ବାଛନ୍ତୁ ଗୋଟିଏ ଠାକୁର ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କେତେ ଭଲ ପାଇବା ଅଛି-LOVE QUIZ

ବନ୍ଧୁଗଣ ଆମେ ପୂର୍ବରୁ ପ୍ରଶ୍ନ ଭବିଷ୍ୟତ ବିଷୟରେ ଅନେକ ବିଷୟ ବସ୍ତୁ ନେଇ ଆସିଛୁ । କିନ୍ତୁ ଆଜି ଏକ ଭିନ୍ନ ଧରଣର ବିଷୟ ବସ୍ତୁ ରହିଛି । ବିଷୟ ବସ୍ତୁ ଟି ହେଉଛି ଆପଣଙ୍କୁ କିଏ ଅଧିକ ଭଲ ପାଉଛନ୍ତି । ଏହା ଜାଣିବା ପାଇଁ ଆପଣଙ୍କୁ 3ଟି ଥ୍କୁର ଙ୍କ ଚିତ୍ର ମଧ୍ୟରୁ ମନ ପସନ୍ଦର କୌଣସି ଚିତ୍ର ବାଛିବାକୁ ହେବ । ସେହି ତିନି ଟି ଠାକୁର ହେଉଛନ୍ତି ଭଗବାନ ଗଣେଶ, ଶଙ୍କର ଓ ଶ୍ରୀକୃଷ୍ଣ । ଆପଣ ଏହି 3ଟି ଠାକୁର ଙ୍କ ମଧ୍ୟରୁ କୌଣସି ଗୋଟେ ବାଛିବାକୁ ହେବ । ଆପଣଙ୍କୁ ଯେଉଁ ଠାକୁର ଅଧିକ ଭଲ ଲାଗନ୍ତି ତେବେ ବାଛି ନିଅନ୍ତୁ । ଆସନ୍ତୁ ଆରମ୍ଭ କରିବା ବିଷୟ ବସ୍ତୁ ।

1- ଯଦି ଆପଣ ଭଗବାନ ଗଣେଶ ଙ୍କୁ ବାଚିଛନ୍ତି ତେବେ ବର୍ତ୍ତମାନ ସମୟରେ ଆପଣ ଆଉ ଦୁଃଖ ଭୋଗ କରିବେନି । ଆପଣଙ୍କର ସବୁ ମନୋକାମନା ପୂରଣ ହେବ । ଯେଉଁ ବି କାମରେ ହାତ ଦେବେ ତାହା ସମ୍ପନ୍ନ ହେବ । ବନ୍ଧୁଙ୍କ ସହ ସମ୍ପର୍କ ରେ ଯୋଗ ଆସିବ । ଶତ୍ରୁ ଆପଣଙ୍କ ଠାରୁ ପରାଜିତ ହେବେ । ଆଗକୁ କୌଣସି କାର୍ଯ୍ୟ କରନ୍ତି ତେବେ ବିବେକ ଓ ଚିନ୍ତା କାମରେ ଲଗାନ୍ତୁ । ସନ୍ତାନ ସୁଖର ପ୍ରାପ୍ତ ଅଛି । ପୁରୁଣା ରୁଣ ସୁଝିବେ । ଆଗକୁ ରୁଣ ନାଶର ଯୋଗ ଅଛି । ଆପଣ ଅପେକ୍ଷା ନ କରି ଜଣେ ବିଶ୍ଵସ୍ତ ପଣ୍ଡିତଙ୍କୁ ଜାତକ ଦେଖାନ୍ତୁ ଓ ଏହାର ପ୍ରତିକାର କରନ୍ତୁ । ହଠାତ ଆପଣ ସର୍ବ ହରା ପରି ଦୁଃଖ ପାଇବେ ।

2- ଆପଣ ଭଗବାନ ଶିବ ଙ୍କୁ ବାଛିଥିଲେ ଆପଣଙ୍କର ଦୁଃସ୍ଵପ୍ନ ଦୂର ହେବ । ଆନନ୍ଦରେ ସମୟ ଅତିବାହିତ କରିବେ । ଯେଉଁ କାମରେ ସଫଳତା ପାଇବା ପାଇଁ ବ୍ୟସ୍ତରେ ରହୁଛନ୍ତି ତାହା ନିଶ୍ଚୟ ହେବ । କିନ୍ତୁ ସଫଳତା ଆପଣଙ୍କ ହାତକୁ ବିଳମ୍ବରେ ଆସିବ । ଏଠାରେ ଆଉ ଯନ୍ତ୍ରଣା ଭୋଗ କରିବେନି । ମାନସିକ ଚିନ୍ତା ଦୂର ହେବ । ରୋଗ ପୀଡା ଦୂର ହେବ । ଜାତକ ଦେଖାଇ ପ୍ରତିକାର କରନ୍ତୁ । ରୂପା ମୁଦିରେ ମୁନ୍ଗା ପଥର ବସାଇ ଧାରଣ କରନ୍ତୁ । ଏହା ଆପଣଙ୍କୁ ସବୁ ବିପଦରୁ ରକ୍ଷା କରିବ । ବର୍ତ୍ତମାନ ପାଇଁ ଶୁଭ ସମୟ ଆସିଛି । ସନ୍ତାନ ଙ୍କୁ ସୁଖ ଖବର ପାଇବେ ।

3- ଆପଣଙ୍କୁ ଭଗବାନ ଶ୍ରୀକୃଷ୍ଣ ଅଧିକ ପସନ୍ଦ ଆସିଥିଲେ ଆପଣ ଦେଖିବାକୁ ସୁନ୍ଦର, ଚତୁର ଓ ସମାଜରେ ଖ୍ଯାତି ସମ୍ପନ୍ନ ବ୍ୟକ୍ତି ଅଟନ୍ତି । ଅତୀତକୁ ନେଇ ଚିନ୍ତାରେ ଅଛନ୍ତି । କିନ୍ତୁ ଏବେ ଆଉ ମନ୍ଦ ଘଟିବାର ନାହିଁ । ଏବେ ଈଶ୍ବରଙ୍କ ସୁଦୃଷ୍ଟି ଆସୁଛି । ଅପବ୍ୟୟ ରେ ସୁଧାର ଆସିବ । ଆର୍ଥିକ ସ୍ଥିତିରେ ଉନ୍ନତି ହେବ । ଆୟ ଅଧିକ ବ୍ୟୟ କମ ହେବ । ନାନା ବ୍ୟସ୍ତରେ ପଡି ଛଟପଟ ହେଉଛନ୍ତି । ଆପଣାର ଲୋକ ପର ହେଉଛନ୍ତି । ଈଶ୍ବରଙ୍କ କୃପାରୁ ସବୁ କିଛି ଦୂର ହେବ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *