ସକାଳୁ ଉଠି ଏହି ଜିନିଷ ପକେଇ ଦିଅନ୍ତୁ ଭୁଇଁରେ, ଚମକି ଉଠିବ ଭାଗ୍ୟ ଲକ୍ଷ୍ମୀ… ଗରିବ ଲୋକ ହୋଇଯିବ ଧନୀ- Vaastu Tips

ବ୍ୟକ୍ତିର ଜୀବନରେ କିଛି ନା କିଛି ସମସ୍ଯା ଲାଗି ରହିଥାଏ । ଜୀବନରେ ଦୁର୍ଭାଗ୍ୟ ଆସିଲେ ବ୍ୟକ୍ତିକୁ ତଳି ତଳାନ୍ତ କରିଥାଏ । ସେଥିପାଇଁ ବ୍ୟକ୍ତି ନିଜ ଦୁର୍ଭାଗ୍ୟରୁ ମୁକୁଳିବା ପାଇଁ ଚେଷ୍ଟା କରିଥାଏ । କିନ୍ତୁ ଏଥିରେ ସଫଳ ହୋଇପାରେ ନାହିଁ । ଆଜି ଆମେ ଆପଣ ମାନଙ୍କୁ ମଣିଷ ଜୀବନରେ ଯେବେ ଦୁର୍ଭାଗ୍ୟ ଆସେ ସେଥିରୁ ମୁକୁଳିବା ପାଇଁ କେଉଁ ଉପାୟ କରିବା ସଠିକ ହେବ ସେହି ବିଷୟରେ କହିବାକୁ ଯାଉଛୁ । ବ୍ୟକ୍ତି ଜୀବନର ଦୁର୍ଭାଗ୍ୟର କାରଣ ହେଉଛି ପିତୃଦୋଷ ।

ଏହା ଫଳରେ ବ୍ୟକ୍ତି ଅନେକ ଖରାପ କାମ କରିବା ଦ୍ଵାରା ତା ଜୀବନ ନିମ୍ନଗାମୀ ହୋଇଥାଏ । ବ୍ୟକ୍ତି ଜୀବନରେ କିଛି ଉନ୍ନତି ମୂଳକ କାର୍ଯ୍ୟ ହୋଇନଥାଏ । ରାହୁ କେତୁଙ୍କର କୁ-ଅବସ୍ଥା ଫଳରେ କୁଣ୍ଡଳୀରେ ଶୁକ୍ର ଗ୍ରହଙ୍କର କୁ-ସ୍ଥିତି ରହିଥାଏ ଯାହା ଦ୍ଵାରା ମା ଲକ୍ଷ୍ମୀ ଅପସରି ଯାଇଥାନ୍ତି । ଏହା ଦ୍ଵାରା ବ୍ୟକ୍ତି ଯେତେ ରୋଜଗାର କରିଲେ ମଧ୍ୟ ଧନ ବ୍ୟୟ ହୋଇଥାଏ ଓ ଧନ ସଞ୍ଚିତ ହୋଇପାରେ ନାହି ।

ଗୋଟିଏ କ୍ଷୁଦ୍ର ଉପାୟ ମାଧ୍ୟମରେ ପିତୃଦୋଷ ଶାନ୍ତ ହୋଇଥାଏ । ରାହୁ କେତୁଙ୍କର ସୁ-ଅବସ୍ଥାନ ଆସିବା ଦ୍ଵାରା ଶୁକ୍ରଗ୍ରହ ଦୂର ହୋଇଥାଏ । ଏହି ଉପାୟ କରିବା ପାଇଁ ଗୋଟିଏ ଷ୍ଟିଲ ବା ତମ୍ବା ବାସନ ଚୟନ କରନ୍ତୁ । କିନ୍ତୁ ପ୍ଲାଷ୍ଟିକ ବାସନ ବ୍ୟବହାର ଅକରିବେ ନାହି । ଢାଙ୍କୁଣୀ ଥିବା ଷ୍ଟିଲ ବାସନ ନିଅନ୍ତୁ । ସେଥିରେ ରାତିରେ ଗୋଟେ ଚାମଚ ଚିନି ରଖନ୍ତୁ । ଏହି ବାସଙ୍କୁ ନିଜ ତକିଆ ତଳେ ବା ମଥା ଉପରେ ରକହନ୍ତୁ ।

ଆପଣଙ୍କ ଜୀବନରେ ଚାଲିଥିବା ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ଭଗବାନ ଙ୍କୁ ମାନେ ମାନେ ସ୍ମରଣ କରନ୍ତୁ । ଏହା କରିବା ପରେ ସେହି ଭାବନାରେ ରାତିରେ ଶୟନ କରନ୍ତୁ । ଏହା ସକାଳେ ଉଠିବା ପରେ ବିଛଣାରେ ବସି ଦୁଇ ହାତକୁ ଘଷି ଦିଅନ୍ତୁ । ଏହା ପରେ ଆଙ୍ଗୁଳିର ସବୁ ଅଗ୍ରଭାଗକୁ ଲକ୍ଷ କରନ୍ତୁ । ଏହା ପରେ ମୁହଁ ଓ ମଥାରେ ଆପଣଙ୍କ ହାତ ବୁଲାଇ ଆଣନ୍ତୁ ।

ଯଦି ଇଷ୍ଟଦେବୀଙ୍କ ମନ୍ତ୍ର ଜଣାଇଛନ୍ତି ତେବେ ପାଠ କରନ୍ତୁ । ଏହା ପରେ ଆପଣଙ୍କ କେଉଁ ନାସାପୁଡାରେ ନିଶ୍ଵାସ ଯାଉଛି ଲକ୍ଷ କରନ୍ତୁ । ନିଦ୍ରା ତ୍ୟାଗ କରିବା ପରେ ଆପଣଙ୍କର ଯେଉଁ ନାସାରେ ଅଧିକ ପବନ ଯାଉଛି ଆପଣଙ୍କର ସେହି ନାସାପୁଡା ସଲଙ୍ଗ ଗୋଡ ଅର୍ଥାତ ଦକ୍ଷିଣ ପୁଡାରେ ନିଶ୍ଵାସ ଅଧିକ ଯାଉଥାଏ ତେବେ ଦକ୍ଷିଣ ଗୋଡକୁ ଆଗ ତଳେ ରଖିବେ ।

ଯଦି ବା ପୁଡାରେ ନିଶ୍ଵାସ ଅଧିକ ଯାଉଥାଏ ତେବେ ବାମ ଗୋଡ ଆଗ ଭୂମିରେ ସ୍ପର୍ଶ କରିବେ । ଏହା ପରେ ତକିଆ ତଳେ ରଖିବା ଷ୍ଟିଲ ପାତ୍ରରେ ଯେଉଁ ଚିନି ଥିଲା ତାକୁ ବାହରକୁ ଆଣି ଯେଉଁଠାରେ ପିମ୍ପୁଡି ଥିବେ ସେଠାରେ ଚିନି ଗୁଡିକ ପକାଇ ଦିଅନ୍ତୁ । ଏହିଭଳି ଭାବେ ଏହି ପ୍ରକ୍ରିୟାକୁ ଶ୍ରଦ୍ଧା ଓ ଭକ୍ତିରେ ୪୧ ଦିନ କରିଲେ ଆପଣଙ୍କର ଦୁର୍ଭାଗ୍ୟ ଅବସ୍ଥାଟି ସୌଭାଗ୍ୟ ଅବସ୍ଥାରେ ପରିଣୀତ ହେବ ।

ଯଦି ପିତୃଦୋଷ ଥାଏ ବା ରାହୁକେତୁଙ୍କର ଦ୍ରୁଷ୍ଟି ରହିଥାଏ ତେବେ ଏହାର ଅନ୍ତ ଘଟିବ । ବନ୍ଧୁଗଣ ଆମର ଏହି ଲେଖାଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *