ନିଜ ପୁଅ ସହିତ ଗୃହ ପ୍ରବେଶ କରିଲେ ବାବୁସାନ ଏବଂ ତୃପ୍ତି

ଦର୍ଶକବନ୍ଧୁ ସମସ୍ତେ ପ୍ରାଏ ଓଡିଆ ଇଣ୍ଡଷ୍ଟ୍ରି ସମ୍ବନ୍ଧରେ ବେସ ଭଲଭାବେ ଜାଣିଛନ୍ତି । ଓଡିଆ ଫିଲ୍ମ ଦେଖିବାକୁ ଓଡିଶା ବାସୀ ବହୁତ ଭଲ ପାଇଥାନ୍ତି । କେତେକ ଅଭିନେତା ତଥା ଅଭିନେତ୍ରୀ ଅଛନ୍ତି ଜାହାଙ୍କ ଅଭିନୟ ଦର୍ଶକଗଣ ଙ୍କ ହୃଦୟରେ ଜାଗା ବନାଇ ବସିଛି । ସେଥିମଧ୍ୟରୁ ବାବୁସାନ ହେଉଛନ୍ତି ଏକ ଏଭଳି ଅଭିନେତା ଯାହାଙ୍କ ଅଭିନୟ ସାରା ଓଡିଶା ବାସୀ ଙ୍କୁ ବହୁତ ମନୋଲୋଭା ଲାଗିଥାଏ । ବନ୍ଧୁଗଣ ଆପଣ ମାନେ ସମସ୍ତେ ବାବୁସାନ ଙ୍କ ସମ୍ବନ୍ଧରେ ସମସ୍ତେ ଜାଣିଛନ୍ତି ।

ଓଲିଉଡ ର ପ୍ରସିଦ୍ଧ ଅଭିନେତା ଉତ୍ତମ ମହାନ୍ତି ଏବଂ ଅପରାଜିତା ଙ୍କର ଏକମାତ୍ର ପୁତ୍ର ସନ୍ତାନ ବାବୁସାନ ଙ୍କ ରିୟଲ ନାମ ତନ୍ମୟ ମହାନ୍ତି ଅଟେ । ସେ ୧୯୮୯ ମସିହାରେ ବାରିପଦାରେ ଜନ୍ମ ଗ୍ରହଣ କରିଥିଲେ । ଏହାପରେ ସେ ନିଜର ଶିକ୍ଷା ସମାପ୍ତ କରି ଓଡିଆ ଚଳଚ୍ଚିତ୍ର ଜଗତରେ ପାଦ ଦେଇଥିଲେ । ବନ୍ଧୁଗଣ ବାବୁସାନ ନିଜ ଅଭିନୟ ପାଇଁ ବହୁତ ପ୍ରସିଦ୍ଧ ।

ତାଙ୍କର ଅଭିନୟ କୁ ଦେଖିବା ପାଇଁ ବହୁତ ଦର୍ଶକ ଅଭିନୟ କରି ବସିଥାନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ବାବୁସାନ ସମୁଦାୟ ୩୭ ଟି ଚଳଚ୍ଚିତ୍ର କରିସାରିଛନ୍ତି । ତାଙ୍କର ଅଭିନୟ ବହୁତ ବଡ ଅଭିନେତା ଅଭିନେତ୍ରୀ ଙ୍କ ପାଖରେ ମଧ୍ୟ ପ୍ରଶଂସା ର ଯୋଗ୍ୟ ହୋଇଅଛି । ଏଥିପାଇଁ ସେ ବହୁତ ଆୱାର୍ଡ ମଧ୍ୟ ପାଇଛନ୍ତି । ବନ୍ଧୁଗଣ ସେ ତାଙ୍କର ପିଲାଦିନ ର ବନ୍ଧୁ ତୃପ୍ତି ଙ୍କୁ ୨୦୧୪ ଜୁଲାଇ ମାସରେ ୬ ତାରିଖରେ ବିବାହ କହିଛନ୍ତି ।

ଉଭୟଙ୍କର ଅନେକ ସମୟ ଧରି ପ୍ରେମ ସମ୍ପର୍କ ଚାଲି ଆସିଥିଲା । ଶେଷରେ ଦୁହେଁ ଦୁହିଙ୍କୁ ବିବାହ କରିବା ପାଇଁ ନିଷ୍ପତ୍ତି ନେଲେ । ଏଥିରେ ପରିବାର ଲୋକେ ମଧ୍ୟ ବହୁତ ଖୁସି ହୋଇଥିଲେ । ବର୍ତ୍ତମାନ ତାଙ୍କର ଗୋଟିଏ ପୁତ୍ର ସନ୍ତାନ ହୋଇଅଛି । ଉଭୟ ପୁତ୍ର ସନ୍ତାନ କୁ ନେଇ ବହୁତ ଖୁସି ଅଛନ୍ତି । ବନ୍ଧୁଗଣ ମେଡିକାଲ ରେ ପୁତ୍ର ସନ୍ତାନ ହେଲାପରେ ନିଜ ଘରକୁ ପୁଅକୁ ନେଇ ଫେରିଛନ୍ତି ସୁପରଷ୍ଟାର ବାବୁସାନ ଏବଂ ତାଙ୍କ ସ୍ତ୍ରୀ ତୃପ୍ତି ।

ଉଭୟ ଘରକୁ ଫେରିଲା ପରେ ଘରେ ଖୁସିର ମାହୋଲ ଖେଳି ଯାଇଛି । ବନ୍ଧୁଗଣ ବାବୁସାନ ଙ୍କ ପୁତ୍ର ସନ୍ତାନକୁ ସମସ୍ତେ ଜୁନିୟର ବାବୁସାନର ଆକ୍ଷା ଦେଉଛନ୍ତି । ବନ୍ଧୁଗଣ ବାବୁସାନ ନିଜ ପୁତ୍ର କୁ ନେଇ ବହୁତ ଖୁସି ଥିବାର ନଜରକୁ ଆସିଅଛି । ବନ୍ଧୁଗଣ ଏହି ଖୁସିର ମୂହୁର୍ତ୍ତକୁ ବାବୁସାନ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ବାବୁସାନ ଙ୍କର ମା ଅପରାଜିତ ଅତ୍ୟନ୍ତ ଖୁସିର ସହିତ ପୁଅ ବୋହୁ ଏବଂ ନାତି କୁ ଘରକୁ ପାଛୋଟି ଆଣିଥିଲେ ।

ବନ୍ଧୁଗଣ ସୋସିଆଲ ମିଡିଆ ଠାରୁ ବହୁତ ଦୂରରେ ରୁହନ୍ତି ତୃପ୍ତି । ମାତ୍ର ବାବୁସାନ ଙ୍କ ସ୍ତ୍ରୀ ହୋଇଥିବାରୁ ତାଙ୍କୁ ସୋସିଆଲ ମିଡିଆ ରେ ପ୍ରାଏ ଦେଖିବାକୁ ମିଳୁଅଛି । ବନ୍ଧୁଗଣ ବାବୁସାନ ଏବଂ ତୃପ୍ତି ଙ୍କୁ ଆମ୍ଭ ମାନଙ୍କ ତରଫରୁ ଆଗାମୀ ଜୀବନ ପାଇଁ ଅନେକ ଅନେକ ଶୁଭକାମନା । ବନ୍ଧୁଗଣ ଆପଣଙ୍କୁ ଯଦି ଏହି ବିବରଣୀ ଟି ଜାଣି ଭଲ ଲାଗିଥାଏ, ତେବେ ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *