ଭାଙ୍ଗିଗଲା Dipikaଙ୍କ ଧର୍ଯ୍ୟର ସୀମା, Dineshnଙ୍କୁ କହିଲେ ନିଜର ଶେଷ କଥା… ଦେଖନ୍ତୁ କେଏନ କହୁଛନ୍ତି Dipika

ନମସ୍କାର ବନ୍ଧୁଗଣ । ଆଜିକୁ ଦୀର୍ଘ ୨୧ ଦିନ ବୀତିଗଲାଣି କିନ୍ତୁ ସେମିତି ଉଜାଗର ଭାବେ ପ୍ରେମିକ ଦିନେଶଙ୍କ ଘର ଆଗରେ ବସି ରହିଛନ୍ତି କେ ଦୀପିକା । ତାଙ୍କ ପୁଅକୁ ବାପର ଅଧିକାର ମିଳିବ ବୋଲି ଦାବି କରି ବସିଛନ୍ତି ଦୀପିକା । ଏ ନେଇ ଦୀପିକା ଶେଷ ଥର ପାଇଁ ଦିନେଶଙ୍କୁ ଏତିକି ଅନୁରୋଧ କରିଛନ୍ତି କି ସେ ତାଙ୍କୁ ସ୍ତ୍ରୀର ଅଧିକାର ଓ ପୁଅକୁ ବାପାର ପରିଚୟ ଦେବାକୁ ହକ ମାଗୁଛନ୍ତି । ଶାଶୁ ଶ୍ବଶୁରଙ୍କୁ କିଛି କହିବାର ମୋର ହକ ନାହି ବୋଲି ଦୀପିକା କହିଛନ୍ତି । ଦିନେଶ ବାପା ମା ନିଜର ଅସଲ ରୂପ ଦେଖାଇ ସାରିଛନ୍ତି ତଥାପି ଦୀପିକା ସେମିତି ଧାରଣା ଦେଇ ବସିବେ ।

ଆଗକୁ ଦୀପିକା କହିଛନ୍ତି ଦିନେଶ ଓ ସେ ଉଭୟ ଭୁଲ କରିଛନ୍ତି ତେଣୁ ଏହାର ସମାଧାନ ହେବା ଜରୁରୀ ଅଟେ କାରଣ ତାଙ୍କ ପୁଅ ବଡ ହେଲା ପରେ ତାଙ୍କୁ ସମାଜ ଅଲଗା ଦ୍ରୁଷ୍ଟି ରେ ଦେଖିବ ଆଉ ଅନେକ ପ୍ରକାରର ପ୍ରଶ୍ନ ମଧ୍ୟ ପଚାରିବ ତେଣୁ ଏ ସବୁ ଜିନିଷ କଣ ପାଇଁ ହେବ । ଶାରୀରିକ ଓ ମାନସିକ ଯନ୍ତ୍ରଣା ପାଇଲେ ବି ଦୀପିକା ସେମିତି ବସି ରହିବେ ବୋଲି କହିଛନ୍ତି ।

ଦିନେଶ କଣ ସାମନାକୁ ଆସି ନାହି କଣ ପାଇଁ ମିଡିଆ ଆଗରେ ନିଜର ବୟାନ ଦେଉ ନାହି ବୋଲି ଦୀପିକା କହିଛନ୍ତି । ପ୍ରମିଳା ମା ଓ ଦୀପକ ସାରା ତାଙ୍କୁ ସହଯୋଗ କରୁଛନ୍ତି ବୋଲି ଦୀପିକା ମତ ଦେଇଛନ୍ତି ।ମୋ ଭବିଷ୍ୟତ ଯାହା ହେବ ଆଉ ଯାହା ହଉଛି ହବ ଦିନେଶ କଣ ପାଇଁ ମୋତେ ସ୍ତ୍ରୀର ଅଧିକାର ଦେବ ନାହି କାରଣ ସେ ପୂର୍ବରୁ ପ୍ରମିଜ କରିଥିଲା ବୋଲି ଦୀପିକା କହିଛନ୍ତି ।

ଆଗରୁ ମୁଁ ଯେମିତି ଦିନେଶକୁ ଭଲ ପାଉଥିଲି ଏବେ ବି ଭଲ ପାଉଛି ଯେତେ ତୁଫାନ ବର୍ଷା ଆସୁ ମୁଁ ସହିକି ଅଛି ମୋର ଛୁଆ ପାଇଁ ଗୋଟେ ଛୁଆର ଷ୍ଟାଟସ ପାଇଁ ବୋଲି ଦୀପିକା ମତ ଦେଇଛନ୍ତି । ଆଗକୁ ଦୀପିକା କହିଛନ୍ତି ତାଙ୍କର ମାନ ମର୍ଜ୍ଯାଦା ଯାଇଛି କଣ ଦିନେଶ ଫେରାଇ ପାରିବ କି ବୋଲି ଦୀପିକା ପ୍ରଶ୍ନ କରିଛନ୍ତି ।

ପ୍ରମିଳା ମା କହିଛନ୍ତି ସାହି ବାସିନ୍ଦା ବସି ଏହାର ସମାଧାନ କରିବାକୁ ରାଜି ଥିଲେ କିନ୍ତୁ ଦିନେଶ ଙ୍କ ପରିବାର ଲୋକେ ବହୁତ ବଡ ଡ୍ରାମା କରିଲେ ଯାହା ଫଳରେ ସବୁ ଏପଟ ସେପଟ ହୋଇଗଲା । ପୁରା ଓଡିଶା ବାସୀଙ୍କୁ ପ୍ରମିଳା ମା ଅନୁରୋଧ କରିଛନ୍ତି ଦୀପିକାଙ୍କୁ ସମର୍ଥନ କରିବାକୁ ଆଉ ତାଙ୍କ ଛୁଆକୁ ଆଶୀର୍ବାଦ କରିବାକୁ କିପରି ଦୁହିଙ୍କୁ ନ୍ୟାୟ ମିଳିପାରିବ ।

ପ୍ରମିଳା ମା ବୟସ୍କ ହୋଇଥିବାରୁ ସେ ଯିବା ଆସିବା କରୁଛନ୍ତି ଏବଙ ଯଦି ଦୀପିକାଙ୍କର କିଛି ବି ହୁଏ ତେବେ ଦିନେଶଙ୍କ ପରିବାର ଦାୟୀ ହେବ ବୋଲି ପ୍ରମିଳା ମା କହିଛନ୍ତି । ଗଣ ମାଧ୍ୟମ ଜରିଆରେ ଦୀପିକା କେବଳ ଗୋଟେ କଥା ଦିନେଶଙ୍କୁ କହିଛନ୍ତି ଯାହା ହେବାର ଥିଲା ହେଲାଣି ଯେଉଁ ଛୁଆ ଆପଣଙ୍କର ତାକୁ ବାପର ନାଁ ଦିଅନ୍ତୁ । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *