ବହୁତ ଖାସ ହୋଇଥାନ୍ତି ଏହି 1 ନାମର ଝିଅମାନେ- Jyotisha Shastra

ବନ୍ଧୁଗଣ ପ୍ରତେକ ବ୍ୟକ୍ତି ନିଜର ଓ ଅନ୍ୟ ର ସ୍ଵଭାବ ବିଷୟରେ ଜାଣିବା ପାଇଁ ଚେଷ୍ଟା କରିଥାଏ । ଏମିତିରେ ବ୍ଯକ୍ତିର ନାମର ପ୍ରଥମ ଅକ୍ଷର ତା ବିଷୟରେ ଅନେକ ରହସ୍ୟ ଖୋଲି ଦେଇଥାଏ । ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ନାମର ମହିଳା ଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ବହୁତ ଖାସ ହୋଇଥାନ୍ତି ଅନ୍ୟ ମାନଙ୍କ ପାଇଁ । ଏହି ନାମର ମହିଳା ଅନ୍ୟ ମାନଙ୍କ ପାଇଁ ଖାସ ହେବା ସହ ଏମାନଙ୍କର ସ୍ଵଭାବ ଓ ବ୍ୟକ୍ତିତ୍ବ କିଛି ଅଲଗା ହୋଇଥାଏ । ତେବେ ଆସନ୍ତୁ ଜାଣିବା ବିସ୍ତାର ଭାବେ ସେହି ମହିଳା ଙ୍କ ବିଷୟରେ ।

୧- ବୁଦ୍ଧିମତୀ : ଏହି S ନାମର ମହିଳା ବହୁତ ବୁଦ୍ଧିମତୀ ବା କାବିଲିୟତ ହୋଇଥାନ୍ତି । ଏମାନେ ସବୁ ଜିନିଷ କୁ ଜାଣିବାକୁ ସକ୍ଷମ ହୋଇଥାନ୍ତି । ଏମାନେ ନୂଆ ଜିନିଷ ଜାଣିବାକୁ ଅଧିକ ଆଗ୍ରହୀ ହୋଇଥାନ୍ତି । ଏମାନେ ନିଜର ବୁଦ୍ଧି ବଳରେ ଯେ କୌଣସି କଠିନ କାମକୁ ଅତି ସହଜରେ କରିବା ପାଇଁ ସକ୍ଷମ ହୋଇଥାନ୍ତି ।

୨- ଲିଡରସିପ : ଏହି S ନାମର ମହିଳା ମାନଙ୍କ ଠାରେ ଲିଡରସିପ ଭଳି ଗୁଣ ରହିଥାଏ । ଏମାନେ କୌଣସି ମହତ୍ଵ ପୂର୍ଣ୍ଣ କାମକୁ ବିଶ୍ଵାସ ସହକାରେ କରିଥାନ୍ତି । ଏମାନେ ସବୁ କାମ ସଠିକ ଭାବେ କରିବା ସହ ସବୁ ଦାୟିତ୍ଵ ସୁଚାରୁରୂପେ ନିଭାଇଥାନ୍ତି । ଯାହା ପାଇଁ ଏମାନେ ସମସ୍ତଙ୍କର ପ୍ରିୟ ହୋଇଥାନ୍ତି ।

୩- କ୍ରୋଧ କରିବା : ଏହି S ନାମର ମହିଳା ମାନେ ବହୁତ କ୍ରୋଧୀ ସ୍ଵଭାବର ହୋଇଥାନ୍ତି । ଏମାନେ ବହୁତ ଜଲ୍ଦି ଛୋଟ ଛୋଟ କଥାରେ ରାଗି ଯାଇଥାନ୍ତି । ଏମାନଙ୍କୁ ଯେତେ ଜଲ୍ଦି ରାଗ ଆସିଥାଏ ସେତେ ଜଲ୍ଦି ଏମାନଙ୍କର ରାଗ ଥଣ୍ଡା ହୋଇଯାଏ । ଏମାନେ ଯେତେ ରାଗିଲେ ମଧ୍ୟ ନିଜର ସନ୍ତୁଳନ ରକ୍ଷା କରିଥାନ୍ତି । ଏମାନଙ୍କ ଠାରେ ସମସ୍ତଙ୍କ ପ୍ରତି ଭଲ ପାଇବା ବହୁତ ଅଧିକ ରହିଥାଏ ।

୪- ଲଏଲ : ଏହି S ନାମର ମହିଳା ମାନେ ବହୁତ ଲଏଲ କିସମର ହୋଇଥାନ୍ତି । ଏମାନେ ନିଜ ସାଥି ଙ୍କ ସହ ବଫାଦାରି ଓ ପ୍ରେମ ସହକାରେ ନିଜର ସମ୍ପର୍କ ନିଭାଇଥାନ୍ତି । ଏମାନେ ନିଜର ସମ୍ପର୍କ ଶେଷ ଯାଏଁ ନିଭାଇଥାନ୍ତି । ଏମାନେ ଜୀବନରେ କେବେ ବି ନିଜ ସାଥି ଙ୍କୁ ଧୋକା ଦିଅନ୍ତି ନାହି ।

ତେବେ ଏହା ହେଉଛି କିଛି ଖାସ କଥା ଯାହା S ନାମର ଝିଅ ମାନଙ୍କୁ ଅନ୍ୟ ମାନାଙ୍କ ଠାରୁ ଅଲଗା ରଖିଥାଏ । ଏହି କାରଣରୁ ଲୋକ ମାନେ ଏମାନଙ୍କର ବ୍ୟକ୍ତିତ୍ବ ର ଦିୱାନା ହୋଇଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *