ବାଛନ୍ତୁ ମନ ପସନ୍ଦର ଠାକୁର ଓ ଜାଣନ୍ତୁ ନିଜର ଭବିଷ୍ୟତ- Personality Test

ବନ୍ଧୁଗଣ ଆପଣଙ୍କ ପାଇଁ ନେଇ ଆସିଛୁ 3ଟି ଠାକୁର ଙ୍କ ଚିତ୍ର । ଏହି 3ଟି ଠାକୁର ହେଉଛନ୍ତି ଭଗବାନ ଗଣେଶ, ଶିବ ଓ ଶ୍ରୀ କୃଷ୍ଣ । ଏହି ତିନି ଠାକୁର ଙ୍କ ମଧ୍ୟରୁ ଆପଣଙ୍କୁ ଯେ କୌଣସି ଗୋଟେ ବାଛିବାକୁ ହେବ । ଏହା ପରେ ଆପଣ ନିଜର ମନର ଇଚ୍ଛା ଓ ଭବିଷ୍ୟତ ବିଷୟରେ ଜାଣି ପାରିବେ । ଆପଣଙ୍କୁ ଯେଉଁ ଠାକୁର ଙ୍କୁ ଅଧିକ ପ୍ରିୟ ଲାଗନ୍ତି ତାଙ୍କ ନାମ ନେଇ ବାଛନ୍ତୁ କୌଣସି ଗୋଟିଏ । ଏହି ତିନି ଠାକୁର ଙ୍କୁ ଆପଣ ମାନେ ଶ୍ରଦ୍ଧା ସହକାରେ ପୂଜା କରିଥାନ୍ତି । ତେବେ ମନରେ ଠାକୁର ଙ୍କ ନାମ ନେଇ ବାଛନ୍ତୁ କୌଣସି ଗୋଟିଏ ।

1- ଯଦି ଆପଣ ଭଗବାନ ଗଣେଶଙ୍କୁ ବାଛିଛନ୍ତି ତେବେ ବର୍ତ୍ତମାନ ଆପଣଙ୍କର ଆଉ ଦୁଃଖ ଭୋଗ କରିବେନି । ଆପଣ ଯେଉଁ କାମରେ ହାତ ଦେବେ ତାହା ରାଣା ହେବ । ବନ୍ଧୁଙ୍କ ସହ ସମ୍ପର୍କରେ ବାଧା ଆସୁଥିଲା ତାହା ଦୂର ହେବ । ଶତ୍ରୁ ଆପଣଙ୍କ ପ୍ରତି ଭବିତା ରହିବେ । ବିବାଦରୁ ମୁକ୍ତି ମିଳିବ । କୌଣସି କାମ କରିବା ପୂର୍ବରୁ ବିବେକ କୁ କାମରେ ଲଗାନ୍ତୁ । ସନ୍ତାନ ସୁଖର ପ୍ରାପ୍ତି ରହୁଛି । ଆପଣ କରଜ ସୁଝିପାରୁ ନ ଥିଲେ କିଛି ବାଟ ଏବେ ମିଳିଯିବ । ଗ୍ରହ ମାନେ ଆପଣଙ୍କ ସପକ୍ଷ ରେ ଯାଉଛନ୍ତି । ବିଶ୍ଵସ୍ତ ପଣ୍ଡିତ ଙ୍କୁ ଦେଖାଇ ଜାତକରେ ଥିବା ଦୋଷ ର ପ୍ରତିକାର କରାନ୍ତୁ ।

2- ଆପଣଙ୍କୁ ଭଗବାନ ଶିବ ଅଧିକ ଭଲ ଲାଗିଥିଲେ ମନ୍ଦ ଦଶା କାରଣରୁ ଆପଣ ଅସାନ୍ତି ଭୋଗ କରୁଛନ୍ତି । ଆଉ ଏବେ ସେ ଫଳ ଭୋଗ କରିବେନି । ମାନସିକ ଚିନ୍ତା ଦୂର ହେବ । ଆପଣଙ୍କ ଜୀବ ଦଶା ମଧ୍ୟରେ 2-3ଟି ମନ୍ଦ ଦଶା ଭୋଗ ହେବ । ପଣ୍ଡିତଙ୍କ ଦ୍ଵାରା ଜାତକ ଦେଖାଇ ଏହାର ପ୍ରତିକାର କରନ୍ତିଉ । ନଚେତ ରୂପା ମୁଦି ରେ ମୁନ୍ଗା ପଥର ଧାରଣ କରନ୍ତୁ । ଏବେ ଧାନରେ ବୃଦ୍ଧି ହେବ । ଶୁଭ ସମୟ ଆସୁଛି । ସନ୍ତାନ ଙ୍କୁ ଖୁସି ଖବର ପାଇବେ । ଯାହାଙ୍କ ପ୍ରତି ପୂର୍ବରୁ ଆସକ୍ତ ଥିଲେ ତାଙ୍କୁ ଦୂରେଇ ଦିଅନ୍ତୁ । କାରଣ ତାଙ୍କ ପାଇଁ ଆପଣ ଦୁଃଖ ଭୋଗ କରୁଛନ୍ତି । ନିଜର ଭବିଷ୍ୟତ ଉପରେ ଧ୍ୟାନ ଦିଅନ୍ତୁ ।

3- ଆପଣଙ୍କୁ ଭଗବାନ କୃଷ୍ଣ ଙ୍କ ଚିତ୍ର ପସନ୍ଦ ଆସିଥିଲେ ଆପଣ ଦେଖିବାକୁ ସୁନ୍ଦର, ଚତୁର ଓ ସମାଜ ରେ ଖ୍ଯାତି ସମ୍ପନ୍ନ ବ୍ୟକ୍ତି ଅଟନ୍ତି । ଆପଣଙ୍କ ଅତୀତ କେତେ ଦିନ ହେବ ମନ୍ଦ ରେ ଭୋଗ ହେବାରୁ ଆପଣ ଚିନ୍ତାରେ ଅଛନ୍ତି । ଏବେ କିନ୍ତୁ ଆଉ ମନ୍ଦ ଘଟିବାର ନାହିଁ । ପରିବାର ତରଫରୁ ଦୁଃଖ ମିଳିଥିଲା । ଅପବ୍ୟୟ ଯାହା ଅଧିକ ହେଉଥିଲା ସେଥିରେ ସୁଧାର ଆସିବ । ଧନ ଆୟ ଯାହା ରହିବ ସେଥିରୁ ବ୍ୟୟ କମିଯିବ । କାର୍ଯ୍ୟ ରେ ବହିବୃତ ଯୋଗ ଆପେ ଆପେ ଆସୁଛି ।

ବନ୍ଧୁଗଣ ଆପଣ ଅମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *