ଯେତେ ପ୍ରକାର ଥାଉ ହାଡ ଜନିତ ସମସ୍ଯା ସବୁ ହେବ ଦୂର, ବାସ କରନ୍ତୁ ଏହି ଉପାୟ- 100% ଗ୍ୟାରେଣ୍ଟି

ଆଜିକା ସମୟରେ ମଣିଷ ଧନ ଅର୍ଜିତ କରିବାରେ ଏତେ ବ୍ୟସ୍ତ ହୋଇ ଯାଇଛି ଯେ ତା ସ୍ୱାସ୍ଥ୍ୟ ପାଇଁ କଣ ଭଲ ଆଉ କଣ ଖରାପ ତା ଉପରେ ତାଙ୍କର ଧ୍ୟାନ ହିଁ ନାହିଁ । ଆପଣ ମାନେ କଣ ଏହା ଜାଣିଛନ୍ତି ଯେ ମଣିଷ କଣ ପାଇଁ ଏତେ ରୋଗ ଦ୍ଵାରା ଗ୍ରସ୍ତ ଅଛି ତାର ମୁଖ୍ୟ କାରଣ ଖାଦ୍ୟ ଅଟେ ଆଉ ବାତାବରଣ ଅଟେ । ଆଗ କାଳରେ ମଣିଷ ପ୍ରକୃତି ପାଖରେ ଥିଲା ସେଥିପାଇଁ ତାଙ୍କୁ କିଛି ରୋଗ ହେଉ ନଥିଲା ବର୍ତମାନ ଲୋକ ଚାରି କାନ୍ଥ ଭିତରେ ବନ୍ଦ ହୋଇ ରହୁଛନ୍ତି ସେଥିପାଇଁ ତାଙ୍କୁ ଅଧିକ ରୋଗ ହେଉଛି, ଆଗ ସମୟରେ ଲୋକ ଖରାରେ କାମ କରୁଥିଲେ ଏବେ ଲୋକ ଅନ୍ଧାରରେ ରହିବା ଅଧିକ ପସନ୍ଦ କରୁଛନ୍ତି ।

ତେବେ ମଣିଷକୁ କଣ କରିବା ଉଚିତ ଆଉ କଣ କରିବା ଦ୍ଵାରା ଆପଣ ସ୍ଵସ୍ଥ ରହି ପାରିବେ ତାହା ବିଷୟରେ ଆଜି ଆମେ ଆପଣଙ୍କୁ କିଛି କଥା କହିବାକୁ ଯାଉଛୁ ଯାହା କରିବା ଦ୍ଵାରା ଆପଣଙ୍କ ଅଧା ରୋଗ ଆପେ ଆପେ ଭଲ ହୋଇଯିବ । ଆପଣ ନିଜ ଖାଇବାରେ କଞ୍ଚା ଜିନିଷ ଅଧିକ ବ୍ୟବହାର କରନ୍ତୁ ଏହା ସହ ଘରେ ଗଛ ଲଗାନ୍ତୁ ସେ ଫୁଲ ଗଛ ହେଉ ବା ଅନ୍ୟ ଗଛ କିନ୍ତୁ ଘରେ କିଛି ଗଛ ଲଗାଇବା ବହୁତ ଆବଶ୍ୟକ ହୋଇଥାଏ ।

ଏହା ଛଡା ଯେଉଁ ମାନଙ୍କ ଆଣ୍ଠୁ ଗଣ୍ଠି ଦରଜ ଭଳି ସମସ୍ୟା ହୋଇଥାଏ ସେହି ଭଳି ଲୋକଙ୍କ ପାଇଁ କିଛି ଅନ୍ୟ ଉପାୟ ମଧ୍ୟ ଆଜି ଆମେ କହିବାକୁ ଯାଉଛୁ ଆପଣ ମାନେ ପାରିଜାତ ଗଛ ଦେଖିଥିବେ ଯାହାକୁ ଆମେ ଗଙ୍ଗଶିଉଳି ପତ୍ର କହିଥାଉ ଏହି ଗଛର ଧଳା ଫୁଲ ହୋଇଥାଏ ଯାହା ଡାଙ୍ଗ କମଳା ରଙ୍ଗର ହୋଇଥାଏ ତେବେ ଆପଣଙ୍କୁ ଏହି ଫୁଲ ନବାର ଅଛି ଆଉ ତାକୁ ପାଣିରେ ଭଲରେ ଫୁଟାଇବାର ଅଛି ତେବେ ଗୋଟେ ଗ୍ଳାସ ପାଣି ଯେମିତି ଫୁଟି ଫୁଟି ଅଧା ହେଇ ଯାଉ ତା ପରେ ଆପଣ ତାକୁ ଥଣ୍ଡା କରିବେ ।

ପାଇଁ ଛାଡି ଦିଅନ୍ତୁ ଆଉ ସକାଳେ ଉଠି ବାସୀ ମୁହଁରେ ଏହି ପାଣି ସେବନ କରନ୍ତୁ ଦେଖିବେ ଆପଣଙ୍କ ଶରୀର ସବୁ ଗ୍ଯାସ ସମସ୍ୟା ଦୂର ହୋଇଯିବ ଆପଣଙ୍କ ଅଣ୍ଟା ଦରଜ ମୁଣ୍ଡ ବିନ୍ଧା ଓ ଆଣ୍ଠୁ ଗଣ୍ଠି ଭଳି ସବୁ ସମସ୍ୟା ଦୂର ହୋଇଯିବ । କଣ ଆପଣ ଜାଣିଛନ୍ତି ଆମ ଶରୀରରେ ଯେତେ ପ୍ରକାର ଦରଜ ହୋଇଥାଏ ତାହା ପବନ ଅଟକି ଯାଇଥିବାରୁ ହୋଇଥାଏ ଆମ ଶରୀରକୁ ପବନ ଆବଶ୍ୟକ ହୋଇଥାଏ ଯାହା ଦ୍ଵାରା ଆମେ ଭଲରେ ଚାଲି ବୁଲି ପାରୁ କିନ୍ତୁ ଏହି ଗ୍ଯାସ ବଢିବା ଦ୍ଵାରା ଶରୀର ଯେଉଁ ସ୍ଥାନରେ ରହିଥାଏ ସେହି ସ୍ଥାନରେ ଦରଜ ହବା ଆରମ୍ଭ ହୋଇଥାଏ ।

Leave a Reply

Your email address will not be published. Required fields are marked *