ଟିଭି ସୋ ଶକ୍ତିମାନରେ ଗୀତା ବିଶ୍ଵାସ (Vaishnavi Mahant) ଅସଲ ଜୀବନରେ ଅଟନ୍ତି ବହୁତ ବିନ୍ଦାସ

ଆପଣ ମାନେ ସମସ୍ତେ ଟିଭି ଦେଖିବାକୁ ପସନ୍ଦ କରୁଥିବେ ତେବେ କିଛି ସିରିଏଲ ଏମିତି ହୋଇଥାଏ ଯାହା ଆମକୁ ବହୁତ ପସନ୍ଦ ହୋଇଥାଏ ଆଉ ଏହାକୁ ଦେଖିବା ପାଇଁ ଲୋକେ ବହୁତ କଷ୍ଟ ମଧ୍ୟ କରିଥାନ୍ତି । ତେବେ କଣ ଆପଣ ଜାଣିଛନ୍ତି ଆଗ ସମୟରେ ଯେଉଁ ସିରିଏଲ ଆସୁଥିଲେ ତାକୁ ଲୋକଙ୍କ ପାଖରେ କିଛି ଭଲ ଶିଖେଇବା ପାଇଁ କରା ଯାଉଥିଲା କିନ୍ତୁ ଏବେ କେବଳ ଟିଆରପି ବଢେଇବା ପାଇଁ ଲୋକ କିଛି ବି ଦେଖାଉଛନ୍ତି । ଆଜି ଆମେ ଆପଣଙ୍କୁ ଶକ୍ତିମାନ ସିରିଏଲ ଗୀତା ବିଶ୍ଵାସ ବିଷୟରେ କିଛି କଥା କହିବାକୁ ଯାଉଛୁ ।

ଆପଣ ମାନେ ଶକ୍ତିମାନ ସିରିଏଲ ଦେଖିବାକୁ ପାଇଥିବେ ଯାହା ଡିଡି ନେସନଲ ରେ ଆସୁଥିଲା ସେହି ସମୟରେ ଏହି ସିରିଏଲ ବହୁତ ପ୍ରସିଦ୍ଧ ହୋଇଥିଲା ବହୁତ ଲୋକଙ୍କୁ ଆଜୀବ୍ୟ ଏହି ସିରିଏଲ ବହୁତ ପସନ୍ଦ ଅଟେ ଆଉ ସେ ଏହାକୁ ୟୁଟୁବରେ ଦେଖିବାକୁ ପସନ୍ଦ କରନ୍ତି । ଏହି ସିରିଏଲରେ ଛୁଆଙ୍କୁ ଭଲ ଜିନିଷ ଖାଇବା ପାଇଁ ଆଉ ମିଛ ନ କହିବା ପାଇଁ ଶିକ୍ଷା ଦିଆ ଯାଉଥିଲା ଆସନ୍ତୁ ଜାଣିବା ଏହି ସିରିଏଲ ମୁଖ୍ୟ ଅଭିନେତ୍ରୀ ଗୀତା ବିଶ୍ଵାସଙ୍କ ବିଷୟରେ ।

ଗୀତା ବିଶ୍ଵାସଙ୍କ ଅସଲ ନାମ ବେଶନବୀ ଅଟେ, ଯିଏ ବହୁତ ଭଲ କଳାକାର ଅଟନ୍ତି ତାଙ୍କ ଅଭିନୟ ଦର୍ଶକ ମାନଙ୍କ ମନ କିଣି ନେଇଥିଲା । ଶକ୍ତିମାନ ସିରିଏଲ ୨୦୦୫ରେ ବନ୍ଦ ହୋଇଥିଲା ଯାହା ପରେ ତାଙ୍କୁ ବହୁତ ସିରିଏଲରେ କାମ ମିଳିଥିଲା ଆଉ ଏହା ଛଡା ସାଉଥରେ ବେଶନବୀ ବହୁତ ବଡ ଷ୍ଟାର ଅଟନ୍ତି ତାଙ୍କ ଫ୍ୟାନ ଫଲୌଙ୍ଗୀ ସାଉଥରେ ମଧ୍ୟ ଅଛନ୍ତି । ଶିବେଶନବୀ “ସପନେ ସୁହାନେ ଲଡାକପନ କେ, ମିଳେ ଜବ ହମ ତୁମ ” ଭଳି ବହୁତ ପ୍ରସିଦ୍ଧ ସିରିଏଲରେ କାମ କରୁଥିବାର ଦେଖିଥିବେ ।

ବେଶନବୀ ବର୍ତମାନ ରେ ବି କାମ କରୁଛନ୍ତି ତାଙ୍କ ବୟସ ଜଣା ପଡୁ ନାହିଁ ବର୍ତମାନ ମଧ୍ୟ ସେ ନିଜକୁ ବହୁତ ମେଣ୍ଟେନ କରି ରଖିଛନ୍ତି ଯାହା ବହୁତ ବଡ କଥା ଅଟେ । ଏବେ ବେଶନବୀ “ୟେ ଉନ ଦିନୋ କି ବାଟ ହେ” ସିରିଏଲରେ ସାହାୟକ ଭାବରେ କାମ କରୁଛନ୍ତି ଆଉ ଦେଖିବା ପାଇଁ ଆଜିବି ବହୁତ ସୁନ୍ଦରୀ ଅଟନ୍ତି ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *