ବାଛନ୍ତୁ ଗୋଟିଏ ଇମୋଜି ଏବଂ ଜାଣନ୍ତୁ ସେ ଆପଣଙ୍କୁ କଣ ପାଇଁ ପସନ୍ଦ କରନ୍ତି- Love Quiz

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଛବି ମାଧ୍ୟମରେ ବ୍ୟକ୍ତିତ୍ବ ସମ୍ବନ୍ଧରେ ଜାଣିବା ମନୋବିଜ୍ଞାନ ର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ଅଟେ । ଏହା ବ୍ୟକ୍ତି ର ଭବିଷ୍ୟତ ସମ୍ବନ୍ଧରେ ବେଶୀ କିଛି କୁହନ୍ତି ନାହିଁ କିନ୍ତୁ ବ୍ୟକ୍ତିତ୍ବ ସମ୍ବନ୍ଧରେ ବହୁତ କିଛି କହିଥାନ୍ତି । ଯାହା ଆପଣଙ୍କୁ ସଫଳ ଭବିଷ୍ୟ ନିର୍ମାଣ କରିବାରେ ସହାୟକ ହୋଇଥାଏ । ବ୍ୟକ୍ତିତ୍ବ ସମ୍ବନ୍ଧରେ ଜାଣିବା ନିମନ୍ତେ ଯେତେବେଳେ ଛବି ର ସାହାଯ୍ୟ ନିଆ ଯାଇଥାଏ ସେତେବେଳେ ବିଭିନ୍ନ ପ୍ରକାର ରଙ୍ଗ ଥିବା ବସ୍ତୁ କୁ ନିଆଯାଇଥାଏ ଏବଂ ସେଥି ମଧ୍ୟରୁ କୌଣସି ଗୋଟିଏ ଆପଣଙ୍କ ମସ୍ତିଷ୍କ ରେ ଗଭୀର ଛାପ ପକାଇଥାଏ ଏବଂ ଆପଣ ତାହା ବାଛିଥାନ୍ତି ।

ଏହାଦ୍ବାରା ଆପଣଙ୍କ ମଧ୍ୟରେ ଥିବା ଭାବନା ସମ୍ବନ୍ଧରେ ସ୍ପଷ୍ଟ ରୂପରେ ଜଣା ପଡ଼ିଥାଏ । ସେହିପରି ଅନ୍ୟ ପକ୍ଷରେ କୌଣସି ଅଲଗା ଆକୃତି ଥିବା ଛବି ମଧ୍ୟ ନିଆ ଯାଇଥାଏ । ତାହାର ମହତ୍ତ୍ୱ ମଧ୍ୟ ସମାନ ଅଟେ ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କିଛି ଇମୋଜି ର ଛବି ଦେଖାଇବୁ ଏବଂ ଆପଣଙ୍କୁ ସେହି ଇମୋଜି ଗୁଡ଼ିକ ମଧ୍ୟରୁ ଯେ କୌଣସି ଗୋଟିଏ କୁ ବାଛିବାକୁ ପଡ଼ିବ । ଆପଣ ବାଛିଥିବା ଇମୋଜି ଅନୁସାରେ ଆମେ ଆପଣ ମାନଙ୍କ ବ୍ୟକ୍ତିତ୍ବ ତଥା ଆପଣଙ୍କ ପାର୍ଟନର ଆପଣଙ୍କୁ କଣ ପାଇଁ ପସନ୍ଦ କରନ୍ତି ସେହି ସମ୍ବନ୍ଧରେ କହିବୁ । ତେବେ କୌଣସି ଗୋଟିଏ ଇମୋଜି ବାଛନ୍ତୁ ।

୧. ବନ୍ଧୁଗଣ ପ୍ରଥମେ ଆସନ୍ତୁ ଜାଣିବା ଯେଉଁମାନେ ପ୍ରଥମ ଇମୋଜି କୁ ବାଛିଛନ୍ତି । ତେବେ ଯଦି ଆପଣ ପ୍ରଥମ ରେ ଥିବା ଇମୋଜି କୁ ବାଛିଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ପାର୍ଟନର ଆପଣଙ୍କ ଷ୍ଟାଇଲ ରେ ପ୍ରଭାବିତ ହୋଇଥାନ୍ତି ଏବଂ ଏହି କାରଣରୁ ଆପଣଙ୍କୁ ପସନ୍ଦ କରନ୍ତି ।

୨. ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ଯେଉଁମାନେ ଦ୍ଵିତୀୟ ଇମୋଜି କୁ ବାଛିଛନ୍ତି । ତେବେ ଯଦି ଆପଣ ଦ୍ଵିତୀୟ ରେ ଥିବା ଇମୋଜି କୁ ବାଛିଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ପାର୍ଟନର ଙ୍କୁ ଆପଣଙ୍କ ଆଖି ବହୁତ ପସନ୍ଦ ହୋଇଥାଏ । ସେହି କାରଣରୁ ସେ ଆପଣଙ୍କୁ ପସନ୍ଦ କରନ୍ତି ।

୩. ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ଯେଉଁମାନେ ତୃତୀୟ ରେ ଥିବା ଇମୋଜି ବାଛିଛନ୍ତି । ତେବେ ଯଦି ଆପଣ ତୃତୀୟ ରେ ଥିବା ଇମୋଜି ବାଛିଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ପାର୍ଟନର ଆପଣଙ୍କୁ ଏଥିପାଇଁ ପସନ୍ଦ କରନ୍ତି କାରଣ ଆପଣଙ୍କ ସ୍ମାର୍ଟନେସ୍ ତାଙ୍କୁ ବହୁତ ପସନ୍ଦ ।

୪. ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ଯେଉଁମାନେ ଚତୁର୍ଥ ରେ ଥିବା ଇମୋଜି କୁ ବାଛିଛନ୍ତି । ତେବେ ଯଦି ଆପଣ ଚତୁର୍ଥ ରେ ଥିବା ଇମୋଜି କୁ ବାଛିଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ପଜିଟିଭ ଥିଙ୍କିଙ୍ଗ ଏବଂ ଫ୍ରେଣ୍ଡଲୀ ନେଚର ପାଇଁ ଆପଣଙ୍କ ପାର୍ଟନର ଆପଣଙ୍କୁ ବହୁତ ପସନ୍ଦ କରନ୍ତି ।

Leave a Reply

Your email address will not be published. Required fields are marked *