ବାଛନ୍ତୁ କୌଣସି 1 ହୃଦୟ ଓ ଜାଣନ୍ତୁ ଆପଣଙ୍କ ଚୁପ ରହିବାର କାରଣ

ଜ୍ଯୋତିଷ ଶାସ୍ତ୍ର ଅନୁଯାଇ ବାର ମାସର ଅଲଗା ଅଲଗା ମହତ୍ଵ ହୋଇଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଆପଣ କେବେ ବିଚାର ମଧ୍ୟ କରି ନଥିବେ । ତେବେ ଜନ୍ମ ମାସର ପ୍ରଭାବ ସେହି ମାସରେ ଜନ୍ମ ହୋଇଥିବା ଛୁଆଙ୍କ ଉପରେ ମଧ୍ୟ ପଡିଥାଏ । ଆଉ ଅଙ୍କ ଜ୍ୟୋତିଷ ଅନୁଯାଇ ଛୁଆ ର ଜନ୍ମ ସମୟ ଆଉ ମାସ ଦ୍ଵାରା ତା ସ୍ଵଭାବ ଆଉ ବିଷାର ବିଷୟରେ ବହୁତ କିଛି ଜଣା ପଡିଥାଏ । ଆଜି ଆମେ ଆପଣଙ୍କୁ କିଛି ହୃଦୟ ଦେଖେଇବାକୁ ଯାଉଛୁ ଆଉ ଆପଣଙ୍କୁ ଗୋଟେ ପସନ୍ଦ କରିବାକୁ ହବ ଦେଖିବା ଆପଣଙ୍କ ମନ ଭିତରେ କଣ ଚାଲିଛି ଯାହା ଆପଣ ସମସ୍ତଙ୍କୁ ଲୁଚାଉଛନ୍ତି ।

ଜାନୁଆରୀ :

ଯଦି ଆପଣ ଏହି ମାସ ବାଛିଛନ୍ତି ତେବେ ଏହାର ଅର୍ଥ ଆପଣ କାହାକୁ ବହୁତ ଭଲ ପାନ୍ତି କିନ୍ତୁ କହିବାକୁ ଡରୁଛନ୍ତି ଯାହା ଆପଣଙ୍କ ମନକୁ ବହୁତ କଷ୍ଟ ଦେଉଛି ।

ଫେବ୍ରୁଆରି :

ଯଦି ଆପଣ ଏହି ମାସ ବାଛିଛନ୍ତି ତେବେ ଏହାର ଅର୍ଥ ଆପଣ ଅନ୍ୟ ମାନଙ୍କ ଦୁଃଖ ଦେଇଖି ସାହି ପାରନ୍ତି ନାହିଁ ଆଉ ଏହା ଆପଣ ସମସ୍ତଙ୍କ ଠାରୁ ଲୁଚାଇ ରଖିଛନ୍ତି ନହେଲେ ଲୋକ ଆପଣଙ୍କୁ ଦୁର୍ବଳ ମନେ କରିବେ ।

ମାର୍ଚ :

ଯଦି ଆପଣ ଏହି ମାସ ବାଛିଛନ୍ତି ତେବେ ଏହାର ଅର୍ଥ ଆପଣ ବହୁତ ସରଲ ସ୍ଵଭାବ ବ୍ୟକ୍ତି ଅଟନ୍ତି ଆପଣ କାହାକୁ ନିଜ ମନ କଥା ଖୋଲି କହି ପାରନ୍ତି ନାହିଁ ।

ଏପ୍ରିଲ :

ଯଦି ଆପଣ ଏହି ମାସ ବାଛିଛନ୍ତି ତେବେ ଏହାର ଅର୍ଥ ଆପଣ ବହୁତ ସଫା ହୃଦୟ ବ୍ୟକ୍ତି ଅଟନ୍ତି, ଆପଣ ମନରେ ଗୋଟେ କଥା ଆଉ ପାଟିରେ ଗୋଟେ କଥା ରଖିବା ଭଳି ବ୍ୟକ୍ତି ନୁହନ୍ତି ଆପଣ ନିଜ ମନ କଥା ସମସ୍ତଙ୍କୁ କୁହନ୍ତି ନାହିଁ ।

ମେ :

ଯଦି ଆପଣ ଏହି ମାସ ବାଛିଛନ୍ତି ତେବେ ଏହାର ଅର୍ଥ ବହୁତ ଦୟା ସ୍ଵଭାବ ବ୍ୟକ୍ତି ଅଟନ୍ତି ଆପଣ ଅନ୍ୟ ମାନଙ୍କ ମନ ପଢି ଜାଣି ଥାନ୍ତି ଜୀବନରେ ଯେତେ ଦୁଃଖ ହେଲେ ମଧ୍ୟ କାହାକୁ କିଛି କୁହନ୍ତି ନାହିଁ ।

ଜୁନ :

ଯଦି ଆପଣ ଏହି ମାସ ବାଛିଛନ୍ତି ତେବେ ଏହାର ଅର୍ଥ ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ବହୁତ ମଜାଳିଆ ସ୍ଵଭାବର ହୋଇଥାନ୍ତି ଆଉ କେବେ ବି ଅନ୍ୟ ମାନଙ୍କୁ କିଛି ଲୁଚାନ୍ତି ନାହିଁ ।

ଜୁଲାଇ :

ଯଦି ଆପଣ ଏହି ମାସ ବାଛିଛନ୍ତି ତେବେ ଏହାର ଅର୍ଥ ଆପଣ ଏମିତି କିଛି ମନରେ ଲୁଚାଇ ରଖିଛନ୍ତି ଯାହା ଆପଣଙ୍କୁ ବହୁତ କଷ୍ଟ ଦେଉଛି କିନ୍ତୁ ଆପଣ କାହାକୁ କିଛି କହୁ ନାହାନ୍ତି ।

ଅଗଷ୍ଟ :

ଯଦି ଆପଣ ଏହି ମାସ ବାଛିଛନ୍ତି ତେବେ ଏହାର ଅର୍ଥ ଆପଣ ବହୁତ ସ୍ଵତନ୍ତ୍ର ବ୍ୟକ୍ତି ଅଟନ୍ତି ଆଉ ବନ୍ଧନରେ ରହି ଆପଣ ନିଜକୁ ବହୁତ ଅସହାୟ ଅନୁଭବ କରୁଛନ୍ତି କିନ୍ତୁ କହି ପାରୁ ନହନ୍ତି ।

ସେପ୍ଟେମ୍ବର :

ଯଦି ଆପଣ ଏହି ମାସ ବାଛିଛନ୍ତି ତେବେ ଏହାର ଅର୍ଥ ଆପଣ ଶାନ୍ତି ପ୍ରିୟା ବ୍ୟକ୍ତି ଅଟନ୍ତି ଆପଣଙ୍କୁ କାହା ସହ ଝଗଡା କରିବା ପସନ୍ଦ ନୁହ ।

ଅକ୍ଟୋବର :

ଯଦି ଆପଣ ଏହି ମାସ ବାଛିଛନ୍ତି ତେବେ ଏହାର ଅର୍ଥ ଆପଣ ଶାନ୍ତ ରହିଲେ ସବୁଠାରୁ ଭୟଙ୍କର ହୋଇଥାନ୍ତି କାହିଁକିନା ଶାନ୍ତ ରହିବା ଦ୍ଵାରା ଆପଣ କିଛି ଏମିତି କରିଥାନ୍ତି ଯାହା ଅନ୍ୟ ମନେ କେବେ ଭାବି ପାରିବେ ନାହିଁ ।

ନଭେମ୍ବର :

ଯଦି ଆପଣ ଏହି ମାସ ବାଛିଛନ୍ତି ତେବେ ଏହାର ଅର୍ଥ ଆପଣ ପ୍ରେମ ଆଉ ଭଲ ପାଇବାରେ ଭରସା କରନ୍ତି । ଆପଣ ଶାନ୍ତ ରହି ନିଜ ଆତ୍ମା ସହ ଗୋଟେ ସମ୍ପର୍କ ବନେଇଥାନ୍ତି ଯାହା ବହୁତ କମ ଲୋକ ରଖନ୍ତି ।

ଡେକେମ୍ବର :

ଯଦି ଆପଣ ଏହି ମାସ ବାଛିଛନ୍ତି ତେବେ ଏହାର ଅର୍ଥ ଆପଣ ଭଲ ପାଇବା ଉପରେ ଭରସା କରନ୍ତି କିନ୍ତୁ ବହୁତ ସମୟ ଏମିତି ଆସିଥାଏ ଯେତେବେଳେ ଆପଣଙ୍କୁ ଲାଗେ ଯେ ଆପଣଙ୍କ ସମ୍ପର୍କରେ କିଛି ଶାନ୍ତି ଆବଶ୍ୟକ ଅଟେ ।

Leave a Reply

Your email address will not be published. Required fields are marked *