Tarot card; -ବହୁତ ଜରୁରୀ ସୂଚନା ଅଛି ଆପଣଙ୍କ ପାଇଁ… ବାଛନ୍ତୁ କୌଣସି ଏକ ନମ୍ବର !

ବନ୍ଧୁଗଣ ଆପଣଙ୍କୁ ଏଠାରେ 2 ଟି ନମ୍ବର ଦିଆଯାଇଛି । ଯେଉଁ 2 ଟି ନମ୍ବର ହେଉଛି 111 ଓ 777 । ତେବେ ଏହି 2 ଟି ନମ୍ବର ମଧ୍ୟରୁ ଆପଣ କୌଣସି ଏକ ନମ୍ବରକୁ ଚୁଜ୍ ନିଜ ପାଇଁ କରନ୍ତୁ । ଇଶ୍ଵରଙ୍କୁ ସ୍ମରଣ କରି ମନକୁ ଶାନ୍ତ କରି ସ୍ତିର ମନରେ ଆଖି ବନ୍ଦ କରି କୌଣସି ଏକ ନମ୍ବରକୁ ବାଛନ୍ତୁ । ସେହି ନମ୍ବର ଆଧାରରେ ଇଶ୍ଵର ଆପଣଙ୍କୁ କଣ ସନ୍ଦେଶ ଦେବାକୁ ଯାଉଛନ୍ତି ତା ଏଠାରେ ଜାଣନ୍ତୁ ।

111- ଆପଣ ବର୍ତ୍ତମାନ ଲାଇଫରେ ଯାହା ବି କରିବାକୁ ଚାହୁଁଛନ୍ତି । ନିଜକୁ ଥରେ ପଚାରି ଦେଖନ୍ତୁ । ସେହି କାମ ଆପଣ କରିବେ କି ନାହିଁ । ଅନ୍ୟ କାହା ଠାରୁ କିଛି କଥା ପଚାରିବା ଅପେକ୍ଷା ପ୍ରଥମେ ନିଜକୁ ପଚାରନ୍ତୁ । ଯଦି ନିଜ ଉପରେ ଆପଣଙ୍କ ଭରଷା ଅଛି । ଆପଣ ସେହି କାମ କରିବାକୁ ପ୍ରସ୍ତୁତ ଅଛନ୍ତି । ତେବେ ବିନା କୌଣସି ଦ୍ଵନ୍ଦରେ ସେହି କାର୍ଯ୍ୟକୁ କରନ୍ତୁ । ଇଶ୍ଵର ଆପଣଙ୍କ ସାଥିରେ ଅଛନ୍ତି । ଆପଣ ଯାହା ବି ନିଜ ଲାଇଫରେ କରିବାକୁ ଚାହୁଁଛନ୍ତି ।

ପାଠ, ଚାକିରୀ, ବ୍ୟବସାୟ ଯାହା ବି କରିବେ । ସେଥିରେ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ । କାହା ଉପରେ ଭରଷା ରଖନ୍ତୁ ନାହିଁ । କି ସେ ଆପଣଙ୍କୁ ଆପଣଙ୍କ କାମରେ ସାହାଜ୍ଯ କରିବେ କି ନାହିଁ ସେ କଥା ଭାବି ଭାବି ସମୟ ନଷ୍ଟ କରନ୍ତୁ ନାହିଁ । ଯଦି ନିଜ ଉପରେ ଟ୍ରଷ୍ଟ ଅଛି ତେବେ ଆଗକୁ ବଢନ୍ତୁ ।

777- ଆପଣଙ୍କୁ ଭଗବାନ ଏତେ ସୁନ୍ଦର ଲାଇଫଟିଏ ଦେଇଛନ୍ତି । ତେଣୁ ଆପଣ ମଧ୍ୟ ଏହି ଲାଇଫଟିକୁ ଭଲ ଭାବରେ ଏଞ୍ଜୟ କରିବା ଉଚିତ । ଆପଣ ନିଜର ଫାମିଲି, କ୍ଯାରିଅର, ରିଲେସନସିପ ସବୁକୁ ଧ୍ୟାନ ଦିଅନ୍ତୁ । ହେଲେ କୌଣସି କଥା କି କାମ ପାଇଁ ଅଧିକ ଚିନ୍ତିତ ହୁଅନ୍ତୁ ନାହିଁ । ଆପଣ ଅନେକ ସମୟରେ ନିଜ କ୍ଯାରିଅରକୁ ନେଇ ବ୍ୟସ୍ତରେ ରହୁଛନ୍ତି । ହେଲେ ସେହି ବ୍ୟସ୍ତବହୁଳ ସମୟ ମଧ୍ୟରୁ ନିଜ ପାଇଁ ନିଜ ପରିବାର ପାଇଁ ସମୟ ବାହାର କରିବାକୁ ପଡିବ ।

ଲାଇଫକୁ ଭଲ ଭାବେ ନିଜ ପରିବାର, ସାଙ୍ଗସାଥି ମାନଙ୍କ ସହ ଖୁସିରେ ବିତେଇବାକୁ ପଡିବ , ଯଦି ରିଲେସନସିପରେ ଥାନ୍ତି , ତେବେ ନିଜ ପାର୍ଟନରଙ୍କୁ ମଧ୍ୟ ସମୟ ଦେବାକୁ ପଡିବ । ଦରକାର ସମୟରେ ଲୋକ ମାନଙ୍କୁ ଯଥା ସମ୍ଭବ ସାହାଜ୍ଯ କରିବାକୁ ଚେଷ୍ଟା ମଧ୍ୟ କରନ୍ତୁ । କାରଣ ଯେତେବେଳେ ଆପଣ କାହାର ସାହାଜ୍ଯ କରନ୍ତି । ସେଥିରୁ ଯେଉଁ ଖୁସି ଆପଣଙ୍କୁ ଫିଲ୍ ହେବ ତାହା ଆପଣଙ୍କ ପାଇଁ ବହୁତ ବଡ ଖୁସିର ସମୟ ହେବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭାଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *