ଅଳ୍ପ ଚାଉଳ ରଖି ଦିଅନ୍ତୁ ଏଠାରେ କେବେ ଧନର କମି ହେବ ନାହିଁ 

ଜୀବନରେ ଯେବେ ଧାନର କମି ଚିନ୍ତିତ କରିବ ତେସେବେଳେ ମଣିଷ ଚିନ୍ତିତ ହୋଇଯାଇଥାଏ । ଆପଣଙ୍କୁ ଲାଗୁଛି ବହୁତ ପ୍ରୟାସ ପରେ ମଧ୍ୟ ଧନ ରଖି ପାରୁନାହାନ୍ତି । ବହୁତ ସାଧାରଣ ଜୀବନ ଓ ହାତରେ କିଛିବି ଧନ ରହୁନି । ବ୍ୟକ୍ତି ସାରା ପରିଶ୍ରମ କରିଥାଏ କିଛି ପଇସା ପାଇଁ ଯାହା ସିଏ କିଛି ଖର୍ଚ କରିବ ଆଉ କିଛି ସଞ୍ଚୟ କରିବ । ଯଦି ପଇସା ରାହୁଣୀ ତେବେ ଚିନ୍ତା ବଢିଯାଏ । ଆଉ ଭବିଷ୍ୟ ପାଇଁ ସେବିଙ୍ଗ କରିବା ଅତି ଉତ୍ତମ ହୋଇଥାଏ ।


ଆଇ ଆମେ ଗୋଟିଏ ଛୋଟ ପ୍ରୟୋଗ କରିବା ଏଥିରେ ଘରେ ଧନର କମି କେବେବି ହବନି । କୌଣସି ଗୁରୁବାର କି ଶୁକ୍ରବାର ଦିନ ଏହି ପ୍ରୟୋଗ କରନ୍ତୁ । ଆପଣଙ୍କ ଜୀବନରେ ଚମତ୍କାର ନିଜେ ଅନୁଭବ କରିବେ । ଆପଣ ଚାହିଁଲେ ଏହି ପ୍ରୟୋଗ ପୁର୍ଣିମା ଦିନ ମଧ୍ୟ କରିପାରିବେ । ଏହି ପ୍ରୟୋଗ ପାଖାପାଖି ବର୍ଷେ ପର୍ଯ୍ଯନ୍ତ କରିବାର ଅଛି ଓ ତାକୁ କୌଣସି  ଶୁଭ ଦିନ ଦେଖି ହଟାଇବାର ଅଛି ।


ଏହି ଉପାୟ କରିବା ପାଇଁ ଆପଣଙ୍କୁ ଦରକାର ଗୋଟିଏ ମାଟିର ପାତ୍ର ବା କଳସକୁ ବ୍ୟବହାର କରନ୍ତୁ । ସେଇ ଚାଉଳ ବ୍ୟବହାର କରନ୍ତୁ ଯାହା ଭଗବାନଙ୍କୁ ଅର୍ପିତ କରାଯାଏ ।  ଯେଉଁ ଚାଉଳ ଖିରୀ ବନାଯାଏ  ମାନେ  ଅରୁଆ । ଏହି ଚାଉଳ ଭଙ୍ଗା ନିଅନ୍ତୁ ନହିଁ ପୁରା ଅକ୍ଷତ ଚାଉଳ ହୋଇଥିବ । ଆପଣଙ୍କୁ ଦରକାର ଗୋଟେ ସିକ୍କା ଓ ଦୂର୍ବା ଘାସ ଯାହା ଗଣେଶଙ୍କୁ ଅର୍ପିତା କରାଯାଏ ।


ଗୁରୁବାର କି ଶୁକ୍ରବାର ଦିନ ଭଲରେ ସ୍ନାନ କରି ସଫା କପଡା ପିନ୍ଧି ଘରର ପୂଜା ସ୍ଥାନରେ ବସନ୍ତୁ । ଭଗବାନଙ୍କ ପୂଜା ପଥ କରନ୍ତୁ ତାପରେ ମାଟିର ଦୀପ କି ମାଟିର କଳସରେ ଚାଉଳକୁ ଭାରି ଦିଅନ୍ତୁ । ଚାଉଳ ଅଳ୍ପ ଭରନ୍ତୁ ଓ ସେଥିରେ ଗୋଟେ ସିକ୍କା ଓ ଦୁର୍ବାଘାସ ଦିଅନ୍ତୁ । ଏହା ଭିତରେ ଲଗାତର ମା ଲକ୍ଷ୍ମୀଙ୍କ ମନ୍ତ୍ର ଜପ ଜପ ପାରିବେ । ଓଂ ନମଃ ଭଗବତେ ବାସୁଦେବାୟ ଓ ଓଂ ବୃହସ୍ପତାୟ ନମଃ । ମନ୍ତ୍ର ଜପ କରିବାର କାରଣ ହେଉଛି ସେହି ମନ୍ତ୍ର ଦ୍ଵାରା ଆପଣଙ୍କ ହାତ ଦ୍ଵାରା ତରଂଗ ସେହି ଚାଉଳକୁ ଅଧିକ ପବିତ୍ର କରିବ ।


ତାପରେ ଆଉ ଯେତେ ଚାଉଳ ଥିବା ସେଥିରେ ଭରି ଦିଅନ୍ତୁ । ତାପରେ ଲାଲ ରଙ୍ଗର କପଡା ନେଇ ତାର ମୁହଁକୁ ବାନ୍ଧି ଦିଅନ୍ତୁ । ଏହି କଳସକୁ ଘରର ଉତ୍ତର ପଶ୍ଚିମ ଦିଗରେ ରଖୀ ଦିଅନ୍ତୁ । ଯେମିତି ଉତ୍ତର ପୂର୍ବ ଦିଗରେ ଆପଣ ପୂଜା ପାଠ କରିଥାନ୍ତି । ପୁରା ବର୍ଷ ଏମିତି ରଖିଥାନ୍ତୁ ତାକୁ ହଲାନ୍ତୁ ନହିଁ ଏମିତି ରହିବାକୁ ଦିଅନ୍ତୁ । ଏହାକୁ ସ୍ଥିର ଲକ୍ଷ୍ମୀର ପ୍ରତୀକ ବୋଲି କୁହାଯାଇଥାଏ ।  ଆପଣ ଠିକ ଗୋଟେ ବର୍ଷ ପରେ ଦୀପାବଳିରେ ଏହାକୁ ଉଠାଇ ନଦୀରେ ଏହି ଚାଉଳ ପକାଇ ଦିଅନ୍ତୁ ଓ ସିକାକୁ ନିଜ ପାଖରେ ରଖନ୍ତୁ ।

Leave a Reply

Your email address will not be published. Required fields are marked *