ଜାଣନ୍ତୁ କେଉଁ ଆଖି ଡେଇଁଲେ ମିଳେ କେଉଁ ସଂକେତ ? Ajira anuchinta

ମଣିଷ ଶରୀରରେ ପ୍ରେତକ ଅଙ୍ଗ ଗୁଡିକର କିଛି ନା କିଛି ବିଶେଷ ମହତ୍ଵ ରହିଛି । ଯାହା ଖୁବ କମ ଲୋକ ଜାଣିଥାନ୍ତି । ତେବେ ସେଥି ମଧ୍ୟ ରୁ ମଣିଷ ଶରୀର ର ଆଖି ହେଉଛି ଅନ୍ୟତମ ଅଙ୍ଗ । ବନ୍ଧୁଗଣ ଆଖି ଫଡଫଡ ହେବାକୁ ନେଇ କିଛି ଲୋକ ଗୁରୁତ୍ଵ ଦେଉଥିବା ବେଳେ ଆଉ କିଛି ଗୁରୁତ୍ଵ ଦିଅନ୍ତି ନାହି । ଆଖି ଫଡଫଡ ହେବା ଯୋଗୁ କେଉଁ ସଂକେତ ମିଳିଥାଏ ଓ ଏହାର ପରିଣାମ କଣ ମିଳିଥାଏ ସେହି ବିଷୟରେ ଆଜି ଆମେ କହିବାକୁ ଯାଉଛୁ ।

ଆଖି ମଣିଷ ଶରୀରର ଏମିତି ଏକ ଅଙ୍ଗ ଯାହା ଦ୍ଵାରା ଆମେ ଦୁନିଆ ଦେଖିପାରୁ । ଆଖି ନ ଥିଲେ ମସନୀ ଜୀବନରେ କିଛି ବି କରି ପାରିବ ନାହି । ସମୁଦ୍ର ଶାସ୍ତ୍ର ଅନୁସାରେ ମଣିଷ ପାଖରେ ଏମିତି ଶକ୍ତି ରହିଛି ଯାହା ଆସିବାକୁ ଥିବା ବିପଦ ବିଷୟରେ ସୂଚନା ଦେଇଥାଏ ।

ମଣିଷ ଜୀବନରେ ବିପଦକୁ ପରଖିବାର ପ୍ରକ୍ରିୟା କୌଣସି ନା କୌଣସି ଉପାୟରେ ଆସିଥାଏ । ଅଙ୍ଗ ମାନଙ୍କର ଡେଇଁବା ମଧ୍ୟ ସେଥି ମଧ୍ୟରୁ ଅନ୍ୟତମ ଅଟେ । ଯାହା ଦ୍ଵାରା ଶୁଭ ଓ ଅଶୁଭ ସଂକେତ ମିଳିଥାଏ । ପୁରୁଷଙ୍କର ଡାହାଣ ଆଖି ଡେଇଁବା ଓ ମହିଳାଙ୍କର ବାମ ଆଖି ଡେଇଁବା ଶୁଭ ହୋଇଥାଏ ।

୧- ନାରୀଙ୍କର ଡାହାଣ ଆଖି ଡେଇଁଲେ ଏହା ଶୁଭ ହୋଇ ନ ଥାଏ । ଯଦି କୌଣସି ନାରୀର ଡାହାଣ ଆଖି ଦେଉଁଥାଏ ତେବେ ସତର୍କ ରହିବା ଉଚିତ ।

୨- ପୁରୁଷଙ୍କର ଯଦି ଡାହାଣ ବା ସିଧା ଆଖି ଡେଉଁଥାଏ ତେବେ ଏହା ଶୁଭ ସମାଚାର ଆସିବାର ସୂଚନା ଦେଇଥାଏ ।

୩- ନାରିଙ୍କର ବାମ ଆଖି ଡେଉଁଥାଏ ତେବେ ଏହା ଶୁଭ ସଂକେତ ହୋଇଥାଏ । ଯଦି ବାମ ଆଖି ଚାରି ଆଡୁ ଡେଉଁଥାଏ ତେବେ ଏହା ବିବାହର ସଂକେତ ଦେଇଥାଏ ।

୪- ପୁରୁଷଙ୍କର ବାମ ଆଖି ଡେଉଁଥାଏ ତେବେ ଏହା କଷ୍ଟଦାୟକ ହୋଇଥାଏ । ଏହା ଦ୍ଵାରା ଖରାପ ପରିଣାମ ଦେଖିବାକୁ ମିଳିଥାଏ ।

୫- ଯଦି ପୁରୁଷ ଓ ମହିଳା ଉଭୟଙ୍କର ଦୁଇଟି ଆଖି ଡେଉଁଥାଏ ତେବେ କୌଣସ ହଜି ଯାଇଥିବା ବନ୍ଧୁଙ୍କ ସହ ଭେଟା ହେବାର ସୂଚନା ମିଳିଥାଏ । ଏହାର ପରିଣାମ ନାରୋ ଓ ପୁରୁଷଙ୍କ ପାଇଁ ସମାନ ହୋଇଥାଏ ।

୬- ଯଦି ପୁରୁଷ ଓ ନାରୀର ଓଲଟା ଆଖି ର କୋଣ ଡେଉଁଥାଏ ତେବେ ସମାନ ପରିଣାମ ଦେଖିବାକୁ ମିଳିଥାଏ । ଏହା ଦ୍ଵାରା ସନ୍ତାନ ପ୍ରାପ୍ତି ହେବାର ସୂଚନା ମିଳିଥାଏ ।

୭- ଯଦି ପୁରୁଷ ଓ ନାରୀର ବାମ ଆଖିର କୋଣ ଡେଉଁଥାଏ ତେବେ ସମାନ ପ୍ରଭାବ ପୋଡିଥାଏ । ଏହାର ପରିଣାମ ସାମାନ୍ୟା ରହିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *