କାହାର ନାମ ଚିନ୍ତା କରି ବାଛନ୍ତୁ ଗୋଟେ ନମ୍ବର ତାଙ୍କ ମନରେ କଣ ଅଛି ଓ ତାଙ୍କର ଆଗାମୀ ପଦକ୍ଷେପ କଣ ହେବ ?

ବନ୍ଧୁଗଣ ମଣିଷ ଜୀବନରେ ଆଗକୁ ବଢିବାକୁ ହେଲେ ଜ୍ଞାନର ଆବଶ୍ୟକତା ପଡିଥାଏ । ମଣିଷ ଜୀବନରେ ଆଗକୁ ବଢିବା ପାଇଁ କିଛି ନା କିଛି ନିସ୍ପତି ନେଇଥାଏ । ଯାହା ଅନେକ ସମୟରେ ଠିକ ହୋଇଥାଏ ତ ଭୁଲ ମଧ୍ୟ ହୋଇଥାଏ । ତେବେ ମଣିଷ ଜୀବନରେ ଯାହାକୁ ଭଲ ପାଇଥାଏ ତାଙ୍କ ମନରେ କଣ ଚାଲିଛି ତାହା ଜାଣିବାକୁ ମଧ୍ୟ ଇଚ୍ଛା ଥାଏ । ତେବେ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ 3ଟି ଗୋଲାପ ର ଚିତ୍ର । 3ଟି ଗୋଲାପ ରୁ ଆପଣ କୌଣସି ଗୋଟେ ବାଛି ନିଅନ୍ତୁ । ଆଉ ଜାଣନ୍ତୁ ତାଙ୍କ ମନରେ କଣ ଅଛି ଓ ଆଗାମୀ ସ୍ଟେପ ତାଙ୍କର କଣ ହେବ ।

1- ଯଦି ଆପଣ ପ୍ରଥମ ନମ୍ବର ଟି ବାଛିଛନ୍ତି ତାଙ୍କୁ ଲାଗୁଛି ଆପଣ ତାଙ୍କ ଲାଇଫରେ ଆସିଛନ୍ତି ସେ ବହୁତ ଖୁସି ଅଛନ୍ତି । ଆପଣ ଲକି ପର୍ଶନ ଆଟ ଆଣ୍ଟି । ଆପଣ ଦେଖିବାକୁ ସୁନ୍ଦର ଲାଗନ୍ତି । ଆପଣଙ୍କର ନ୍ୟାଚର ତାଙ୍କୁ ବହୁତ ପସନ୍ଦ ଆସିଥାଏ । ଆପଣଙ୍କର ହେୟାର ଷ୍ଟାଇଲ, ମେକପ କରିବାର ଉପାୟ ତାଙ୍କୁ ବହୁତ ପସନ୍ଦ ଆସିଥାଏ । ଆପଣ ଭାଗ୍ୟଶାଳୀ ବ୍ୟକ୍ତି ଅଟନ୍ତି । ଘର ପରିବାରରେ କିଛି ଅଭାବ ନାହିଁ । ତାଙ୍କର ଆଗାମୀ ସ୍ଟେପ ହେବ ସେ ଆପଣଙ୍କ ସହ କଥା ହେବେ ଓ ସମ୍ପର୍କ କୁ ମଜବୁତ କରିବେ ।

2- ଆପଣ ଦ୍ଵିତୀୟ ନମ୍ବର ବାଛିଥିଲେ ସେ ଆପଣଙ୍କୁ ନେଇ ପଜେଟିଭ ଅଛନ୍ତି । ଆପଣ ହୃଦୟରୁ ଭଲ ମଣିଷ ଅଟନ୍ତି । ତାଙ୍କ ଆଖପାଖରେ ଏମିତି ଲୋକ ଅଛନ୍ତି ଯେଉଁ ମାନେ ଚାହୁଁ ନାହାନ୍ତି ଆପଣ ଦୁହିଙ୍କର ସମ୍ପର୍କ ତିଷ୍ଠି ରହୁ । ହୋଇପାରେ କେହି ଆପଣଙ୍କର ବନ୍ଧୁ, ପରିବାରର କେହି ସଦସ୍ୟ ହୋଇପାରନ୍ତି । ଆପଣଙ୍କର ବିବାହ ହୋଇସାରିଛି ।

ତାଙ୍କୁ ଲାଗୁଛି ନିଜ ଲୋକ ହିଁ ଖରାପ ଚିନ୍ତା କରୁଛନ୍ତି । ଏହି ସମୟରେ ସେ ଆପଣଙ୍କୁ ନେଇ ରାୟ ନେଇପାରୁ ନାହାନ୍ତି । ଆପଣଙ୍କର ତାଙ୍କ ସହ କୌଣସି ବି ସମ୍ପର୍କ ଥାଉ ନା କାହିଁକି କିନ୍ତୁ ସେ ଆପଣଙ୍କ ଠାରୁ ଦୂରେଇ ଯିବେ ନାହିଁ । ସେ ସମ୍ପର୍କ ରେ ଆଉ ଚାନ୍ସ ଦେବେ । ସମୟ କିଛି ଲୋକଙ୍କ ପାଇଁ 1 ରୁ 4 ମାସ ଲାଗିପାରେ । ତାଙ୍କର ଆଗାମୀ ପଦକ୍ଷେପ ହେଉଛି ସେ ଆପଣଙ୍କ ଆଡକୁ ନିଶ୍ଚୟ ଆସିବେ ।

3- ଆପଣ ଯଦି ତୃତୀୟ ନମ୍ବର ଚୁଜ କରିଛନ୍ତି ତେବେ ସେ ଆପଣଙ୍କ ଉପରେ ପ୍ରଭାବଶାଳି ଅଛନ୍ତି । ଆପଣ ଦୁହିଙ୍କର ସମ୍ପର୍କ ବହୁତ ପୁରୁଣା ଅଟେ । ସେ ଆପଣଙ୍କ ଉପରେ ଖୁସି ଅଛନ୍ତି । ଆପଣଙ୍କର ଲୁକ ତାଙ୍କୁ ବହୁତ ଆକର୍ଷିତ କରିଥାଏ । ଆପଣଙ୍କର ସ୍ମାଇଲ ତାଙ୍କୁ ପସନ୍ଦ ଆସେ । ଡ୍ରେସିଙ୍ଗ ସେନ୍ସ ତାଙ୍କୁ ପସନ୍ଦ ଆସିଥାଏ । ଆପଣ କେତେ ମେହନତ କରୁଛନ୍ତି ତାହା ଭଲ ଲାଗେ ତାଙ୍କୁ । ସେ ଆପଣଙ୍କୁ ନେଇ ପଜେଟିଭ ଅଛନ୍ତି । ତାଙ୍କର ଆଗାମୀ ସ୍ଟେପ ସମ୍ପର୍କ କୁ ନେଇ ରହିଛି ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *