ବାହା ହେଇଯାଇଛନ୍ତି କି Rani Panda ? ସ୍ୱାମୀଙ୍କ ବିଷୟରେ କଣ କହିଲେ ରାଣୀ ପଣ୍ଡା… ଦେଖନ୍ତୁ Video

ଅଭିନେତ୍ରୀ ରାନୀ ପଣ୍ଡା କହିଛନ୍ତି ଯେ ବାଧ୍ୟ ହୋଇ ସେ ଗୋଟେ ଲୋକକୁ ଦେଖେଇଲେ କି ଏହି ଲୋକ ମୋର ଆଗାମୀ ଭବିଷ୍ୟତରେ ସ୍ଵାମୀ ହେବାକୁ ଯାଉଛୁ ଯାହା ମିଛ ଥିଲା । ଏହି କଥା କହି ରାନୀ ପଣ୍ଡା ଭଡା ଘର ନେଇଥିଲେ । ତେବେ ଘର ମାଲିକ କହିଥିଲେ ଯଦି ତୁମେ ବାହା ହେଉଛି ମଥାରେ ସିନ୍ଦୁର ନାହି ଶଙ୍ଖା ନାହି ଏହି ସବୁ ଡ୍ରାମା କରିବାକୁ ପଡୁଥିବ । ତେବେ ଏଭଳି ମନ୍ତବ୍ୟ ରାନୀ ପଣ୍ଡା ଅଭିନେତ୍ରୀ ରଶ୍ମୀରେଖା ଓଝା ଙ୍କ ଉଦେଶ୍ୟରେ କହିଛନ୍ତି । ସେ କହିଛନ୍ତି କି ଯଦି ଝିଅ ବାହା ହୋଇଯିବ ତେବେ କଣ ଘରେ ଲୋକେ ଜାଣି ପାରିବେ ନାହି ।

ସେ ତାଙ୍କ ବିଷୟରେ କହିବାକୁ ଯାଇ ମନ୍ତବ୍ୟ ଦେଇଛନ୍ତି ସେ ଯେତେବେଳେ ଘର ଖୋଜନ୍ତି ନିଜ ପାଇଁ ରହିବାକୁ ଘର ମାଲିକ ଏକା ଝିଅ ବୋଲି ଘର ଦିଅନ୍ତି ନାହି । ସେଥିପାଇଁ ସେ ବାଧ୍ୟ ହୋଇ ମିଛରେ ଗୋଟେ ଲୋକ କୁ ଦେଖେଇ କହିଲେ ଏ ହେଉଛନ୍ତି ମୋର ଆଗତ ଭବିଷ୍ୟତରେ ସ୍ଵାମୀ ହେବ । ତା ପରେ ବି ଘର ମାଲିକ ବିଶ୍ଵାସ କରିଲା ନାହି ।

ଯାହା ଫଳରେ ରାନୀ ପଣ୍ଡା ନିଜ ପରିବାର ଲୋକଙ୍କୁ ଆଣି ଏଗ୍ରୀମେଣ୍ଟ କରାଇଲେ ବର୍ତ୍ତମାନ ସେ ଭଡା ଘରେ ଅଛନ୍ତି । ରାନୀ ପଣ୍ଡା ଏବେ ଲୁଚିକି ରହୁଛନ୍ତି ବୋଲି ନିଜେ ସ୍ଵୀକାର କରିଛନ୍ତି । ଓଡିଶାରେ କେହି ବି ଜାଣି ନାହାନ୍ତି ରାନୀ ପଣ୍ଡା କେଉଁଠି ରହୁଛି ବୋଲି ହସି ହସି ମନ୍ତବ୍ୟ ଦେଇଛନ୍ତି ନିଜେ ରାନୀ ପଣ୍ଡା । ସେ ନିଜର ପରିଚୟ ଲୁଚାଇ ରହୁଛନ୍ତି ବୋଲି ହସି ହସି କହୁଛନ୍ତି ।

ଠିକ ସେହିପରି ଅଭିନେତ୍ରୀ ରଶ୍ମୀ ଯେ ହେତୁ କଳା କ୍ଷେତ୍ରରେ ଅଛନ୍ତି ତାଙ୍କର କଳା ପ୍ରତି ବହୁତ ଅଧିକ ଦୁର୍ବଳତା ରହିଥିବ ଆଉ ଭଲ କଳାକାର ହେବ ବୋଲି ଏହି ଲାଇନକୁ ଆସିଥିଲେ ବୋଧ ହୁଏ ସେଥିପାଇଁ ସେ ନିଜର ପରିଚୟ ଲୁଚାଇ ଥିବେ । ଏକା ଝିଅ ବୋଲି ତାକୁ ଘର ମିଳି ନ ଥିବା କି ସାମାଜରୁ ବଞ୍ଚିବା ପାଇଁ ବା ଲିଭିଙ୍ଗ ରିଲେସନରେ ରହିଥିବ ବୋଲି ରଶ୍ମୀ କହିଥିବେ ବୋଲି ରାନୀ ପଣ୍ଡା କହିଛନ୍ତି ।

ରଶ୍ମୀଯେଉଁ ଠାରେ ରହୁଥିଲେ ସେଠାରେ ସାହି ପଡିସା ରହୁଥିବେ ଓ ତାଙ୍କୁ ପଚାରୁଥିବେ ଯଦି ବାହା ହୋଇଛ ସିନ୍ଦୁର ନାହି ଶଙ୍ଖା ନାହି ବୋଧ ହୁଏ ସେଥିପାଇଁ ରଶ୍ମୀ ଏମିତି ଡ୍ରାମା କରି ମିଛ କହି ରହୁଥିବେ । ଲୋକ ତ ସଂସାର ପାରି ଏହୁଛନ୍ତି ବୋଲି ରାନୀ ପଣ୍ଡା କହିଛନ୍ତି ।

କାରଣ ଆଜିକାଲି ଘର ମାଲିକ ଡାଇରେକ୍ଟ ମନା କରି ଦେଉଛନ୍ତି ଏକ ଝିଅ ଦେଖି ନା ରହିପାରିବ ନାହି ବୋଲି । ତେଣୁ ସେଭଳି ପରିସ୍ଥିତର ସମୁଖିନ୍ନ ହୋଇ ଅଭିନେତ୍ରୀ ରଶ୍ମିରେଖା ଏଭଳି ଡ୍ରାମା କରିଥିବ ବୋଲି ରାନୀ ପଣ୍ଡା କହିଛନ୍ତି । ଆହୁରି ରାନୀ ପଣ୍ଡା କହିଛନ୍ତି ମୋତେ ଲାଗୁ ନାହି ସେ ମ୍ୟାରେଜ କରିଥିବ ବୋଲି ।

ମ୍ୟାରେଜ କରିଥାନ୍ତା ତ ପରିବାର ଲୋକେ, ବନ୍ଧୁ ବାନ୍ଧବ ସାରା ଦୁନିଆ ଜାଣିଥାନ୍ତା । ତେବେ ଏଭଳି ମନ୍ତବ୍ୟ ଜାହିର କରିଛନ୍ତି ରାନୀପଣ୍ଡା ରଶ୍ମିରେଖା ଙ୍କ ସପକ୍ଷରେ । ବନ୍ଧୁଗଣ ଆପଣଙ୍କର ରାନୀ ପଣ୍ଡାଙ୍କ ମନ୍ତବ୍ୟ ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *