଳଙ୍କ ଭାଗ୍ୟ ମଧ୍ୟ ସମୟ ଅନୁଯାୟୀ ଚମକିବାରେ ଲାଗିଛି । ତେବେ ଦେଖାଯାଏ ରାନୁ ମଣ୍ଡଳଙ୍କ ଏହି ପଦକ୍ଷେପ ତାଙ୍କୁ କେତେ ଆଗକୁ ନେଇ ଯାଉଛି । ବନ୍ଧୁଗଣ ଆପଣ ମାନଙ୍କୁ ରାନୁ ମଣ୍ଡଳ ଙ୍କ ଗୀତ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *