୮୦ ଦଶକର ପ୍ରସିଦ୍ଧ ଶିଶୁ କଳାକାର ବେବି ଗୁଡୁ ଏବେ ଦେଖା ଯାଉଛନ୍ତି ଏତେ ହଟ ଓ ବୋଲ୍ଡ

ଆପଣ ମାନଙ୍କୁ ସେଇ କିଉଟ ଝିଅ ମନେତ ନିଶ୍ଚିତ ରୂପରେ  ଥିବ ।  ଯିଏ ତାଙ୍କର କଥା ଓ ଚୁଲବୁଲ କଥାରେ ସମସ୍ତଙ୍କୁ ସମସ୍ତଙ୍କୁ ଖୁସି କରି ଦେଉଥିଲା । ତାଙ୍କର ମାସୁମ ଓ କିଉଟ ନେସ ଲାଗି ଫିଲ୍ମ ହିଟ ହେଉଥିଲା । ସହିଦା ବେଗଙ୍କୁ ଲୋକ ଖାଲି ବେବି ଗୁଡୁ ନାମରେ ଜାଣିଥିଲେ । ବେବି ଗୁଡୁ ସମୁଦ୍ର, ଆଖିର କ୍ୟୁୟୁ, ଏହି ଫିଲ୍ମରେ ପ୍ରମୁଖ ଭୂମିକରେ ଅଭିନୟ କରିଥିଲେ । ଆଜି ଆମେ ଆପଣଙ୍କୁ ବେବି ଗୁଡୁଙ୍କ ରିଅଲ ଜୀବନ ବିଷୟରେ କହିବୁ ।

ଏବେ ସେ କେମିତି ଦେଖାଯାଉଛନ୍ତି ଓ କେଉଁଠି ରହିଛନ୍ତି ଏବଂ କଣ କରୁଛନ୍ତି । ସେ ଗୋଟେ ବାଲ କଳାକାର ରୂପରେ ତାଙ୍କର ଶେଷ ଫିଲ୍ମ ଘର ପରିବାର ଥିଲା । ୮୦ ଦଶକରେ ବହୁତ ଫିଲ୍ମରେ ଶିଶୁ କଳାକାର ଭୂକରେ ସେ ଅଭିନୟ କରୁଥିଲେ । ସେ ସେତେବେଳେ ସବୁଠୁ ପ୍ରସିଦ୍ଧ ବାଳ କଳାକାର ଥିଲେ । ତାଙ୍କର ଅବିନୟର ଶୈଳୀ ଏତେ ବଢିଆ ଥିଲାଜେ ସେଇ ସମୟରେ ସବୁ ଲୋକ ତାଙ୍କୁ ନେବାକୁ ଚାହୁଁ ଥିଲେ । ସେ ଯେଉଁ ଫିଲ୍ମରେ ଅଭିନୟ କରୁଥିଲେ ସେଇ ଫିଲ୍ମ ହିଟ ହୋଇଯାଉଥିଲା ।

ଏବେ ସେଇ ପ୍ୟାରି ବେବି ଗୁଡୁ ବଡ ହୋଇଗଲାଣି ।ଆଉ ସେ ନିଜ ଫ୍ଯାମିଲି ସହିତ ହସିଖୁସିରେ ରହିଛନ୍ତି । ଏହି ବେବି ଗୁଡୁଙ୍କ ଅଭିନୟ ଯଦି ବିଏଚଏଲ ଲାଗୁଥିଲା ଏହାକୁ ଲାଇକ ନିଶ୍ଚିନ୍ତ ଭାବରେ କରିବେ । ପାଖାପାଖି ୩ ବର୍ଷ ବୟସରେ ବେବି ଗୁଡୁ ହିନ୍ଦୀ ଫିଲ୍ମରେ କାମ କରିବା ଆରମ୍ଭ କରିଥିଲା । ଅଭିନେତ୍ରୀ କିରଣ ଯୁନେଜା ଗୁଡୁକୁ ବଲିଉଡକୁ ନେଇ ଆସିଥିଲେ । ଶିଶୁ କଳାକାର ଭାବେ ତାଙ୍କୁ ଅଭିନୟ କରିବାର ସୁଯୋଗ ଦେଇଥିଲେ ।

୧୯୮୪ ରେ ବେବି ଗୁଡୁରା ପ୍ରଥମ ଫିଲ୍ମ ଆସିଥିଲା ପାପ ଅର ପୂଣ୍ୟ, ପ୍ରଥମ ଫିଲ୍ମରେ ତାଙ୍କୁ ବହୁତ ପସନ୍ଦ କରଯାଇଥିଲା । ସେହି ସମୟରେ ଟୁଥପେଷ୍ଟ ଓ ସଫ୍ଟ ଡ୍ରିଂକ ବିଜ୍ଞାପନରେ ସେ କାମ କରିଥିଲେ । ଫିଲ୍ମ ଓ ବିଜ୍ଞାପନ ଦ୍ଵାରା ସେ ଘରେ ଘରେ ପରିଚିତ ହୋଇଥିଲେ ।  ବେବି ଗୁଡୁକୁ ବଲିଉଡର ତରକା ମାନେ ବହୁତ ଭଲ ପାଉଥିଲେ । ରାଜେସ ଖାନ୍ନା ଙ୍କୁ ବେବି ଗୁଡୁ ଏତେ ପସନ୍ଦ ଥିଲେ ଯେ ବେବି ପାଇଁ ଗୋଟିଏ ତେଲି ଫିଲ୍ମ ବନାଇ ଥିଲେ । ଫିଲ୍ମ ର ନାମ ଥିଲା ‘ଆଧା ଶଚ ଆଧା ଝୁଟ’,ଏଥିରେ ସେ ଲିଡରେ ଅଭିନୟ କରିଥିଲେ ।

ଆଜି ଯେବେ ସେହି ପୁରୁଣା ଫିଲ୍ମର ମନେ ପଡିଥାଏତ ବେବି ଗୁଡୁରା ସେହି ମାସୁମ ଚେହେରା ଆଖି ସାମ୍ନାକୁ ଆସିଯାଇଥାଏ । ବେବି ଗୁଡୁରା ଅସଲି ନାମ ସହିଦ ବେଗଦା କିନ୍ତୁ ସବୁ ଲୋକ ତାଙ୍କୁ ବେବି ଗୁଡୁ ନାମରେ ଜାଣିଥିଲେ । ପାଖାପାଖି ୩୨ ଫିଲ୍ମରେ ସେ କାମ କରିଛନ୍ତି ।  ୧୧ ବର୍ଷ ପରେ ସେ ଫିଲ୍ମରେ କାମ କରିବା ଛାଡି ଦେଇଥିଲେ । ତାପରେ ସେ ତାଙ୍କ ପଢାରେ ଅଧିକ ଧ୍ୟାନ ଦେଇଥିଲେ । ଏବେ ସେ ଦୁବାଇରେ ରହିଛନ୍ତି ଓ ସେ ଅମିରାତ ଏୟାର ଲାଇନ୍ସ ସହିତ କାମ କରୁଛନ୍ତି । ବେବି ର ଏବେ ବିବାହ ହୋଇସାରିଛି କିନ୍ତୁ ବଲିଉଡରେ ଯେଉଁ ପିଲା ଦିନ କଟିଛି ସେ ତାକୁ କେବେବି ଭୁଲି ପାରିବେ ନହିଁ ।

Leave a Reply

Your email address will not be published. Required fields are marked *