ହସ୍ପିଟଲରେ କେମିତି ଅଛନ୍ତି ବାବୁସାନଙ୍କ ସ୍ତ୍ରୀ ତୃପ୍ତି ଓ ତାଙ୍କ ପୁଅ 

ଆପଣ ମାନେ ସମସ୍ତେ ବାବୁସାନ ଆଉ ତାଙ୍କ ପରିବାର ବିଷୟରେ ବେସ ଭଲ ଭାବରେ ଜାନୁଥିବେ ବାବୁସାନ ବହୁତ ଭଲ ଅଭିନେତା ହବା ସହ ବହୁତ ଭଲ ଲୋକ ମଧ୍ୟ ଅଟନ୍ତି, ତେବେ ବର୍ତମାନ ବାବୁସାନ ନଂ ୧ ଅଭିନେତା ଅଛନ୍ତି ଆଉ ତାଙ୍କ ଚଳଚିତ୍ର ସୁପର ଡୁପର ହିଟ ଚାଲିଛି । କଣ ଆପଣ ମାନେ ଏହା ଜାଣିଛନ୍ତି ଯେ ବାବୁସାନ ବର୍ତମାନ ବହୁତ ଖୁସି ଅଛନ୍ତି କାହିଁକିନା ତାଙ୍କ ଘରେ ଗୋଟେ କୁନି ପୁଅଟିଏ ହୋଇଛି ଆଉ ବାବୁସାନ ବହୁତ ଖୁସି ଅଛନ୍ତି ଆସନ୍ତୁ ଜାଣିବା ଆହୁରି ବହୁତ କଥା ।

ବାବୁସାନ ଉତ୍ତମ ମହାନ୍ତିଙ୍କ ପୁଅ ଅଟନ୍ତି, ଉତ୍ତମ ମହାନ୍ତି ନିଜ ସମୟ ସୁପର ଷ୍ଟାର ଥିଲେ ତାଙ୍କ ଭଳି ଅଭିନେତା ପାଇବା ଭାରି କଷ୍ଟ ବର୍ତମାନ ବୟସ ହବାରୁ ସେ ଅଭିନୟ ଦୁନିଆ ଠାରୁ ଦୂରେଇ ଯାଇଛନ୍ତି କିନ୍ତୁ ନିଜ ସମୟରେ ବହୁତ ଚଳଚିତ୍ର କରିଥିଲେ । କଣ ଆପଣ ଏହା ଜାଣିଛନ୍ତି ଯେ ବାବୁସାନ ତାଙ୍କ ମା ବାପାଙ୍କ ଏକମାତ୍ର ପୁଅ ଅଟନ୍ତି ଆଉ ସେ ଛୋଟ ବେଳୁ ବହୁତ ଗେଲ୍ହାରେ ବଡ ହୋଇଛନ୍ତି ।  ବାବୁଷାନ ପାଠରେ ସେତେ ଭଲ ନଥିଲେ କିନ୍ତୁ ଅଭିନୟ ସେ ନିଜ ମା ବାପାଙ୍କ ଠାରୁ ଶିଖି ଆସିଥିଲେ ।

ବାବୁସାନ ନିଜ ସ୍କୁଲ ଝିଅ ତୃପତିଙ୍କୁ ବହୁତ ଭଲ ପାଇଥିଲେ ଆଉ ତାଙ୍କ ସହ ବିବାହ ମଧ୍ୟ କରିଥିଲେ । ଚଳଚିତ୍ର ଦୁନିଆରେ ଆସିବା ଆଗରୁ ବାବୁସାନ ବିବାହିତ ଥିଲେ କିନ୍ତୁ ତାଙ୍କ ଚେହେରା ଏତେ କ୍ୟୁଟ ଯେ ସେ ଏବେ ବି ବିବାହିତ ଲାଗନ୍ତି ନାହିଁ । ଏଇ ଲକଡାଉନ ସମୟରେ ତାଙ୍କ ସ୍ତ୍ରୀ ତୃପ୍ତି ଗର୍ଭବତୀ ହୋଇଥିଲେ ଯାହା ପରେ ତାଙ୍କ ପୁରା ପରିବାର ବହୁତ ଖୁସିଥିଲେ ଆଉ ବାବୁସାନ ମଧ୍ୟ ନିଜ ସ୍ତ୍ରୀ ପାଖ ପାଖରେ ସବୁବେଳେ ରହୁଥିଲେ । କଣ ଆପଣ ଏହା ଜାଣିଛନ୍ତି ଯେ ବାବୁସାନ ନିଜ ସ୍ତ୍ରୀଙ୍କୁ ବହୁତ ଭଲ ପାନ୍ତି ଆଉ ଆଜିବି ସେ ନିଜ ଛୁଆକୁ ଦେଖି ନିଜ ସ୍ତ୍ରୀକୁ ଧନ୍ୟବାଦ ଜଣାଇଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ତମେ ମୋ ଜୀବନ ଆଧାର ଦେଇ ଡେଲ ।

ତେବେ ତୃପ୍ତି ବର୍ତମାନ ଗୋଟେ ଘରୋଇ ହସ୍ପିଟଲରେ ପ୍ରସାବ ଦେଇଛନ୍ତି ଆଉ ତାଙ୍କ ନବଜାତ ଶିଶୁ ସୁରକ୍ଷା ଉପରେ ବିଶେଷ ଧ୍ୟାନ ଦିଆ ଯାଇଛି । ବାବୁସାନଙ୍କୁ ମଧ୍ୟ ବିନା ମାସ୍କ ଆଉ ଏପରୋନ ଛୁଆ ପାଖକୁ ଯିବା ପାଇଁ ମନା କରା ଯାଇଛି । ବାବୁସାନ ନିଜ ପୁଅ ସହ ଫଟୋ ସୋଶିଅଲ ମିଡିଆରେ ଶେୟର କରିଛନ୍ତି ଯାହା ତାଙ୍କ ଫ୍ୟାନ୍ସ ମାନେ ଦେଖି ବହୁତ ଖୁସି ହୋଇଛନ୍ତି । ବାବୁସାନ ସନ୍ତାନ ହବା ଖୁସିରେ ସମସ୍ତଙ୍କୁ ମିଠା ବାଣ୍ଟିଛନ୍ତି ଆଉ ଦର୍ଶକ ମାନେ ମଧ୍ୟ ତାଙ୍କ ଖୁସିରେ ବହୁତ ଖୁସି ଅଛନ୍ତି ।

Leave a Reply

Your email address will not be published. Required fields are marked *