ବହୁତ ବଞ୍ଚିଲି, ଆଉ ଲୋଡା ନାହିଁ ଏ ଜୀବନ…

ବନ୍ଧୁଗଣ, କରୋନା ମ-ହା-ମା-ରୀ ସାରା ବିଶ୍ଵ ରେ ବର୍ତ୍ତମାନ ତା-ଣ୍ଡ-ବ ରଚାଇ ଚାଲିଛି । ଏହି ମହା ବି-ପ-ଦା-ପୂର୍ଣ୍ଣ ସ-ଙ୍କ-ଟରେ ବହୁତ ବ୍ୟକ୍ତି ଙ୍କର ବହୁତ କିଛି କ୍ଷୟ ହୋଇସାରିଛି । ଏହି ସମୟରେ ଲୋକେ ବହୁତ ସ-ମ-ସ୍ୟା-ର ସମୁଖୀନ ହେଉଛନ୍ତି । ବନ୍ଧୁଗଣ ବର୍ତ୍ତମାନ କରୋନା ର ଦ୍ଵିତୀୟ ଲହରୀ ଆରମ୍ଭ ହୋଇ ସାରିଲାଣି । ଏହା ଏତେ ଭ-ୟା-ନ-କ ଭାବେ ସଂ-କ୍ର-ମ-ଣ କରୁଅଛି ଯେ, ତାହା ଧାରଣାର ବାହାରେ । ସାଧାରଣ ଜନତା ସମେତ ପ୍ରାଏ ସମସ୍ତେ ଏହି ମ-ହା-ମା-ରୀ ର ଶି-କା-ର ହେବାରେ ଲାଗିଛନ୍ତି । ବନ୍ଧୁଗଣ ଆଜି ଆମ୍ଭେ ଆପଣଙ୍କୁ ଜଣେ ବୃଦ୍ଧ ଙ୍କ ସମ୍ବନ୍ଧରେ କିଛି ବିଶେଷ କଥା ଜଣାଇବାକୁ ଯାଉଅଛୁ ।

ବନ୍ଧୁଗଣ ମ-ହା-ମା-ରୀ ସମୟରେ ଆଖିରୁ ଝରୁଥିବା ଅକ୍ସିଜେନ ର ଅକୁହା ଲୁହ କୁ ଏହି କେହି ପଦ ମର୍ମସ୍ପର୍ଶୀ କଥା ପୋଛିଦେଇପାରେ । ବନ୍ଧୁଗଣ ଜଣେ ୮୫ ବର୍ଷୀୟ ବୃଦ୍ଧ ଜ-ମ ହାତରେ ନିଜ ଜୀବନକୁ ଦାନ କରି, ଆଇସିୟୁ ବେଡ ଅନ୍ୟ ଜଣେ ଯୁବକଙ୍କୁ ଦାନ କରି ସବୁଦିନ ପାଇଁ ଆଖି ବୁଝିଦେଲେ । ଏବଂ ଆ-ତ୍ମ-ଦା-ହୁ-ତି ଦେଇ ଏହି ମ-ହା-ମା-ରୀ ସମୟରେ ମଣିଷ ପଣିଆ ର ଉଦାହରଣ ଦେଇଗଲେ ।

ମହାରାଷ୍ଟ୍ର ର “ନାରାୟଣ ଭାୱୋରାଓ ଦାଭଡକର” ବୃଦ୍ଧ ଜଣଙ୍କ କହିଥିଲେ ଡାକ୍ତର ଖାନାରେ ଯେ, “ମୁଁ ୮୫ ବର୍ଷର ହୋଇଗଲିଣି । ମୁଁ ମୋର ଅଧାରୁ ଅଧିକ ଜୀବନ ବଞ୍ଚି ସାରିଲିଣି । ମୋ ଜୀବନ ଅପେକ୍ଷା ଏହି ଯୁବକ ଟିର ଜୀବନ ବହୁତ ମୂଲ୍ୟବାନ ଅଟେ । କାରଣ ଏହି ଯୁବକଟିର ଛୋଟ ଛୋଟ ପିଲା ଦୁଇଟି ଅଛନ୍ତି । ମୁଁ ନିଜ ସ୍ଵ ଇଚ୍ଛାରେ କହୁଛି ଯେ, ମୋତେ ବେଡ ଦିଅନ୍ତୁ ନାହିଁ । ବରଂ ଏ ଲୋକଙ୍କୁ ମୋ ବେଡ ଦେଇ ଦିଅନ୍ତୁ” ।

ବନ୍ଧୁଗଣ କରୋନା ସମୟରେ ବେଡ ପାଇଁ ଲୋକମାନେ ହସ୍ପିଟାଲ ରୁ ହସ୍ପିଟାଲ ହତାସ ହୋଇ ବୁଲୁଥିବା ସମୟରେ, ବୃଦ୍ଧ ଜଣଙ୍କ ୪୦ ବର୍ଷୀୟ ମହିଳାଙ୍କୁ ବେଡ ଦାନ କରି ଦେଇ ହସ୍ପିଟାଲ ରୁ ଚାଲି ଆସିଲେ “ନାରାୟଣ” । ବନ୍ଧୁଗଣ ହସ୍ପିଟାଲ ରେ ଥିବା ସମୟରେ ଯ-ମ-ରା-ଜ ନାରାୟଣ ଙ୍କୁ ଛୁଇଁ ପାରୁନଥିଲେ । ମାତ୍ର ହସ୍ପିଟାଲ ରୁ ଫେରି ଆସିବାର ୭୨ ଘଣ୍ଟା ଭିତରେ ଚୀରନିଦ୍ରା ରେ ଶୋଇପଡିଲେ, ସାହାର୍ଯ୍ୟ ର ଏହି ସାକ୍ଷାତ ଦେବତା । ବନ୍ଧୁଗଣ ପିଲାଙ୍କ ଗହଣରେ ଚକୋଲେଟ ଚାଚା ଭାବେ ପରିଚିତ ଥିବା ନାରାୟଣ ନିଜର ବେଡ ଦାନ କରିଥିଲେ । ନିଜ ସିନ୍ଦୁରକୁ ବଞ୍ଚାଇବା ପାଇଁ ବିକଳ ହୋଇ ନାରାୟଣଙ୍କ ପାଖରେ ବେଡ ମାଗିଥିଲେ ମହିଳା ଜଣଙ୍କ ।

ତାଙ୍କ ବିକଳ ମୁହଁ କୁ ଦେଖି ନାରାୟଣ ଡାକ୍ତରଙ୍କୁ ମହିଳାଙ୍କ ସ୍ଵାମୀ ଙ୍କୁ ବେଡ ଦେଇଦେବା ପାଇଁ ଅନୁରୋଧ କରିଥିଲେ । ଡାକ୍ତର ନାରାୟଣ ଙ୍କର କଥାକୁ ରଖୀ ମହିଳାଙ୍କ ସ୍ଵାମୀଙ୍କୁ ବେଡ ଦେଇଥିଲେ । ଏହାପରେ ଚାଚା ଘରକୁ ଫେରି ମାତ୍ର ୭୨ ଘଣ୍ଟା ମଧ୍ୟରେ ଜୀବନ ହରାଇଥିଲେ । ବନ୍ଧୁଗଣ ବର୍ତ୍ତମାନ ସେ ଆଉ ଏ ଦୁନିଆରେ ନାହାନ୍ତି, ମାତ୍ର ଏହି ମ-ହା-ମା-ରୀ ସମୟରେ ତାଙ୍କର ଉଦାରତା ଭାବ ସାରା ବିଶ୍ଵ ପାଇଁ ଏକ ମହାନତା ର ପରିଚୟ ଦେଉଅଛି । ବନ୍ଧୁଗଣ ଏହି ଟିପ୍ପଣୀ କୁ ନେଇ ଆପଣଙ୍କ ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *