ମଜେଦାର ଜୋକ୍ସ: ଚୋର ଘଣ୍ଟେ ଧରି ପପୁ ବାପାକୁ ବାଡଉଥିଲା, ପପୁ ଦୌଡି ଦୌଡି ପୋଲିସ ଷ୍ଟେସନ ଗଲା ଓ ତା ପରେ….

ଜୀବନରେ ହସର ବହୁତ ଗୁରୁତ୍ଵପୂର୍ଣ ଭୂମିକା ରହିଛି । ହସିବ ଦ୍ଵାରା ଆମର ସବୁ ପ୍ରକାର ସମସ୍ୟାର ସମଧାନ ହୋଇଥାଏ ଯେମିତିକି ମାନସିକ ଚିନ୍ତା ଦୂର ହୋଇଥାଏ ଏହା ସହିତ ଶରୀର ସୁସ୍ଥ ରହିଥାଏ । ଖାଦ୍ଯ ପଦାର୍ଥ, ପାଣି ପବନ ଭଳି ଏହାରବି ବହୁତ ଆବଶ୍ୟକତା ରହିଛି । ସେଥିପାଇଁ ଆମେ ଆପଣଙ୍କ ପାଇଁ ଏହିଭଳି ମଜା କଥା ନେଇକି ଆସିଛୁ ଯାହାକୁ ପଢିଲେ ଆପଣ ଖୁସି ହେବା ସହିତ ବହୁତ ହସିଥାନ୍ତି ଏହାଦ୍ବାରା ଆପଣଙ୍କ ସ୍ଵାସ୍ଥ୍ୟକୁ ଭଲ ରଖିବାରେ ଗୁରୁତ୍ଵପୂର୍ଣ ଭୂମିକା ନିଭେଇଥାଏ । ଯଦି ଆମେ ପ୍ରତିଦିନ ହସିବାର ଅଭ୍ୟାସ କରିବା ତେବେ କୌଣସି ପ୍ରକାର ରୋଗ ହୋଇନଥାଏ । ଆସନ୍ତୁ ଆରମ୍ଭ କରିବା ହସି ବା ଓ ହସେଇବା ସିଲସିଲା ।

୧. ଜଣେ ମଣିଷ ର ସ୍ଵର୍ଗ ବାସ ହୋଇଗଲା ।

ସେହି ଲୋକର ସାଙ୍ଗ ତା ସ୍ତ୍ରୀ ପାଖକୁ ଯାଇ କହିଲା ” କଣ ମୁଁ ମୋ ସାଙ୍ଗ ଜାଗା ନେଇ ପାରିବି ”

ସ୍ତ୍ରୀ କହିଲା ମତେ କିଛି ଆପତି ନାହିନ ଆପଣ ମସାଣି ୱାଲା ସହ କଥା ହୋଇ ଯାନ୍ତୁ ।

୨. ମ-ଦ ବୋତଲ ଉପରେ ଲେଖା ହୋଇଥାଏ ହାନିକାରକ ତଥାପି ଲୋକ ହଜାର ଟଙ୍କା ଦେଇ ତାକୁ କିଣି ଥାନ୍ତି ଆଉ ସେବନ ମଧ୍ୟ କରିଥାନ୍ତି । ସେହି ଲୋକ ୫୩୫ ଟଙ୍କା କୋରୋନିଲ ଉପରେ ଗ୍ୟାରେଣ୍ଟି ମାଗୁଛନ୍ତି ।

୩. ଜଣେ ୮୨ ବର୍ଷ ବୁଢା ନିଜ ଜିନିଷ ସହ କଥା ହଉଥିଲା ।

ଆମେ ଏକା ସହ ଜନ୍ମ ହେଲୁ,

ଆମେ ଏକାଠି ବଡ ହେଲୁ,

ଆମେ ଏକାଠି ମଜା କଲୁ,

ତାହେଲେ ତୁ ମୋ ଆଗରୁ କଣ ପାଇଁ ମରି ଗଲୁ ।

୪. ସ୍ତ୍ରୀ – ସତ ସତ କୁହ ତମେ, କେତେ ଜଣଙ୍କ ସହ ସୋଇଛ ?

ସ୍ଵାମୀ – ତମ ଛଡା କାହା ସହ ବି ନୁହ ।

ସ୍ତ୍ରୀ – ମିଛ, ସତ ସତ କୁହ, ତମକୁ ମୋ ରାଣ ।

ସ୍ଵାମୀ – ସୋଇଛି ତମ ସହ, ଅନ୍ୟ ସହ ଚେଇଁଛି ସବୁବେଳେ ।

୫. ସନ୍ତା ନିଜ ଗର୍ଲଫ୍ରେଣ୍ଡ ସହ ପ୍ରଥମ ଥର ପାଇଁ ଡେଟରେ ଗଲା, ସନ୍ତା ବହୁତ ନର୍ଭରସ ଥିଲା ଓ ନିଜ ଗର୍ଲଫ୍ରେଣ୍ଡକୁ କହିଲା – ଡାର୍ଲିଙ୍ଗ ତମେ ଜାଣିଚ ମୁଁ ପ୍ରଥମ ଥର ପାଇଁ ଡେଟରେ ଆସିଛି ସେଥିପାଇଁ କିଛି ଭୁଲ ହେଲେ ସାନ ଭାଇ ଭାବି କ୍ଷମା କରି ଦବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

୬. ପପ୍ପୁ ଦୌଡି-ଦୌଡି ପୋଲିସ ଷ୍ଟେସନ ଗଲା ଓ କହିଲା-

ଇନ୍ସପେକ୍ଟର ବାବୁ…. ଶୀଘ୍ର ଚାଲନ୍ତୁ…

ଗୋଟେ ଚୋର ଘଣ୍ଟେ ହେବ ମୋ ବାପାଙ୍କୁ ପିଟୁଛି…!

ଇନ୍ସପେକ୍ଟର ତାକୁ କହିଲେ…

ଗୋଟେ ଘଣ୍ଟାରୁ ପିଟୁଛି ତ…

ଏତେ ସମୟ ହେବ ତୁ କଣ ତମସା ଦେଖୁଥିଲୁ…

ପପୁ- ନା…ନା…

ଏହା ପୂର୍ବରୁ ବାପା ଚୋରକୁ ପିଟୁଥିଲେ

Leave a Reply

Your email address will not be published. Required fields are marked *