ବର୍ଷାଙ୍କ ଜୀବନର ସବୁଠୁ ବଡ ଦୁଃଖର କାହାଣୀ, ଯାହା ଜାଣି ଆପଣଙ୍କ ଆଖିରେ ବି ଆସିବ ଲୁହ

ଆପଣ ମାନେ ବର୍ଷାଙ୍କୁ ଓଡିଆ ଚଳଚିତ୍ରରେ କାମ କରିଥିବାର ଦେଖିଛନ୍ତି, ତେବେ ତାଙ୍କ ସୁନ୍ଦର ଅଭିନୟ ପାଇଁ ଲୋକେ ଆଜୀବୀ ତାଙ୍କ ଦିବାନା ଅଛନ୍ତି ଆଉ ତାଙ୍କ ଏହି ଅଭିନୟ ପାଇଁ ଆଜି ସାରା ଓଡିଶା ଆଉ ବେଙ୍ଗାଳ ତାଙ୍କୁ ଚିହ୍ନିଛି କାହିଁକିନା ବର୍ଷଧା ବହୁତ ଗୁଡେ ଓଡିଆ ଫିଲ୍ମ ସହିତ ବେଙ୍ଗୋଲି ଫିଲ୍ମ ମଧ୍ୟ କରିଛନ୍ତି ଯାହା ସୁପର ଡୁପର ହିଟ ହୋଇଛି । ତେବେ କଣ ଆପଣ ଜାଣିଛନ୍ତି ଏତେ ସୁପର ହିଟ ଅଭିନେତ୍ରୀଙ୍କ ଜୀବନରେ ଏମିତି କଣ ହେଇଛି ଯାହା କାରଣରୁ ତାଙ୍କ ଜୀବନରେ ଝଡ ଶ୍ରୂଷଠି ହୋଇଛି ଯଦି ଜାଣି ନାହାନ୍ତି ତେବେ ଆସନ୍ତୁ ଜାଣିବା ।

ବରଷାଙ୍କ ଜନ୍ମ କଟକ ସହରରେ ହୋଇଥିଲା, ସେ ୩ ଭଉଣୀ ଅଟନ୍ତି ମାନକ ଦୀପ[ଆ ଅଟେ ସେ ଜଣେ ଅଭିନେତ୍ରୀ ଥିଲେ ଏବେ ବୟସ ହୋଇ ଯାଇଛି ଆଉ ଦେହ ମଧ୍ୟ ଖରାପ ରହୁଛି ସେଥିପାଇଁ ଅଭିନୟ ଦୁନିଆ ଠାରୁ ଦୂରେଇ ଯାଇଛନ୍ତି । ତେବେ ୩ ଭଉଣୀ ମଧ୍ୟରୁ ଦୁଇ ଭଉଣୀ ଅଭିନୟ ଦୁନିଆକୁ ପସନ୍ଦ କରନ୍ତି ନାହିଁ କିନ୍ତୁ ବର୍ଷାଙ୍କୁ ନାଚ, ଗୀତ ଆଉ ଅଭିନୟ ପାଇଁ ବହୁତ ସୌକ ଥିଲା ଯାହା ପରେ ସେ କେବଳ ୨୦ ବର୍ଷ ବୟସରେ

ତାଙ୍କ ପ୍ରଥମ ଫିଲ୍ମ କରିଥିଲେ ଯାହା ନାମ ଥିଲା “ଏ ଯୁଗର କୃଷ୍ଣ ସୁଦାମା” ଏହି ଚଳଚିତ୍ର ପରେ ବର୍ଷା ଡାଇରେକ୍ଟର ମାନଙ୍କ ନଜରକୁ ଆସିଲେ ଆଉ ତାଙ୍କୁ ଗୋଟେ ପରେ ଗୋଟେ ଚଳଚିତ୍ର ଅଫର ଆସି ଚାଲିଲା । ଏହା ପରେ ତାଙ୍କ ଦେଖା ଅନୁଭବ ମହାନ୍ତି ସହ ଗୋଟେ ଫିଲ୍ମ ପାଇଁ ହେଲା ଯାହା ପରେ ବର୍ଷା ବହୁତ ଫିଲ୍ମ ଅନୁଭବ ସହ କଲେ ଆଉ ତାହା ଦର୍ଶକ ମାନଙ୍କୁ ପସନ୍ଦ ମଧ୍ୟ ଆସିଲା । ବର୍ଷା ଓ ଅନୁଭବ ମହାନ୍ତିଙ୍କ ଯୋଡି ପୁରା ଓଡିଶା ଦର୍ଶକ ମାନେ ପସନ୍ଦ କରିଥିଲେ ।

କିନ୍ତୁ ଦୁହିଙ୍କ ମଝିରେ ସମସ୍ଯା ବଢି ଯାଇଛି ଯାହା ଆଉ ସମାଧାନ ହେବ ନାହିଁ ବୋଲି କୁହା ଯାଉଛି, ତେବେଦର୍ଶକ ମାନେ ଆଜିବି ଇଛା କରୁଛନ୍ତି ଯେ ଦୁହିଙ୍କ ମଝିରେ ସବୁ ଭଲ ହେଇଯାଉ କିନ୍ତୁ କିଛି ଠିକ ଚାଲି ନାହିଁ । ଅନୁଭବ ନିଜ କାମରେ ବ୍ୟସ୍ତ ରହୁଛନ୍ତି କାହିଁକିନା ସେ ଜଣେ ବହୁତ ବଡ ନେତା ଆଉ ବର୍ଷା ସୋଶିଅଲ କାମରେ ବ୍ୟସ୍ତ ରହୁଛନ୍ତି ଦୁହେଁ ନିଜକୁ ବ୍ୟସ୍ତ ରଖିଛନ୍ତି, ତେବେ ଦେଖିବା ଏହାର ସମାଧାନ କେବେ ହେଇ ପାରୁଛି ।

Leave a Reply

Your email address will not be published. Required fields are marked *