ଗୋଟେ ରାତିରେ ଆଣ୍ଠୁ ବିନ୍ଧା ଭଳି ସମସ୍ଯା ଦୂର ହେବ, ବାସ କରନ୍ତୁ ଏହି 1 ଉପାୟ  

ଆଣ୍ଠୁ ଗଣ୍ଠି ବିନ୍ଧା ଭଳି ଆଜିକାଲି ଅନେକଙ୍କ ମଧ୍ୟରେ ଦେଖିବାକୁ ମିଳୁଛି । ଏହିଭଳି ସମସ୍ଯା ଯଦି ଠାରେ ଆରମ୍ଭ ହୋଇଯାଏ ଆପଣଙ୍କୁ ବହୁତ ଅଧିକ ଯନ୍ତ୍ରଣା ଭୋଗିବାକୁ ପଡିଥାଏ । ଅଧିକାଂଶ ବୟସ୍କ ଲୋକଙ୍କୁ ଆଣ୍ଠୁ ଗଣ୍ଠିର ସମସ୍ଯା ଭୋଗିବାକୁ ପଡିଥାଏ ଏବେ କିନ୍ତୁ ଆଜି କଳିର ଭୁଲ ଜୀବନ ଶୈଳୀ ଓ ଖାଦ୍ଯ ପେୟ ଯୋଗୁ ଅନେକ ଯୁବକ ମାନଙ୍କ ମଧ୍ୟରେଆଣ୍ଠୁଗଣ୍ଠି ଭଳି ସମସ୍ଯା ଦେଖିବାକୁ ମିଳୁଛି ।  କାରଣ ଶାରୀରିକ ପରିଶ୍ରମ ଲୋକ କମ କରୁଛନ୍ତି ଏବଂ ଅଧିକ ସମୟ ବସି ରହିକାମ କରୁଛନ୍ତି । ଶେଠୀ ପାଇଁ ଆପଣଙ୍କୁ ଜଏଣ୍ଟ ପେନ ଭଳି ସମସ୍ଯା ଭୋଗିବାକୁ ପଡିଥାଏ ।


ଆଜିର ଏହି ବିଡିଓରେ ଆମେ ଏମିତି ଜିନିଷ ବିଷୟରେ କହିବୁ ଯାହାର ପ୍ରୟୋଗ ଦ୍ଵାରା କେବଳ ଗୋଟିଏ ରାତିରେ ଆପଣଙ୍କୁ ଆରାମ ମିଳିବ । ଆପଣଙ୍କ ଜଏଣ୍ଟ ପେନରୁ ଆପଣଙ୍କୁ ବହୁତ ଶୀଘ୍ର ଆରାମ ମିଳିବ । ଯଦି ଆପଣ ଏହାକୁ କିଛି ଦିନ ପ୍ରୟୋଗ କରିବେ ଆପଣଙ୍କ ଜଏଣ୍ଟ ପେନ ଭଳି ସମସ୍ଯା ସବୁଦିନ ପାଇଁ ଦୂର ହୋଇଯିବ ।ତେବେ ଚଲାନ୍ତୁ ଜାଣିବା ଆପଣ ଏହାକୁ କେମିତି ବନାଇବେ ।  ଏହି ଉପଚାରକୁ ବନାଇବା ପାଇଁ ଆପଣଙ୍କୁ ଖାଲି ଗୋଟିଏ ସାମଗ୍ରୀର ଆବଶ୍ୟକତା ପଡିବ  ତାହା ଅଟେ ପିଜୁଳି ପତ୍ର ।

 

ଅନେକ ଜାଗାରେ ଆମ୍ଵ ଏହାକୁ ପେଡା ପତ୍ର ମଧ୍ୟ କହିଥାଉ ।  ପିଜୁଳି ଗଛ ଗୋଟେ ଏମିତି ଗଛ ଯାହା ଚାରିଆଡେ ମିଳିବ । ଏତିରେ ଏମିତି ପ୍ରକାରର ପୋଷାକ ତତ୍ଵ ରହିଛି ଯାହା ଆପଣଙ୍କର ଜଏଣ୍ଟ ପେନ ଭଳି ସମସ୍ଯା ଦୂର କରିବା ପାଇଁ ବହୁତ ଅଧିକ ଲାଭ ଦାୟକ ହୋଇଥାଏ । ଆସନ୍ତୁ ଜାଣିବା ଏହି ପତ୍ରର ପ୍ରୟୋଗ କେମିତି କରିବେ । ପ୍ରଥମେ ଆପଣ କିଛି ପିଜୁଳି ପାତ୍ର ସଂଗ୍ରହ କରନ୍ତୁ । ଏକ ମୁଠା ପାଖାପାଖି ପିଜୁଳି ପତ୍ର ନିଅନ୍ତୁ  ଓ ତାକୁ ଭଲ ଭାବେ ଧୋଇ ଦିଅନ୍ତୁ ।  ଆଉ ଏହାକୁ ଗୋଟି ଗୋଟି କରି ପାତ୍ର ଛିଡାଇ ରଖନ୍ତୁ ।


ତାପରେ ଏହି ପତ୍ରକୁ ଗ୍ରାଇଣ୍ଡିଙ୍ଗ କରିନିଅନ୍ତୁ । ତାକୁ ଗ୍ଯାସ ଲଗାଇ ଗୋଟିଏ ପତ୍ରରେ ହଲ୍କା ଗରମ କରିନିଅନ୍ତୁ । କାରଣ ଆମକୁ ଏହାକୁ  ଗରମ ହିଁ ପ୍ରୟୋଗ କରିବାକୁ ପଡିବ । ଏହାକୁ ଦୁଇରୁ ତିନି ମିନିଟ ଗରମ କରନ୍ତୁ । ତାପରେ ଏହାକୁ ଗୋଟେ ପତ୍ରକୁ କାଢି ନିଅନ୍ତୁ । ଆପଣ ଙ୍କର ଯେଉଁଠି ଯନ୍ତ୍ରଣା ହେଉଛି ସେଇ ଗରମ ପେଷ୍ଟକୁ ସେଇଠାରେ ଥାପି ଦିଅନ୍ତୁ । ବସ ଏହିପରି ଭାବେ ଏହାର ପ୍ରୟୋଗ କରିବାକୁ ହେବ ।ଏହାକୁ ଆପଣ ରାତିସାର ରଖିବାକୁ ହେବ ସେଥିପାଇଁ ଏହାକୁ ଗୋଟେ କପଡାରେ ବାନ୍ଧି ଦିଅନ୍ତୁ ।  ଦେଖିବେ ଆପଣଙ୍କ ଆଣ୍ଠୁ ଗଣ୍ଠି ବିନ୍ଧା ତୁରନ୍ତ ଭଲ ହୋଇଯିବ ।

Leave a Reply

Your email address will not be published. Required fields are marked *