ଜଣେ ପୁରୁଷ ନାରୀ ଠାରୁ ସେତେବେଳେ ଦୂରେଇ ଯାଏ, ଯେତେବେଳେ… Motivational Quotes

ବନ୍ଧୁଗଣ ଯେଉଁ ଲୋକ ସରଳ ବା ନିରିହ ସେମାନେ ବୋକା ନୁହନ୍ତି । ସେମାନେ ସମସ୍ତଙ୍କୁ ନିଜର ଭାବି ଦିଅନ୍ତି ଯାହା ସେମାନଙ୍କର ସବୁଠାରୁ ବଡ ଭୁଲ ଅଟେ । ଯଦି ଆପଣ ଦୋଷ ନ କରି ଦୋଷୀ ହୋଇ ସେତେବେଳେ ଚୁପ ରହିବେ ତାହା ସବୁଠାରୁ ଭଲ ଅଟେ । କାରଣ ବଡ ପାଟି କରି କେବେ ନିର୍ଦ୍ଦୋଷ ପ୍ରମାଣ କରି ହେବ ନାହି । ସମ୍ପର୍କକୁ କେବେ ବି ଜବରଦସ୍ତି ବାନ୍ଧି ରଖିବା ଅପେକ୍ଷା ସବୁ ଦିନ ପାଇଁ ସେହି ସମ୍ପର୍କ ଠାରୁ ଦୂରେଇ ଯିବା ଉଚିତ । ଯଦି ଜଣେ ତୁମ ବିନା ଖୁସିରେ ରହିପାରୁଛି ତେବେ ତାକୁ ଖୁସି ରେ ରହିବାକୁ ଦିଅ । କେବେ ବି ତା ପଛରେ ପଡି ନ ନିଜର ଆତ୍ମସମ୍ମାନ ହରାନ୍ତୁ ନାହି ।

ମଣିଷ ଦୁଇଟି ଜିନିଷ କେବେ ବି ଭୁଲେ ନାହି ଯେମିତି ନିଜ ଲୋକ ଦେଇଥିବା ଦୁଖ ବା ଧୋକା । ଅନ୍ୟଟି ହେଉଛି ଅଜଣା ଲୋକ ଦେଉଥିବା ଇଜତ । ଜୀବନରେ କେବେ ବି କାହାକୁ ଦୋଷ ଦେବା ଉଚିତ ନୁହେଁ କାରଣ ଭଲ ଲୋକଙ୍କ ଠାରୁ ଆମେ ଖୁସି ପାଇଥାଉ । କିନ୍ତୁ ଖରାପ ଲୋକଙ୍କ ଠାରୁ ଶିକ୍ଷା ମିଳିଥାଏ । ଉଦାହରଣ ଯେମିତି ସୋଷିଲା କୁ ପାଣିର ଆଉ ଭୋକିଲାକୁ ଖାଦ୍ୟ ର ମୂଲ୍ୟ କଣ ଜଣା ଥାଏ ଠିକ ସମିତି ଯେଉଁ ମଣିଷ ପାଖରେ ସୁଖ ନ ଥାଏ ସେ ତାର ବର୍ଣ୍ଣନା କରି ଜାଣିଥାଏ ।

ଏକା ରହିବାର ଯେଉଁ ଅନୁଭୁତି ଅଛି କାରଣ ନା କାହାକୁ ପାଇବାର ଇଚ୍ଛା ଥାଏ ନା କାହାକୁ ହରାଇବାର ଭୟ ଥାଏ । ଯଦି ତୁମେ ସେହି ସମୟରେ ହସି ପାରଛୁ ଯେତେବେଳେ ତୁମେ ଭାଙ୍ଗି ପଡିଛ ତେବେ ଗୋଟିଏ କଥା ମନେ ରଖ ଦୁନିଆର କୌଣସି ବି ବଡ ଶକ୍ତି ତୁମକୁ ହରେଇ ପାରିବ ନାହି । ଜଣେ ପୁରୁଷ ଗୋଟେ ନାରୀ ଠାରୁ ସେତେବେଳେ ଦୂରେଇ ଯାଏଁ ଯେବେ ତାର ପ୍ରେମକୁ ଭାବନରେ ଖୋଜିଲେ ମଧ୍ୟ ପାଏ ନାହି ।

ସ୍ଵାର୍ଥପର ଲୋକ କାହା ଦୁଖରେ ଭାଗ ନିଅନ୍ତୁ ନାହି । ସେମାନେ ସର୍ବଦା ଅନ୍ୟ ର ସୁଖରେ ଭାଗ ନେବାକୁ ଅପେକ୍ଷା କରି ରହିଥାନ୍ତି । ଯେଉଁ ମଣିଷର ହୃଦୟରେ ଆପଣଙ୍କ ପାଇଁ ଯଦି ସଚ୍ଚା ଭଲ ପାଇବା ରହିଥାଏ ତେବେ ସେହି ମଣିଷ ଦୁନିଆର ଯେ କୌଣସି ସ୍ଥାନ ରେ ବା କୌଣସି ସ୍ଥିତିରେ ଥିଲେ ମଧ୍ୟ ଆପଣଙ୍କର ହୋଇ ରହିଥାଏ । ସେ କେବେ ବି ଆପଣଙ୍କ ଠାରୁ ଦୂରେଇ ଯିବ ନାହି ।

ତେବେ ଯଦି ଜଣେ ଆପଣଙ୍କୁ ସଚ୍ଚା ପ୍ରେମ କରୁଛି ଓ ସେ ଆପଣଙ୍କୁ ନିଜ ପାଖରେ ଥିବାର ଅନୁଭବ କରୁ ନାହି ତେବେ ସେ ନିଶ୍ଚିନ୍ତ ଭାବେ ଆପଣଙ୍କୁ ଛାଡି ଦେବ । ଏହା ମଧ୍ୟ ଠିକ ଅଟେ । କାରଣ ପ୍ରତି ଦିନ ମରି ମରି ବଞ୍ଚିବା ଅପେକ୍ଷା ସବୁ ଦିନ ପାଇଁ ସବୁ ପଛ କଥା ଭୁଲି ସୁଖରେ ସାରା ଜୀବନ ରହିବା ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *