ଘରେ ଏହି 4ଟି ଜିନିଷ ରଖିଲେ କେବେ ଶେଷ ହେବନି ପଇସା, ସର୍ବଦା ଧନରେ ଭାରି ରହିବ ଘର- Vaastu Tips

ପ୍ରତେକ ବ୍ୟକ୍ତିଙ୍କର ଧାନ କମାଇବାରେ ଇଚ୍ଛା ରହିଥାଏ । ପ୍ରତେକ ବ୍ୟକ୍ତି ଜୀବନରେ ଟଙ୍କା ବା ପଇସାର ବିଶେଷତା ରହିଥାଏ । କିଛି କ୍ଷେତ୍ର ରେ ବ୍ୟକ୍ତି କଠିନ ପରିଶ୍ରମ କରି ଟଙ୍କା ରୋଜଗାର କରିପାରେ ନାହି । ଅନ୍ୟ କ୍ଷେତ୍ର ରେ ବ୍ୟକ୍ତି ଖୁବ କମ ପରିଶ୍ରମ କରି ଧାନ ଅର୍ଜନ କରିବା ସହ ସଫଳତା ହାସଲ କରିଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ କିଛି ବସ୍ତୁ ଦୋଷ ହେବା କାରଣରୁ ଟଙ୍କା ସଞ୍ଚୟ ହୋଇପାରେ ନାହି । ଘରେ ଏମିତି କିଛି ଜିନିଷ ରହିଥାଏ ଯାହା ଦ୍ଵାରା ଧନ ସଞ୍ଚୟ ହୋଇପାରେ ନାହି ।

ଆଜି ଆମେ ଆପଣ ଅମାନଙ୍କୁ ଘରେ କେଉଁ କେଉଁ ଜିନିଷ ରହିଲେ ଧନ ବୃଦ୍ଧି ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ । ୧- ଲାଫିଙ୍ଗ ବୁଦ୍ଧ : ଲାଫିଙ୍ଗ ବୁଦ୍ଧକୁ ସମୃଦ୍ଧିର ପ୍ରତୀକ ବୋଲି ମାନାଯାଏ । ତେଣୁ ବାସ୍ତୁ ଶାସ୍ତ୍ର ଅନୁସାରେ ଧନ ବୃଦ୍ଧି କରିବା ପାଇଁ ଘରେ ଲାଫିଙ୍ଗ ବୁଦ୍ଧ ଘରେ ରଖିବା ଉଚିତ । ଏହା ସହ ଲାଫିଙ୍ଗ ବୁଦ୍ଧର ଷ୍ଟାଚ୍ୟୁ ୨ଇଞ୍ଚରୁ ଅଧିକ ହେବା ଉଚିତ ନୁହେଁ । ଏହା ଦ୍ଵାରା ଧନର ଅଭାବ କେବେ ହୁଏ ନାହି ।

୨- ଚାଇନିସ କଏନ : ଚାଇନିସ କଏନ କୁ ଫେନସୂଇ ବାସ୍ତୁ ଅନୁସାରେ ଲକି ବୋଲି ମନାଯାଏ । ମାନ୍ୟତା ରହିଛି କି ଯଦି ଆପଣ ଘରେ ୩ଟି ଚାଇନିସ କଏନ ଗୋଟେ ନାଲି କପଡା ରେ ବାନ୍ଧିକି ରଖିବେ ତେବେ ଘରେ ଖରାପ ଶକ୍ତିର ପ୍ରବେଶ ହେବ ନାହି । ଏହା ଦ୍ଵାରା ଧନର ବୃଦ୍ଧି ହୋଇଥାଏ ।

୩- ୱିନ୍ଡ ଚାଇମ : ଫେନ୍ସୁଇରେ ୱ୍ନିଦ ଛାଇମର ଖାସ ମହତ୍ଵ ରହିଛି । ବାସ୍ତୁ ଅନୁସାରେ ୱିନ୍ଡ ଚାଇମ ଘରେ ଲାଗଇବା ବହୁତ ଶୁଭ ହୋଇଥାଏ । ପବନ ଦ୍ଵାରା ୱିନ୍ଡ ଚାଇମ ର ସ୍ଵର ହେବା କାରଣରୁ ଘରେ ସାକାରାତ୍ମକ ଊର୍ଜା ସୃଷ୍ଟି ହୋଇଥାଏ । ଯାହାର ପ୍ରଭାବ ଆମର ମାନସିକ ସ୍ତର ରେ ପଡିଥାଏ । ଏହା ଲଗାଇବା ଦ୍ଵାରା ଘରେ ବାସ୍ତୁ ଦୋଷ ଦୂର ହେବ ସହ ସୁଖ ସମୃଦ୍ଧି ବଢିଥାଏ ।

୪- ଘୋଡାନାଲ : ବାସ୍ତୁ ଶାସ୍ତ୍ର ଓ ଜ୍ଯୋତିଷ ଶାସ୍ତ୍ର ରେ ଘୋଡାନାଲ କୁ ଶୁଭ ମାନାଯାଏ । କୁହାଯାଏ କି ଯଦି ଘରର ମୁଖ୍ୟ ଦ୍ଵାରା ରେ ଘୋଡାନାଲ ଲଗାଯାଏ ତେବେ ଘରେ କୌଣସି ପ୍ରକାର ଖରାପ ଶକ୍ତିର ପ୍ରବେଶ ହୁଏ ନାହି । ଏହା ସହ ଘରେ ସୁଖ ସମୃଦ୍ଧି ବୃଦ୍ଧି ହେବା ସହ ପରିବାର ଲୋକଙ୍କ ମଧ୍ୟରେ ସମ୍ପର୍କ ନିବିଡ ହୋଇଥାଏ ।

୫- କ୍ରଶୂଲା ଟ୍ରି : ବାସ୍ତୁ ଅନୁସାରେ କ୍ରସୁଲା ଟ୍ରିକୁ ମନି ଟ୍ରି ମଧ୍ୟ କୁହାଯାଏ । ଏହାକୁ ଘରର ଉତ୍ତର ଦିଗରେ ରଖିଲେ ଘରେ କେବେ ଧନର ଅଭାବ ଦେଖାଯାଏ ନାହି । ଏହି ଗଛ ଧନକୁ ଚୁମ୍ବକ ପରି ଆକର୍ଷିତ କରିଥାଏ । ଏହା ସହ ଘରେ ଧନର ବୃଦ୍ଧି ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *