ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ଏହି 6ଟି ନାମର ଝିଅ, ଯାହା ଘରକୁ ଯିବେ ସ୍ଵର୍ଗ ବନେଇଦେବେ- Jyotisha Shastra

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ବ୍ଯକ୍ତିର ରାଶି ଅନୁସାରେ ତାର ସ୍ଵଭାବ ବିଷୟରେ ଜାଣି ହୋଇଥାଏ । ଠିକ ସେହିପରି ବ୍ଯକ୍ତିର ନାମର ପ୍ରଥମ ଅକ୍ଷରରୁ ତାର ଜୀବନ ସହ ଜଡିତ ଗୁରୁତ୍ଵ ପୂର୍ଣ୍ଣ କଥା ଜାଣି ହୁଏ । ଆଜି ଆମେ ଆପଣ ମାନଙ୍କୁ ଏମିତି ୬ଟି ନାମର ଝିଅଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ନିଜ ସ୍ଵାମୀଙ୍କ ପାଇଁ ଭାଗ୍ୟଶାଳୀ ହେବା ସହ ତାଙ୍କ ଜୀବନରେ ରାଜ କରିଥାନ୍ତି । ତେବେ ଆସନ୍ତୁ ଜାଣିବା ସେହି ନାମର ଝିଅଙ୍କ ବିଷୟରେ ସପୂର୍ଣ୍ଣ ବିବରଣୀ ।

୧- A ନାମର ଝିଅ : ଯେଉଁ ଝିଅଙ୍କର ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ଖୁବ ବୁଦ୍ଧିମାନ ହୋଇଥାନ୍ତି । ଏମାନେ ନିଜ ସ୍ଵାମୀଙ୍କୁ ବହୁତ ଭଲ ପାଇବା ସହ ତାଙ୍କର କେୟାର ନେଇଥାନ୍ତି । ଏମାନେ ନିଜ ସାଥିଙ୍କୁ ଖୁସିରେ ରଖିବା ପାଇଁ କିଛି ଖାସ କରିଥାନ୍ତି ।

୨- D ନାମର ଝିଅ : ଯେଉଁ ଝିଅଙ୍କର ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ଏମାନେ ନିଜ ଜୀବନ ସାଥିଙ୍କୁ ବହୁତ ଭଲ ପାଇଥାନ୍ତି । ଏମାନଙ୍କ ପାଇଁ ପ୍ରେମ ଜୀବନରେ ସର୍ବଦା ଆଗରେ ରହିଥାଏ । ଏମାନେ ନିଜର ସାଥିଙ୍କୁ ଖୁସିରେ ରଖିବା ପାଇଁ ସବୁ ପ୍ରକାର ଚେଷ୍ଟା କରିଥାନ୍ତି । ଏମାନେ ନିଜ ସାଥିଙ୍କ ପାଇଁ ବହୁତ ଲକି ସାବ୍ୟସ୍ତ ହୋଇଥାନ୍ତି ।

୩- N ନାମର ଝିଅ : ଯେଉଁ ଝିଅଙ୍କର ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ଏମାନେ ବହୁତ ଖୁସିରେ ରହୁଥିବା ସ୍ଵଭାବର ଝିଅ ହୋଇଥାନ୍ତି । ଏମାନେ ନିଜ ସାଥିଙ୍କର କେୟାର ନେଇଥାନ୍ତି । ଏମାନେ ନିଜ ସାଥିଙ୍କୁ ବହୁତ ଭଲ ପାଇବା ସହ ତାଙ୍କର ସବୁ ଜରୁରୀ କାମକୁ ପୁରା କରିବାକୁ ପ୍ରସ୍ତୁତ ରହିଥାନ୍ତି ।

୪- P ନାମର ଝିଅ : ଯେଉଁ ଝିଅଙ୍କର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ନିଜ ସ୍ଵାମୀଙ୍କ ଠାରେ ନିଜକୁ ସମର୍ପିତ କରିଥାନ୍ତି । ଯେଉଁ ପୁଅଙ୍କୁ ଏହି ନାମର ଝିଅ ମ୍ୟାରେଜ କରିଥାନ୍ତି ସେମାନଙ୍କ ଜୀବନରେ ଖୁସିରେ ଭରିଯାଏ । ଏମାନେ ନିଜ ପ୍ରେମର ଖୁସି ପାଇଁ କିଛି ବି କରିବାକୁ ପ୍ରସ୍ତୁତ ରହିଥାନ୍ତି ।

୫- S ନାମର ଝିଅ : ଯେଉଁ ଝିଅଙ୍କର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ନିଜର ସ୍ଵାମୀଙ୍କୁ ଅଧିକ ପ୍ରେମ କରିବାରେ ଆଗରେ ରହିଥାନ୍ତି । ଏମାନେ ନିଜର ବୈବାହିକ ଜୀବନରେ ବେସ ହସ ଖୁସିରେ ରହିଥାନ୍ତି । ନିଜ ସାଥିଙ୍କୁ ଖୁସି ରଖିବା ପାଇଁ ଏମାନେ କିଛି ବି କରିବାକୁ ଆଗେଇ ଆସିଥାନ୍ତି ।

୬- R ନାମର ଝିଅ : ଯେଉଁ ଝିଅଙ୍କର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ଏମାନେ ଜୀବନ ସାଥି ଙ୍କ ପ୍ରତି ଇମାନଦାର ହୋଇଥାନ୍ତି । ଏମାନେ ନିଜ ସାଥିଙ୍କ ସହ ତାଙ୍କର ପରିଆବରର ମଧ୍ୟ କେୟାର ନେଇଥାନ୍ତି । ଏମାନେ ନିଜ ପାର୍ଟନରଙ୍କର କେବେ ବି ହାତ ଛାଡନ୍ତି ନାହି କି ଟନକୁ ଧୋକା ଦିଅନ୍ତି ନାହି । ଏମାନେ ନିଜ ସାଥିଙ୍କର ପ୍ରତି ମୂହୁର୍ତ୍ତରେ ସାଥ ଦେଇଥାନ୍ତି ଯାହା ପାଇଁ ଏମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *